ଜାତୀୟ

ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, କହିଲେ ଏଣିକି କୌଣସି ସ୍ଥାନରେ…

ଦିଶପୁର,୪ା୧୨: ଆସାମ ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ ଗୋ’ମାଂସ କୌଣସି ରେଷ୍ଟୁରାଣ୍ଟ…

ଶେଷରେ ରାଜି ହେଲେ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ଏହାର ସସପେନ୍ସ ଶେଷ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦବୀ ଉପରେ ଥିବା ସନ୍ଦେହ ମଧ୍ୟ ଶେଷ ହୋଇଛି। ସୂଚନାନୁସାରେ, ଏକନାଥ ଶିନ୍ଦେ ଶେଷରେ ରାଜି ହୋଇଛନ୍ତି। ସେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

ହାଇଦ୍ରାବାଦରେ ଉଦ୍‌ଘାଟିତ ହେଲା ଗରୁଡଭେଗାର ଗ୍ଲୋବାଲ କର୍ପୋରେଟ୍‌ ଅଫିସ

ହାଇଦ୍ରାବାଦ,୪।୧୨: ଦେଶର ପ୍ରମୁଖ ଅନ୍ତର୍ଜାତୀୟ କୋରିଅର୍‌ ଏବଂ ଲଜିଷ୍ଟିକ ସଂସ୍ଥା ଗରୁଡଭେଗାର ପୁଣି ଏକ ଗ୍ଲୋବାଲ କର୍ପୋରେଟ ଅଫିସ ହାଇଦ୍ରାବାଦରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅଫିସର ଉଦ୍‌ଘାଟନ ପରେ ଗରୁଡଭେଗା ଆଉ ଏକ ମାଇଲଖୁଣ୍ଟରେ ପହଞ୍ଚି ପାରିଛି। ନିକଟରେ ଅନୁଷ୍ଠିତ ଉକ୍ତ…

ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲା ମହାୟୁତି, କାଲି ଶପଥ ନେବେ ଫଡନାଭିସ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ଦୀର୍ଘ ସମୟ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତା ପରେ ମହାୟୁତି ସରକାର ଗଠନ ପାଇଁ ଦାବି କରିଛନ୍ତି। ରାଜ୍ୟପାଳଙ୍କ ସହ ସରକାର ଗଠନ କରିବାକୁ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ, ଭାଜପା ନେତା ଦେବେନ୍ଦ୍ର ଫଡନାଭିସ ଏବଂ…

ଉପ ମୁଖ୍ୟମନ୍ତ୍ରୀ ପଦ ନେବେ ନାହିଁ ଶିନ୍ଦେ? ନୂଆ ବୟାନକୁ ନେଇ ରାଜନୀତି ସରଗରମ

ମୁମ୍ବାଇ,୪।୧୨: ଡିସେମ୍ବର ୫ରେ ମୁମ୍ବାଇର ଆଜାଦ ମଇଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ କେବଳ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଶିବସେନା ନେତା ଉଦୟ ସାମନ୍ତ ବୁଧବାର କହିଛନ୍ତି। ତେବେ ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ…

ଫଡନଭିସଙ୍କ ଠାରୁ ଅଧିକ ଧନୀ ଶିନ୍ଦେ, ପାଖରେ ଅଛି ନଗଦ ୮ଲକ୍ଷ ଟଙ୍କାର ସୁନା ଆଭୂଷଣ ଆଉ…

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମହା ସସପେନ୍ସର ଅନ୍ତ ଘଟିଛି। ଆଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲାଗିଛି। ଦେବେନ୍ଦ ଫଡନଭିସ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବାକୁ ଯାଉଛନ୍ତି। ଏଥିସହ ଅଜିତ ପାଓ୍ବାର ଓ ଏକନାଥ ଶିନ୍ଦେ ଉପ ମୁଖ୍ୟମନ୍ତ୍ରୀ ଭାବେ…

ହେମନ୍ତ ସୋରେନଙ୍କ କ୍ୟାବିନେଟରେ ସାମିଲ ହେବାକୁ ମାଡପିଟ, ଜାଣନ୍ତୁ କିଏ ଅଛନ୍ତି ଆଗରେ?

ରାଞ୍ଚି,୪।୧୨: ଝାଡ଼ଖଣ୍ଡରେ ହେମନ୍ତ ସୋରେନ ସରକାର ପାର୍ଟ-୨ର କ୍ୟାବିନେଟ ସମ୍ପ୍ରସାରଣ ଡିସେମ୍ବର ୫ରେ ହେବାକୁ ଯାଉଛି। ସୂଚନା ଅନୁଯାୟୀ, ଗୁରୁବାର ରାଜ ଭବନରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ସମ୍ପ୍ରସାରଣରେ ୧୦ ଜଣ ବିଧାୟକ ଶପଥ ନେଇପାରନ୍ତି। ଅର୍ଥାତ୍‌ ବର୍ତ୍ତମାନ ଦ୍ୱାଦଶ…

୯୦ ମିନିଟ୍‌ରେ ପ୍ରେମରେ ପଡିଥିଲେ ଫଡନଭିସ, ପ୍ରଥମ ଦେଖାରେ ଏହି ଅଭିନେତ୍ରୀଙ୍କ ସହ ଅମୃତାଙ୍କ କରିଥିଲେ ତୁଳନା, ଜାଣନ୍ତୁ ତାଙ୍କ ଲଭ୍‌ଷ୍ଟୋରୀ ବିଷୟରେ…

ମୁମ୍ବାଇ,୪।୧୨: ମହାରାଷ୍ଟ୍ର ନିର୍ବାଚନର ଠିକ ୧୧ଦିନ ପରେ ମହାୟୁତି ମୁଖ୍ୟମନ୍ତ୍ରୀ ଘୋଷଣା କରିଛି। ଦଳ ଦେବେନ୍ଦ୍ର ଫଡନଭିସଙ୍କୁ ମୁଖ୍ୟମନ୍ତ୍ରୀ ବାଛିଛି। ତେବେ ଆସନ୍ତାକାଲି ମୁମ୍ବାଇର ଆଜାଦ ମଇଦାନରେ ସେ ଶପଥ ଗ୍ରହଣ କରିବେ ଏବଂ ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ସିଏମ…

ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପରେ କହୁ କହୁ ଏମିତି କହିଦେଲେ ଦେବେନ୍ଦ୍ର ଫଡନଭିସ୍‌

ପୁଣେ,୪।୧୨: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନଭିସ। ସେ ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସର୍ବସମ୍ମତି କ୍ରମେ ଭାଜପା ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ଫଡନଭିସ ଦଳର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ…

ଦେବେନ୍ଦ୍ର ଫଡନଭିସଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୪।୧୨:ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସର୍ବସମ୍ମତିକ୍ରମେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦେବେନ୍ଦ୍ର ଫଡନଭିସ। ଆଜି ଅନୁଷ୍ଠିତ ଭାଜପା ବିଧାନସଭା ପାର୍ଟି ବୈଠକରେ ସେ ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଫଡନଭିସ ୨୦୧୪ ରୁ…

ଭାଜପାର ‘କଇଁଛ ଚାଲ୍‌’, ୧୪ ଦିନରେ ବଦଳିଗଲା ମହାରାଷ୍ଟ୍ରର ମିଜାଜ!

ମୁମ୍ବାଇ,୪।୧୨: ଏକ ପ୍ରବାଦ ଅଛି ଯେ ରାଜନୀତିରେ ଏକ ସପ୍ତାହ ଦୀର୍ଘ ସମୟ ବୋଲି ବିବେଚନା କରାଯାଏ, କିନ୍ତୁ ରାଜନୀତିର ପ୍ରତ୍ୟେକ ଆଲୋଚନାକୁ ଭାଙ୍ଗି ଦେଇଥିବା ଭାଜପା ମଧ୍ୟ ଏହି ଧାରଣାକୁ ବଦଳାଇ ଦେଇଛି। ୨୩ ନଭେମ୍ବରରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ…

ଭାଜପାକୁ କଡ଼ା ଚେତାବନୀ ଦେଲେ ଧନଖର, ସମୟ ଅଛି ସୁଧୁରିଯାଅ…

ନୂଆଦିଲ୍ଲୀ,୪।୧୨:କୃଷକ ଆନ୍ଦୋଳନ ଭିତରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଏପରି ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ପାରା ଶିଖର ଛୁଇଁଚି। ଧନଖର କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଉଠାଇଛନ୍ତି। ଏଥିସହ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଟାର୍ଗେଟ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?