ଜାତୀୟ

ଭୁଶୁଡ଼ିଲା ୬ ମହଲା କୋଠା: ଚାପି ହୋଇଗଲେ ୪, ଅନେକ ଆହତ

ଚଣ୍ଡିଗଡ଼,୨୧ା୧୨: ପଞ୍ଜାବର ମୋହାଲିରେ ଏକ ୬ ମହଲା କୋଠା ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଏହା ତଳେ ଚାପ ହୋଇ ରହିଥିବା ଆଶଙ୍କା କରାଯାଉଛି। କୋଠାର ତଳ ମହଲାରେ ଏକ ଜିମ୍‌ ସେଣ୍ଟର ଥିଲା। ଏହାତଳୁ…

ଅତୁଲ ସୁଭାଷ ସୁଇସାଇଡ ମାମଲାରେ ନୂଆ ମୋଡ, ସ୍ତ୍ରୀ କହିଲେ ମୁଁ ମୋ ବିବାହରେ ଖୁସି ଥିଲି, ମା’ଙ୍କ ପାଇଁ…

ନୂଆଦିଲ୍ଲୀ,୨୧।୧୨: ବେଙ୍ଗାଲୁରୁରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଅତୁଲଙ୍କ ସ୍ତ୍ରୀ ନିକିତା ସିଙ୍ଗାଣିଆ ଉତ୍ତରପ୍ରଦେଶର ଜୈନପୁର ଫ୍ୟାମିଲି କୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ ମୁଁ ମୋର…

ବିଧାନସଭା ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୧।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଚରମ ସୀମାରେ ରହିଛି। ଏହି ସମୟ ମଧ୍ୟରେ, ଆଗାମୀ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ଅଡିଆରେ ପଡିଛି। ଦୀର୍ଘ ଦିନ ଧରି ଗୁରୁଦ୍ୱାର ଶିଖ ପରିଚାଳନା…

ଭାରତକୁ ମିଳିବ ଏମିତି ‘ବ୍ରହ୍ମାସ୍ତ୍ର’, ଯାହା ଶତ୍ରୁଙ୍କୁ ପଠାଇଦେବ ପାତାଳଲୋକ!

ନୂଆଦିଲ୍ଲୀ,୨୧।୧୨: ଦେଶର ଉଚ୍ଚାଭିଳାଷୀ ପ୍ରୋଜେକ୍ଟ 75I କ୍ରମାଗତ ଭାବରେ ବିଳମ୍ବ ହେଉଛି। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏହାର ବୁଡ଼ାଜାହାଜକୁ ବୃଦ୍ଧି କରିବା, ଯାହାର ସବୁଠାରୁ ବଡ ସମସ୍ୟା ହେଉଛି ସଠିକଏୟାର ଇଣ୍ଡିପେଣ୍ଡେନ୍ସ ପ୍ରୋପଲ୍ଶନ (ଏଆଇପି) ସିଷ୍ଟମ ଚୟନ। ଭାରତୀୟ ନୌସେନାକୁ…

ବଡ଼ ଧରଣର ଭୂସ୍ଖଳନ, ରାଜପଥରେ ଅଟକି ରହିଛି ଶହ ଶହ ଯାନ, ଦେଖନ୍ତୁ ଭିଡିଓ

ଡେରାଡୁନ,୨୧।୧୨: ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଧାରଚୁଲା-ତାୱାଗାଟ ଏନଏଚ୍‌ରେ ଏହି ଭୂସ୍ଖଳନ ଘଟିଛି। ଫଳରେ ଅନେକ ଯାନ ଏଠାରେ ଅଟକି ରହିଛି । ଭୂସ୍ଖଳନ ଏତେ ଭୟଙ୍କର ଥିଲା ଯେ ଚାରିଆଡେ ଧୂଳିର ମେଘ ବ୍ୟାପିଯାଇଥିଲା। ଜୀବନ ବଞ୍ଚାଇବା…

କେଜରିଓ୍ବାଲଙ୍କ ବଡ଼ ଉପହାର

ନୂଆଦିଲ୍ଲୀ,୨୧।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ଲୋକଙ୍କ ପାଇଁ ପେଡି ଖୋଲିଛି। ପ୍ରଥମେ ମହିଳାଙ୍କ ପାଇଁ, ପରେ ବୃଦ୍ଧମାନଙ୍କ ପାଇଁ ଏବଂ ବର୍ତ୍ତମାନ ପିଲାମାନଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପିମୁଖ୍ୟ ଅରବିନ୍ଦ କେଜରିୱାଲ ଏକ…

ଏମଭିଏରେ ଫାଟ! ସଞ୍ଜୟ ଦେଲେ ବଡ଼ ସଙ୍କେତ ଦଳ ଏକେଲା ଲଢିବ…

ମୁମ୍ବାଇ,୨୧।୧୨: ମହାରାଷ୍ଟ୍ରର ରାଜନୈତିକ ସର୍କଲରେ ଲଗାତାର ଉତ୍ତେଜନା ଦେଖାଦେଇଛି । ଏହି ସମୟରେ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ନେତା ସଞ୍ଜୟ ରାଉତ ସୂଚାଇ ଦେଇଛନ୍ତି ଯେ ତାଙ୍କ ଦଳ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ନିର୍ବାଚନରେ ଏକୁଟିଆ ଲଢିପାରେ, ଯଦିଓ…

୪୩ ବର୍ଷ ପରେ କୁଏତ ଗସ୍ତ କରିଛନ୍ତି ମୋଦି, ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ କରିବେ ଆଲୋଚନା

କୁଏତ୍‌,୨୧ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତରେ ଯାଇ କୁଏତରେ ପହଞ୍ଚିଛନ୍ତି। ଯେଉଁଠାରେ ସେ କୁଏତ ନେତୃତ୍ୱଙ୍କ ସହ ଆଲୋଚନା କରିବେ। କୁଏତର ଆମିର ଶେଖ୍‌ ମେଶଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାଙ୍କ ନିମନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ମୋଦି କୁଏତ…

ତାଶି ନାମଗାଲ୍‌ କିଏ? ଯାହାଙ୍କ ନିଧନରେ ଶୋକବ୍ୟକ୍ତ କଲା ଭାରତୀୟ ସେନା, କାର୍‌ଗିଲ ଯୁଦ୍ଧରେ…

ନୂଆଦିଲ୍ଲୀ,୨୧।୧୨: କାର୍‌ଗିଲ ଯୁଦ୍ଧର ପ୍ରଚ୍ଛଦ ପଟର ନାୟକ ଆଉ ନାହାନ୍ତି। ୧୯୯୯ରେ କାର୍‌ଗିଲ ସେକ୍ଟରରେ ପାକିସ୍ତାନର ଅନୁପ୍ରବେଶ ବିଷୟରେ ଭାରତୀୟ ସୈନିକମାନଙ୍କୁ ସୂଚନା ଦେଇଥିବା ମେଷପାଳକ ତାଶି ନାମଗାଲ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଚଳିତ ବର୍ଷ…

ବୋହୂଙ୍କୁ ଉଲଗ୍ନ କରି ଲୁହା ରଡ୍‌ ଚେଙ୍କ ଦେବା ସହ ପ୍ରାଇଭେଟ୍‌ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କଲେ ଶାଶୁଘର ଲୋକେ

ଭୋପାଳ,୨୧ା୧୨: ଥମୁନି ବଧୂ ନିର୍ଯାତନା। ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଉଲଗ୍ନ କରି ନିର୍ଧୂମ ପିଟିବା ସହ ଲୁହା ରଡ୍‌ରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ବର୍ବରତାର ସବୁ ସୀମା ସରହଦ ଟପି ଯାଇଛନ୍ତି ନରରୂପୀ…

ଯୋଗୀ ଆଦିତ୍ୟନାଥଙ୍କ ଯିବ ମୁଖ୍ୟମନ୍ତ୍ରୀ ପଦ! କୋର୍ଟରେ ପହଞ୍ଚିଲା ମାମଲା

ଲକ୍ଷୌ,୨୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରି ଆହ୍ଲାବାଦ ହାଇକୋର୍ଟରେ ଏକ ମାମଲା ଦାଖଲ ହୋଇଛି। ସିଭିଲ ଲିବର୍ଟିସ ପିପୁଲ୍ସ ୟୁନିଅନର ଉତ୍ତରପ୍ରଦେଶ ଶାଖା ପକ୍ଷରୁ ଏହି ମାମଲା ଦାଖଲ କରାଯାଇଛି। ଯେଉଁଥିରେ ସିଏମ ଯୋଗୀଙ୍କ ଇସ୍ତଫା ଦାବି…

ଅଡୁଆରେ ପଡିଲେ ଅରବିନ୍ଦ କେଜ୍‌ରିୱାଲ, ଏହି ମାମଲାରେ…

ନୂଆଦିଲ୍ଲୀ,୨୧।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ଏକ୍ସାଇଜ ପଲିସି ମାମଲାରେ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲେଫ୍ଟନାଣ୍ଟ ଗଭର୍ନର ଭି.କେ ସାକ୍ସେନା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)କୁ ଅନୁମୋଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?