ହଟ୍ସ୍ପଟ୍ ଅଞ୍ଚଳରେ ହେବ ର଼୍ୟାପିଡ୍ ଆଣ୍ଟିବଡ଼ି ଟେଷ୍ଟ୍: ୩୦ ମିନିଟ୍ରେ ଚିହ୍ନଟ ହେବେ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୨।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପରିସ୍ଥଳେ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍ଆର୍) ପକ୍ଷରୁ ର଼୍ୟାପିଡ୍ ଆଣ୍ଟିବଡ଼ି ଟେଷ୍ଟ୍ ଉପରେ ଗୁରୁତ୍ୱାରୋପ କରାଯାଇଛି। କରୋନା ହଟ୍ସ୍ପଟ୍ ପାଲଟିଥିବା ଅଞ୍ଚଳରେ କମ୍ ସମୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଏହି ପ୍ରଣାଳୀ…
ସ୍ମାର୍ଟ ସିଟିର ଶୀର୍ଷରେ ଥିବା ଇନ୍ଦୋର ବି କରୋନା କବଳରେ
ଇନ୍ଦୋର,୨।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଥରାଇ ଦେଇଛି। ଭାରତରେ ଏହାର ଉପସ୍ଥିତି ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଛି। ମହାରାଷ୍ଟ୍ରରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ଉଭୟ ରାଜ୍ୟ ଓ କେନ୍ଦ୍ର…
କରୋନାକୁ ହରାଇବାକୁ ପଡିବ: ଭିଡ଼ିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ,୨।୪: ଦେଶରେ କରୋନା ଭାଇରସ ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ପୁଣିଥରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। କରୋନା ସହ ଲଢିବାକୁ ମୋଦି ନୂଆ ରଣନୀତି ବିଷୟରେ ଆଲୋଚନା…
ଭାରତରୁ କରୋନାକୁ ମୂଳପୋଛ କରିବା ଲାଗି ସେନା ଭିଡ଼ିଲା ଅଣ୍ଟା: ୧୩୩ ହସ୍ପିଟାଲରେ ୮ ହଜାର ଡାକ୍ତର ପ୍ରସ୍ତୁତ
ନୂଆଦିଲ୍ଲୀ,୨।୪: ଭାରତରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ସେନା ଅଣ୍ଟା ଭିଡ଼ିଛି। ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଭିଡ଼ିଓ କନଫରେନ୍ସିଂ କରିଛନ୍ତି। ଏଥିରେ ଯୋଗଦେଇଥିବା ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍(ସିଡିଏସ୍) ବିପିନ ରାଓ୍ବତ ସେନା ପକ୍ଷରୁ କରୋନା ବିରୋଧରେ…
କୋଭିଡ-୧୯ ସହ ଲଢିବାକୁ ପିଏମ୍ କେୟାର୍ସ ଫଣ୍ଡ ‘ଅନାବଶ୍ୟକ’: ସିପିଆଇ(ଏମ୍)
ନୂଆଦିଲ୍ଲୀ,୨।୪: କୋଭିଡ-୧୯ ସହ ଲଢିବାକୁ ପୃଥକ ଭାବେ ‘ପିଏମ୍ କେୟାର୍ସ’ ପଣ୍ଡ ଗଠନ କରିବା ଅନାବଶ୍ୟକ ବୋଲି କହିଛି କମ୍ୟୁନିଷ୍ଟି ପାର୍ଟି ଅଫ୍ ଇଣ୍ଡିଆ(ମାର୍କସିଷ୍ଟ)। ସେ କହିଛି ପ୍ରାଇ ମିନିଷ୍ଟର୍ସ ନ୍ୟାଶନାଲ ରିଲିଫ୍ ଫଣ୍ଡ(ପିଏମ୍ଏନ୍ଆର୍ଏଫ୍) କୋଭିଡ-୧୯ ପାଇଁ ସଂଗୃହିତ ଦାନ ଗ୍ରହଣ…
କନଷ୍ଟେବଳଙ୍କ ବଦାନ୍ୟତା
ମୁମ୍ବାଇ,୨।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖା ବଢି ଚାଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ବି ସହାୟତାର ସୁଅ ଛୁଟିଛି। ଏହି କ୍ରମରେ ମହାରାଷ୍ଟ୍ରର ହେଡ କନଷ୍ଟେବଳ ବାପୁ ସାହେବ ଡାଙ୍ଗରେ ୧୦ ହଜାର ଟଙ୍କା ଦାନ…
ରାମ ନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨।୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ରାଷ୍ଟ୍ରପତି ରାମଙ୍କ ସଦ୍ଗୁଣ ଓ ବନ୍ଧୁତ୍ୱର କଥା କହିଥିବା ବେଳେ ଦେଶବାସୀଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି। ସେହିପରି…
ମାତ୍ର ୩ ସେକେଣ୍ଡ୍ରେ ଲୋକଙ୍କୁ ସାନିଟାଇଜ୍ କରୁଛି ସୁଡ଼ଙ୍ଗ
ଚେନ୍ନାଇ,୨।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ସୃଷ୍ଟି ହୋଇଛି। ଏଥିରୁ ଦୂରେଇ ରହିବା ପାଇଁ ସାନିଟାଇଜରର ବ୍ୟବହାର ଏବଂ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ସମଗ୍ର ଶରୀର ସାନିଟାଇଜ୍ କରିବା ପାଇଁ ତାମିଲନାଡୁର ତିରୁପୁର ଜିଲାରେ ଏକ…
ନିଃଶ୍ୱାସରେ ୮ ମିଟର ଯାଇପାରେ ଭୂତାଣୁ
ନୂଆଦିଲ୍ଲୀ,୨ା୪: କରୋନା ସଂକ୍ରମଣ ରୋକିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏବଂ ଆମେରିକା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶନ (ସିଡିସି) ପକ୍ଷରୁ ଯେତିକି ସାମାଜିକ ଦୂରତ୍ୱ ରଖିବା ଲାଗି ପରାମର୍ଶ ଦିଆଯାଇଛି, ତାହା ଯଥେଷ୍ଟ ହୋଇ ନ…
ବ୍ୟାପିଗଲା ମୃତ୍ୟୁର ଭୂତାଣୁ
ନୂଆଦିଲ୍ଲୀ,୨ା୪(ପି.ଟି.): ମହାମାରୀ କରୋନା ଭୂତାଣୁ ଭାରତ ସମେତ ସାରା ବିଶ୍ୱରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସବୁ ରାଷ୍ଟ୍ର ନିଜ ନିଜ ସ୍ତରରେ ଉଦ୍ୟମ ଚଳାଇଛନ୍ତି। ଏଭଳି ସମୟରେ ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍ (ସେଣ୍ଟର)ରେ ଆୟୋଜିତ ତବ୍ଲିଘି…
ପିଏମ୍ କେୟାର୍ସ ଫଣ୍ଡକୁ ୫୧ଲକ୍ଷ ଟଙ୍କା ଦାନ କଲେ ପୂର୍ବତନ ବିଚାରପତି
ନୂଆଦିଲ୍ଲୀ,୧।୪: କରୋନା ଭାଇରସ୍ ବିରୋଧରେ ଜାରି ରହିଥିବା ଲଢ଼େଇରେ ସାରା ଦେଶରୁ ସହାୟତାର ହାତ ବଢ଼ିଛି। ଇତିମଧ୍ୟରେ ସୁପ୍ରମିକୋର୍ଟର ପୂର୍ବତନ ବିଚାରପତି ଦୀପକ ବର୍ମା ବୁଧବାର ପିଏମ୍ କେୟାର୍ସ ଫଣ୍ଡକୁ ୫୧ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛି। କରୋନା ଭାଇରସ୍ ଯୋଗୁ…
୬୦କି.ମି. ସାଇକେଲ ଚଳାଇ ଡ୍ୟୁଟିରେ ପହଞ୍ଚିଲେ ପୋଲିସ ଅଧିକାରୀ
କୋଲକାତା, ୧।୪: ସାରା ବିଶ୍ୱ ମହାମାରୀ କରୋନା ଭାଇରସ୍ ବିରୋଧରେ ଲଢ଼େଇ ଜାରି ରଖିଛି। ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନା ବ୍ୟାପିବାକୁ ରୋକିବା ପାଇଁ ସାରା ଦେଶରେ…
Archives


