ଭାବପ୍ରବଣ ପୋଷ୍ଟ କଲେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ
ନୂଆଦିଲ୍ଲୀ,୧୨।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତ ସୋମବାର ତାଙ୍କ ବ୍ରେନ୍ ସର୍ଜରୀ କରାଯାଇଥିଲା। ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି। ବୁଧବାର ତାଙ୍କ କଂଗ୍ରେସ ନେତ୍ରୀ ତଥା…
ମଦମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍: ମିଥାନଲ୍ ମିଶ୍ରିତ ସାନିଟାଇଜର ପିଇବା ଯୋଗୁ ହୋଇଥିଲା ମୃତ୍ୟୁ
ହାଇଦ୍ରାବାଦ୍, ୧୨।୮: ଆନ୍ଧ୍ରପ୍ରଦେଶରେ ଗତ ମାସରେ ଘଟିଥିବା ମଦମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍ ହୋଇଛି। ପ୍ରକାଶମ୍ ଜିଲାର କୁରୁଚେଡୁରେ ଘଟିଥିବା ଏହି ଘଟଣାରେ ୧୬ ଜଣ ମୃତକ ମିଥାନଲ୍ ମିଶ୍ରିତ ସାନିଟାଇଜର ପିଇଥିବା ପୋଲିସ କହିଛି। ସେମାନେ ପରଫେକ୍ଟ ଗୋଲ୍ଡ ନାମକ ସାନିଟାଇଜର…
ନେତାରୁ ପୁଣି ଆଇଏଏସ୍ ପଦବୀକୁ ଫେରିବେ କି ଶାହ ଫୈଜଲ
ନୂଆଦିଲ୍ଲୀ, ୧୨।୮: ୨୦୦୯ ଆଇଏଏସ୍ ପରୀକ୍ଷାରେ ଟପ୍ ର଼୍ୟାଙ୍କ୍ ହାସଲ କରିଥିବା ଶାହ ଫୈଜଲ୍ ୨୦୧୯ରେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ। ସେ ଜମ୍ମୁ-କଶ୍ମୀରରେ ଜମ୍ମୁ ଆଣ୍ଡ୍ କଶ୍ମୀର ପିପୁଲ୍ସ ମୁମେଣ୍ଟ(ଜେକେପିଏମ୍) ଦଳ ଗଠନ କରିଥିଲେ। ଏହି ଦଳର ପ୍ରଥମ…
ଖିଲାପକାରୀ ଚାଷୀଙ୍କ ମୁହଁରେ ହସ: ପୁଣି ମିଳିବ ଫସଲ ଋଣ
ଜୟପୁର, ୧୨।୮: ଋଣ ଖିଲାପକାରୀ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ଋଣ ସୁଝି ନ ଥିବା ଚାଷୀଙ୍କୁ ପୁଣି ଫସଲ ବୀମା ଯୋଗାଇ ଦିଆଯିବ। ରାଜସ୍ଥାନ ସରକାର ଏଭଳି ନିଷ୍ପତ୍ତିି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟରେ ଚାଷୀଙ୍କ ହାତମୁଠା…
ଭିଡ଼ ହିଂସାରୁ ମନ୍ଦିରକୁ ସୁରକ୍ଷା ଦେଲେ ମୁସଲମାନ ଯୁବକ: ଭିଡ଼ିଓ ଭାଇରାଲ
ବେଙ୍ଗାଲୁରୁ, ୧୨।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପୁଲକେଶୀ ନଗରରେ ମଙ୍ଗଳବାର ରାତିରେ ଭିଡ଼ ହିଂସା ଘଟିଛି। ଲୋକେ ମିଳିତ ଭାବେ ପୋଲିସ ଷ୍ଟେଶନ ଏବଂ ସ୍ଥାନୀୟ କଂଗ୍ରେସ ବିଧାୟକଙ୍କ ବାସ ଭବନରେ ଭଙ୍ଗାରୁଜା କରିଛନ୍ତି। ବିଧାୟକଙ୍କ ଜଣେ ସମ୍ପର୍କୀୟ ସୋସିଆଲ୍ ମିଡ଼ିଆରେ…
ଏହି ବସ୍ତିରେ ହାରୁଛି କରୋନା: ୧୦ ଦିନରେ ଶୂନ ମୃତ୍ୟୁ
ମୁମ୍ବାଇ, ୧୨।୮: ଏସିଆର ସର୍ବ ବୃହତ ମୁମ୍ବାଇର ଧରାବି ବସ୍ତିରେ କରୋନା ହାରିବାରେ ଲାଗିଛି। ଗତ ୧୦ ଦିନ ଧରି ଏଠାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଶୂନ ରହିଛି। ଏହି ସମୟ ମଧ୍ୟରେ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ନାହିଁ। ମଧ୍ୟ…
ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ
ଶ୍ରୀନଗର, ୧୨।୮: ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ କମରାଜିପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା। ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ…
ନିଜେ ମାସ୍କ ନ ପିନ୍ଧି ଚାଲାଣ କାଟୁଥିଲେ ଥାନାଧିକାରୀ: ଘଟିଲା ଏମିତି କିଛି..
ଲକ୍ଷ୍ନୌ, ୧୨।୮: କରୋନା ସଂକ୍ରମରରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଉତ୍ତରପ୍ରଦେଶର ଜଣେ ଥାନାଧିକାରୀ ମାସ୍କ ନ ପିନ୍ଧି ଚାଲାଣ କଟିବା ତାଙ୍କୁ ଭାରି ପଡିଛି। ବଣ୍ଡି ଥାନା ଅଧିକାରୀ ସୁଭାଷ ଚନ୍ଦ୍ର…
ଗର୍ଭବତୀଙ୍କ ଡେଲିଭରୀ କଲେ ବିଧାୟକ…
ଅଇଜ୍ୱଲ, ୧୨।୮: ଡାକ୍ତରରୁ ବିଧାୟକ ସାଜିଥିବା ବିଧାୟକ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ଡେଲିଭରୀ କରିଛନ୍ତି। ମିଜୋରାମର ବିଧାୟକ ଜେଡ୍.ଆର୍. ଥିୟାମସଙ୍ଗା ଏଭଳି କରି ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛନ୍ତି। ସୋମବାର ସେ ନିଜ ବିଧାନସଭା…
ଚଳନ୍ତା ବସ୍ରେ ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ
ଚିତ୍ରଦୁର୍ଗ,୧୨।୮: କର୍ନାଟକର ଚିତ୍ରାଦୁର୍ଗ ଜିଲାର ବିଜୟପୁରରୁ ବାଙ୍ଗାଲୋର ଯାଉଥିବା ଏକ ବସ୍ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅତି କମରେ ପାଞ୍ଚ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୨୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଛି।…
ଫେସବୁକ୍ ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଗଲେ ବିବାହିତ ପୋଲିସକର୍ମୀ, ତା’ ପରେ ଘଟିଲା ଏମିତି
ଇନ୍ଦୋର,୧୨।୮:ନକଲି ଫେସବୁକ ଆଇଡି ଜରିଆରେ ନିଜ ପୋଲିସ ସ୍ବାମୀଙ୍କୁ ଫସେଇ ଦେଇଛନ୍ତି ସ୍ବାମୀ। କେବଳ ଏତିକି ନୁହେଁ, ଥାନାରେ ସ୍ବାମୀଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛନ୍ତି। ଏହା ପରେ ଇନ୍ଦୋର ଡିଜଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସ୍ତ୍ରୀ ଅଭିଯୋଗ…
ସୁଦୀକ୍ଷାଙ୍କ ମୃତ୍ୟୁକୁ ନେଇ ରାଜନୀତି
ବୁଲନ୍ଦସହର,୧୨ା୮ : ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରେ ଜଣେ ମେଧାବୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆମେରିକାର ଏକ କଲେଜରେ ପଢ଼ୁଥିବା ୨୦ ବର୍ଷୀୟା ସୁଦୀକ୍ଷା ଭାଟି ସୋମବାର ସ୍କୁଟିରେ ଯାଉଥିବାବେଳେ ବୁଲନ୍ଦସହରର ଅଉରଙ୍ଗାବାଦ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲେ।…

