ଜାତୀୟ

ମନ୍ତ୍ରୀଙ୍କ ମାସ୍କ ଦେଖି କିଛି ସମୟ ଅଟକିଗଲେ ଲୋକେ

ଭୋପାଳ,୧୧।୮: ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ଆଉ ଯିଏ ତାଙ୍କର ଏହି ରୂପ ଦେଖିଛି ସେ କିଛି ସମୟ ପାଇଁ ଅଟକି ଯାଇଛି। କରୋନା ମହାମାରୀ ସମୟରେ ମାସ୍କ ନ ପିନ୍ଧି ଚର୍ଚ୍ଚାକୁ ଆସିଥିବା…

ବଜାରରେ ବିକ୍ରି ହେଉଛି ପିପିଇ କିଟ୍‌, କ୍ୟାପ, ମାସ୍କ, ଫେସସିଲ୍ଡ ପିନ୍ଧା କୃଷ୍ଣଙ୍କ ମୂର୍ତ୍ତି

ବାରାଣସୀ,୧୧।୮: କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ପାଳନ କରାଯାଉଥିବା ଅନେକ ପର୍ବପର୍ବାଣୀ ତା’ର ଚମକ ହରାଇଛି। ଭାରତଭଳି ଏକ ଧର୍ମନିରପେକ୍ଷ ଦେଶରେ ବି ପ୍ରାୟ ସମସ୍ତ ପର୍ବପର୍ବାଣୀର ରଙ୍ଗ ମଉଳି ଯାଇଛି କହିଲେ ଚଳେ। ଚଳିତ ବର୍ଷ ଅଗଷ୍ଟ୧୧ ଓ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

ନୂଆଦିଲ୍ଲୀ,୧୧।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତ ହୋଇ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଣବ ମୁଖାର୍ଜିଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଖାନା ପକ୍ଷରୁ ଏକ ବିବୃତ୍ତି ପ୍ରକାଶ…

୧୦ ରାଜ୍ୟରେ ଯଦି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ତେବେ ଦେଶ ଜିତିବ କରୋନା ଯୁଦ୍ଧ: ମୋଦି

ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ଭାଇରସ ମହାମାରୀର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ। ଭିଡିଓ କନଫରେନସିଂ ଜରିଆରେ ଆୟୋଜିତ ଏହି ବୈଠକରେ ଆନ୍ଧ୍ରପ୍ରଦେଶ,…

ଡଙ୍ଗାରେ ବର ପାଣିରେ ବରଯାତ୍ରୀ: ବନ୍ୟା ବିଭିଷୀକାରେ ହେଉଛି ଏଭଳି ବିବାହ

ପାଟନା,୧୧।୮: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଅନ୍ୟପଟେ ବନ୍ୟା ଦାଉ ସାଧୁଛି। ବିହାର ଏହି ସମୟରେ ବନ୍ୟା ଘେରରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ଲୋକଙ୍କୁ…

ସେପ୍ଟେମ୍ବରରେ ବି ଖୋଲିବନି ସ୍କୁଲ: ୫୮ ପ୍ରତିଶତ ଅଭିଭାବକ ଅରାଜି !

ନୂଆଦିଲ୍ଲୀ, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଲକ୍‌ ଡାଉନ୍‌ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଅନ୍‌ଲକ୍‌ର ତୃତୀୟ ପର୍ଯ୍ୟାୟରେ କେତେକ ବ୍ୟବସାୟିକ ଅନୁଷ୍ଠାନ ଖୋଲଯାଇଥିଲେ ମଧ୍ୟ ସ୍କୁଲ କଲେଜ ପୂର୍ବପରି ବନ୍ଦ ରହିଛି।…

ମୂଲ୍ୟବାନ ଜିନିଷ ପରିବର୍ତ୍ତେ ଚୋରି ହେଉଛି ଗୋବର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚୋରି ବିଷୟରେ ଆମେ ଅନେକ ଖବର ଶୁଣିଛୁ। ଚୋରମାନେ ବିଶେକରି ସୁନା, ରୂପା ଅଳଙ୍କାର ଅବା ମୂଲ୍ୟବାନ ଜିନିଷ ଚୋରିକରି ନେଇଥାନ୍ତି। ତେଣୁ ଏପରି ଜିନିଷକୁ ଲୋକମାନେ ଲୁଚାଇ ରଖିଥାନ୍ତି। ହେଲେ ଛତିଶଗଡ଼ର କୋରିଆ ଜିଲାରୁ ଏକ ଭିନ୍ନ ଜିନିଷ ଚୋରି…

ଇଡି ଅଫିସ୍‌ରେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ,୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସିବିଆଇ ଯାଞ୍ଚ କରୁଛି। ସୋମବାର ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ସମେତ ତାଙ୍କ ଭାଇ ଓ ପିତାଙ୍କୁ ୧୦ ଘଣ୍ଟା ଧରି ଇଡି ଜେରା…

ନବବିବାହିତ ସ୍ତ୍ରୀଙ୍କ ସହ ଝଗଡା: ଚରମ ପଦକ୍ଷେପ ନେଲେ ଏହି ଖେଳାଳି

ଜାମସେଦ୍‌ପୁର,୧୧।୮: ନବବିବାହିତ ସ୍ତ୍ରୀଙ୍କ ସହ ଝଗଡା ହେବାରୁ ଜଣେ ଜାତୀୟସ୍ତରର ହ୍ୟାଣ୍ଡବଲ ଖେଳାଳି ବ୍ୟକ୍ତିଗତ ରିଭଲଭର ସାହାଯ୍ୟରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଜାମସେଦପୁରର ଗୋଲମୁରୀରେ ସହକାରୀ ସବ ଇନ୍ସପେକ୍ଟର ତରୁଣ ପାଣ୍ଡେ କ୍ରୀଡା କୋଟା ଅଧୀନରେ ପୋଲିସରେ ଚାକିରି ପାଇଥିଲେ।…

ମୁଁ କେବେ ମୁଖ୍ୟମନ୍ତ୍ରୀ ପଦ ମାଗି ନଥିଲି: ପାଇଲଟ

ଜୟପୁର,୧୧।୮: ରାଜସ୍ଥାନର ରାଜନୀତିରେ ଚାଲିଥିବା କନ୍ଦଳରେ ଅବସାନ ଘଟିବାକୁ ଯାଉଛି। ସୋମବାର ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିବା ପରେ ତାଙ୍କର ଘରବାହୁଡାକୁ ନେଇ ଆଲୋଚନା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବାପାଙ୍କ ସମ୍ପତ୍ତିରେ ଝିଅର ସମାନ ଅଧିକାର

ନୂଆଦିଲ୍ଲୀ,୧୧।୮: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ କୁହାଯାଇଛି ଯେ, ଝିଅମାନଙ୍କର ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିଛି। ଉତ୍ତରାଧିକାର ଅଧିନିୟମ ୨୦୦୫ରେ ସଂଶୋଧନ ନିୟମରେ ଏହା ସ୍ପଷ୍ଟ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରାଙ୍କ ଏକ ଖଣ୍ଡପୀଠ। କୋର୍ଟ…

ଗଛତଳେ ଚିକିତ୍ସିତ ହେଉଛନ୍ତି ୧୫ରୁ ଅଧିକ କରୋନା ଆକ୍ରାନ୍ତ

ଭିଜିଆନଗରମ୍‌, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ହେଉଛି। ଆନ୍ଧ୍ରପ୍ରଦେଶର ଭିଜିଆନଗରମ୍‌ ଜିଲାରେ ୧୫ରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଗଛତଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?