ଜାତୀୟ

Parliament Winter Session: ୮୪ କୋଟି ଟଙ୍କା ନଷ୍ଟ! ୨୦ଦିନରେ ଏତେ ହୋଇଛି କ୍ଷତି

ନୂଆଦିଲ୍ଲୀ,୨୧।୧୨: ସଂସଦର ଉଭୟ ଗୃହ, ଲୋକ ସଭା ଏବଂ ରାଜ୍ୟ ସଭାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ୨୦ଟି କାର୍ଯ୍ୟକାଳ ଥିଲା। ହୋ ହଲ୍ଲା ହଙ୍ଗାମା ଭିତରେ ସଂସଦର କାର୍ଯ୍ୟ ପ୍ରକ୍ରିୟା ଶେଷ ହୋଇଥିଲା।…

ରାମମନ୍ଦିର ନିର୍ମାଣ ଦ୍ୱାରା କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ: ମୋହନ ଭାଗବତ

ପୁଣେ,୨୧ା୧୨: ରାମ ମନ୍ଦିର ନିର୍ମାଣ କରି କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଗୁରୁବାର ପୁଣେଠାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି। ‘ବିଶ୍ୱଗୁରୁ ଭାରତ’ ଶୀର୍ଷକ ବକ୍ତୃତାମାଳାରେ ଉଦ୍‌ବୋଧନ…

ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ,୨୧ା୧୨: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍‌ ସ୍ବାଧିକାର ଭଙ୍ଗ ନୋଟିସ ଦେଇଥିବାବେଳେ ଭାଜପା ପକ୍ଷରୁ ଶୁକ୍ରବାର କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧୀଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ନିଆଯାଇଛି। ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଲୋକ ସଭାର ବିରୋଧୀ ଦଳ…

ସଂସଦରେ ଠେଲାପେଲା: ତଦନ୍ତ କରିବ କ୍ରାଇମ୍‌ ବ୍ରାଞ୍ଚ

ନୂଆଦିଲ୍ଲୀ,୨୧ା୧୨: ଶୀତ ଅଧିବେଶନ ଶେଷ ହେବାର ଦିନକ ପୂର୍ବରୁ ଗୁରୁବାର ପାର୍ଲାମେଣ୍ଟରେ ଠେଲାପେଲା ହୋଇଥିଲା। ଏଥିରେ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ, ମୁକେଶ ରାଜପୁତ୍‌ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆହତ ହୋଇଥିଲେ। ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ…

ନାତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅତୁଲ ସୁଭାଷଙ୍କ ମା’, ୩ ରାଜ୍ୟ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୨୦।୧୨: ବହୁଚର୍ଚ୍ଚିତ ଇଞ୍ଜିନିୟର ଅତୁଲ ସୁଭାଷ ମୋଦିଙ୍କ ଆତ୍ମହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଅତୁଲଙ୍କ ମା’ ନିଜର ୪ ବର୍ଷର ନାତିଙ୍କ କଷ୍ଟଡି ଦାବି କରିଛନ୍ତି। ଏହାକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ହରିୟାଣା ଏବଂ କର୍ନାଟକ…

ପ୍ରିୟଙ୍କାଙ୍କ ଚାଲିଯିବ ଏମପି ପଦ! ବଡ଼ ଅଡୁଆରେ ଫସିଲେ…

ନୂଆଦିଲ୍ଲୀ,୨୦।୧୨: ଅଡୁଆରେ କଂଗ୍ରେସ ଏମପି ପ୍ରିୟଙ୍କା ଭଦ୍ରା। ନବ ନିର୍ବାଚିତା ପ୍ରିୟଙ୍କାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଭାରତୀୟ ଜନତା ପାର୍ଟି ନେତା ନବ୍ୟା ହରିଦାସ ପ୍ରିୟଙ୍କାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିଛନ୍ତି। ଶୁକ୍ରବାର କେରଳ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ହରିଦାସ…

୧୫  ଯାଏ ନାମାଙ୍କନ, ୨୦ ସୁଦ୍ଧା ଘୋଷଣା…ଜାନୁଆରୀରେ ଭାଜପାକୁ ମିଳିପାରେ ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୦।୧୨: ଶାସକ ଭାଜପାକୁ ନୂଆ ବର୍ଷରେ ମିଳିବ ନୂଆ ଅଧ୍ୟକ୍ଷ। ଜାନୁଆରୀ ୧୫ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଶେଷ ହେବ। ଏହାପରେ ଜାନୁଆରୀ ୨୦ ସୁଦ୍ଧା ଭାଜପାର ନୂତନ ସଭାପତି ମଧ୍ୟ ଘୋଷଣା କରାଯାଇପାରେ। ତେବେ ଜାନୁଆରୀ…

ମୋ ଠାରୁ ଭଲ ଅଭିନୟ କରୁଛନ୍ତି, ଅସ୍କାର ମିଳିବା ଦରକାର: ଜୟା ବଚ୍ଚନ

ନୂଆଦିଲ୍ଲୀ,୨୦।୧୨: ସଂସଦରେ ଧସ୍ତାଧସ୍ତିକୁ ନେଇ ପୂରା ରାଜନୀତି ସରଗରମ ରହିଛି। ଏହାରି ଭିତରେ ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି ଜୟା ବଚ୍ଚନ ସଂସଦ କାଣ୍ଡକୁ ନେଇ ଭାଜପା ଏମପି ପ୍ରତାପ ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ଜୟା ବଚ୍ଚନ କହିଛନ୍ତି, ଏସବୁ…

ଚନ୍ଦ୍ରଚୂଡଙ୍କୁ ରାହୁଲଙ୍କ ବିରୋଧ! ମୋଦି ଚାହୁଁଛନ୍ତି…

ନୂଆଦିଲ୍ଲୀ,୨୦।୧୨: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଆସିଛି ବଡ଼ ଖବର। ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ଜାତୀୟ ମାନବଧିକାର ଆୟୋଗର ଆଗାମୀ ଅଧ୍ୟକ୍ଷକୁ ନେଇ କରାଯାଉଥିବା ଚର୍ଚ୍ଚା ସମୂର୍ଣ୍ଣ ଗୁଜବ…

ଆମ୍ବେଦକରଙ୍କୁ କାହିଁକି ପସନ୍ଦ ଥିଲା ନୀଳରଙ୍ଗ? ଯାହାଲାଗି ରାହୁଲ ବଦଳାଇଦେଲେ ନିଜ ଟି-ସାର୍ଟ ରଙ୍ଗ

ନୂଆଦିଲ୍ଲୀ,୨୦।୧୨: ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ରାଜନୀତି ଉଠୁଛି ପଡୁଛି। ତେବେ ଏହି ବିବାଦ ମଧ୍ୟରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ କିଛି ଅଲଗା ଅନ୍ଦାଜରେ ନଜର ଆସିଛନ୍ତି। ସବୁବେଳେ ଧଳା ଟି…

ପ୍ରିୟଙ୍କା ଗାନ୍ଧୀଙ୍କୁ ‘୧୯୮୪’ ଲେଖାଥିବା ବ୍ୟାଗ୍‌ ଭେଟି ଦେଲେ MP ଅପରାଜିତା ଷଡ଼ଙ୍ଗୀ, ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ,୨୦।୧୨: ଚଳିତ ଥର ସଂସଦର ଶୀତକାଳୀନ ଅଧିବେଶନ ବେଶ ଚର୍ଚ୍ଚାରେ ରହି ଆସୁଛି। କେବେ ମାରପିଟ୍‌ ତ କେବେ ବ୍ୟାଗ୍‌ ପଲିଟିକ୍ସ ଯାଏ ସବୁକିଛି ଦେଖିବାକୁ ମିଳିଛି। ପ୍ରତ୍ୟେହ ନୂଆ ବ୍ୟାଗ୍‌ ସହ ସଂସଦରେ ପହଞ୍ଚି ପ୍ରିୟଙ୍କା ଖବରରେ ରହୁଛନ୍ତି। ତାଙ୍କ…

ମାର୍ଶଲ ଆର୍ଟରେ ରାହୁଲଙ୍କୁ ମିଳିଛି ବ୍ଲାକ୍‌ ବେଲ୍ଟ, ଜାଣନ୍ତୁ ରୋଚକ କଥା

ନୂଆଦିଲ୍ଲୀ,୨୦।୧୨: ଦେଶର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଗୁରୁବାର ସଂସଦରେ ହୋଇଥିବା ହିଂସାକାଣ୍ଡ ପରେ ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭାଜପା ଏମପି ପ୍ରତାପ ଷଡଙ୍ଗୀ ଅଭିଯୋଗ ଆଣିଛନ୍ତି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?