ଖେଳ

୯ ଫେବୃୟାରୀରୁ ବର୍ଡର-ଗାଭାସ୍କର ଟ୍ରଫି: ୨୬ ବର୍ଷ ତଳେ ହୋଇଥିଲା ଆରମ୍ଭ, ଅଧିକ ବିଜୟ ଭାରତ ଖାତାରେ…

କୋଲକାତା,୪।୨ : ଯଦିଓ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ ୭୫ ବର୍ଷ ପୂର୍ବେ ଖେଳାଯାଇଥିଲା, କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଟେଷ୍ଟ ସିରିଜ ୨୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୯୯୬ ରୁ ଭାରତ ଏବଂ…

ମାର୍ଚ୍ଚ ୧୮ରେ ହେବ ଆଇଏସ୍‌ଏଲ୍‌ ଫାଇନାଲ

ନୂଆଦିଲ୍ଲୀ,୪।୨(ପି.ଟି.): ଚଳିତ ସିଜନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲ ମ୍ୟାଚ ମାର୍ଚ୍ଚ ୧୮ରେ ଖେଳାଯିବ ବୋଲି ଆୟୋଜକ ଗଣ ଶୁକ୍ରବାର ଘୋଷଣା କରିଛନ୍ତି। ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ଚତୁର୍ଥ ଓ ପଞ୍ଚମ ଦଳ ଏବଂ ତୃତୀୟ ଓ…

ଭାରତ ୧୨-୦ରେ ଭୁଟାନକୁ ହରାଇଲା

ଢାକା, ୪।୨(ପି.ଟି.): ବଦଳ ଖେଳାଳିଭାବେ ଆସିଥିବା ତିନି ଖେଳାଳିଙ୍କ ହ୍ୟାଟ୍ରିକ ସହାୟତାରେ ଭାରତ ଏଠାରେ ଚାଲିଥିବା ୨୦ ବର୍ଷରୁ କମ୍‌ ମହିଳା ସାଫ୍‌ ଚାମ୍ପିୟନଶିପ୍‌ର ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ଭୁଟାନକୁ ୧୨-୦ ଗୋଲରେ ପରାସ୍ତ କରିଛି। ଭାରତର ଏହା ପ୍ରଥମ…

ଦୃଷ୍ଟିବାଧିତ ମହିଳା କ୍ରିକେଟ ପ୍ରଶିକ୍ଷଣ ଓ ଆତ୍ମରକ୍ଷା କୌଶଳ ତାଲିମ ଶିବିର

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ସଂଘ (କାଭି ଓଡ଼ିଶା) ଓ ସମର୍ଥନମ୍‌ ଟ୍ରଷ୍ଟ ଫର୍‌ ଦି ଡିସାବୁଲ୍‌ର ସହଯୋଗରେ ଦୃଷ୍ଟିବାଧିତ ମହିଳାମାନଙ୍କ ନିମନ୍ତେ ୫ ଦିନିଆ କ୍ରିକେଟ୍‌ ପ୍ରଶିକ୍ଷଣ ଓ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଖୋର୍ଦ୍ଧାର ବାଣପୁରସ୍ଥିତ…

ଓଡ଼ିଶା ପୁରୁଷ ଦଳର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ଚାଲିଥିବା ୭୧ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ (ମହିଳା/ପୁରୁଷ)ରେ ଓଡ଼ିଶା ପୁରୁଷ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ନିଜର ପ୍ରଥମ ମ୍ୟାଚରେ ମଣିପୁରକୁ ୩:୧ (୨୫-୨୧, ୨୭-୨୯, ୨୫-୧୧, ୨୫-୧୪)ରେ…

ଓଡ଼ିଶା ବାଳିକା ଖୋ ଖୋ ଦଳକୁ ସ୍ବର୍ଣ୍ଣ, ବାଳକଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଓଡ଼ିଶାର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ଖୋ ଖୋ ଇଭେଣ୍ଟରେ ଓଡ଼ିଶା ବାଳିକା ଦଳ ସ୍ବର୍ଣ୍ଣ ଏବଂ ବାଳକ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା…

ଜୟରାମ, ସବିତାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ବିଭିନ୍ନ ସହରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଏହା ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଥଲେଟିକ୍ସ ଇଭେଣ୍ଟର ପ୍ରଥମ ଦିବସରେ ଓଡ଼ିଶାକୁ ୨ଟି ସ୍ବର୍ଣ୍ଣ ପଦକ ମିଳିଛି।…

ଚହରଙ୍କ ପତ୍ନୀଙ୍କଠାରୁ ୧୦ ଲକ୍ଷ ଟଙ୍କାର ଠକେଇ, ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ,୩।୨: ଭାରତୀୟ ଟିମ୍‌ର ତାରକା ଦ୍ରୁତ ବୋଲର ଦୀପକ ଚହରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀପକଙ୍କ ପତ୍ନୀ ଜୟା ଭରଦ୍ୱାଜଙ୍କ ସହ ୧୦ ଲକ୍ଷ ଟଙ୍କାର ଠକେଇ କରାଯାଇଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ପୂର୍ବତନ ମ୍ୟାନେଜର କମଲେଶ…

ଶାହିଦ ଆଫ୍ରିଦିଙ୍କ ଝିଅଙ୍କ ହାତ ଧରିଲେ ଶାହିନ

ଇସଲାମାବାଦ,୩।୨: ପାକିସ୍ତାନ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଶାହିନ ଆଫ୍ରିଦି ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ଝିଅ ଅନ୍‌ଶାଙ୍କ ସହ ତାଙ୍କର ବିବାହ ହୋଇଛି। ମୁସଲମାନ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଛି। ଏହି ବିବାହରେ…

ଶୁଭମନଙ୍କୁ ନୁହେଁ, ସୂର୍ଯ୍ୟକୁମାରଙ୍କୁ ମିଳୁ ସୁଯୋଗ: କାର୍ତ୍ତିକ

ନୂଆଦିଲ୍ଲୀ,୩।୨: ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ପରେ ଏବେ ଟିମ୍‌ ଇଣ୍ଡିଆର ନଜର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପହଞ୍ଚିବା ଉପରେ ରହିଛି। ଏଥିଲାଗି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ମୁହାଁମୁହିଁ ହେବ। ଫେବୃୟାରୀ…

ବିଷ୍ନୋଇ ହୋଇପାରିବେ ପରବର୍ତ୍ତୀ ରଶିଦ ଖାଁ: ରାଇନା

ନୂଆଦିଲ୍ଲୀ, ୩।୨: ଯୁବ ବୋଲର ରବି ବିଷ୍ନୋଇଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା। ଯେଉଁଭଳି ଭାବେ ବିଷ୍ନୋଇ ବୋଲିଂ କରନ୍ତି ଏବଂ ତାଙ୍କ ସ୍ବଭାବ ଯେପରି, ତାକୁ ଦେଖିଲେ ସେ ଭବିଷ୍ୟତରେ ରଶିଦ ଖାଁଙ୍କ ଭଳି…

କ୍ରିକେଟ୍‌କୁ ଅଲବିଦା କହିଲେ ଭାରତକୁ ବିଶ୍ୱକପ୍‌ ଜିତାଇଥିବା ବୋଲର୍‌

ନୂଆଦିଲ୍ଲୀ,୩।୨: ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତାଇଥିବା ଦ୍ରୁତ ବୋଲର ଯୋଗୀନ୍ଦର ଶର୍ମା ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ନେଇଛନ୍ତି। ସେ ଶୁକ୍ରବାର ଟୁଇଟ୍‌ ଯୋଗେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୯ ବର୍ଷିୟ ଯୋଗୀନ୍ଦର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?