ଜାତୀୟ

ନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ

ନୂଆଦିଲ୍ଲୀ/ଜୟପୁର,୧୯ା୭(ପି.ଟି.): ରାଜସ୍ଥାନର କଂଗ୍ରେସ ସରକାର ଯଦି ଅସାମ୍ବିଧାନିକ ଉପାୟରେ ରାଜନେତାମାନଙ୍କୁ ଫୋନ୍‌ ଟ୍ୟାପିଂ କରୁଥାଏ, ତେବେ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ଭାଜପା ପକ୍ଷରୁ ଦାବି ହୋଇଛି। ରାଜ୍ୟରେ ଅଶୋକ ଗେହଲଟ ସରକାର ଭାଙ୍ଗିବା ପାଇଁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ…

ଆସାମ ବନ୍ୟାର କରୁଣ ଦୃଶ୍ୟ: ଭାଇରାଲ ହେଉଛି ଅସହାୟ ଗଣ୍ଡାର ଫଟୋ

ଗୁଆହାଟୀ,୧୮।୭: ଆସାମରେ ଆସିଥିବା ବନ୍ୟା ଏବେ ସାଧାରଣ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଅଧିକାଂଶ ଲୋକେ ବାସଶୂନ୍ୟ ହୋଇଯିବା ସହ ଏଠାରେ ଥିବା କାଜିରଙ୍ଗା ଜାତୀୟ ଉଦ୍ୟାନର ବନ୍ୟପ୍ରାଣୀମାନେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି। ଉଦ୍ୟାନରେ ବନ୍ୟାପାଣି ପଶିଯିବା…

ଆମେରିକା ଟାଙ୍କିରେ ତେଲ ଭରିବ ଭାରତ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮ା୭: ଚାଇନା-ଭାରତ ସୀମାରେ ଉତ୍ତେଜନା ଲାଗି ରହିଥିବା ସମୟରେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତିଟି ହେଲା ଭାରତ ଆମେରିକାର ଟାଙ୍କିରେ ତେଲ ଭରିବ। କାରଣ ଅଶୋଧିତ ତେଲ ମୂଲ୍ୟ ଏବଂ ଯୋଗାଣ ସମସ୍ୟାକୁ ଏଡ଼ାଇବା ପାଇଁ ଭାରତ…

ଆସାମ ବନ୍ୟା: ୯୬ ବନ୍ୟପ୍ରାଣୀ ମୃତ

ଗୁଆହାଟୀ,୧୮।୭: ଆସାମର ବନ୍ୟା ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏବେ ସେଠାରେ ପାଖାପାଖି ୯୬ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ କାଜିରଙ୍ଗା ଜାତୀୟ ଉଦ୍ୟାନ ଓ…

ଗେହଲଟଙ୍କୁ ଟାର୍ଗେଟ କଲେ ମାୟାବତୀ

ଲକ୍ଷ୍ନୌ,୧୮।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା କନ୍ଦଳକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ ଟିପ୍ପଣି ଦେଇଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି। ଏମିତିକି ରାଜସ୍ଥାନରେ ରାଷ୍ଟ୍ରପତି ଶାାସନ ଜାରି କରିବାକୁ…

ବିକାଶ ଦୁବେଙ୍କୁ ପୁଣି କରାଗଲା ଏନ୍‌କାଉଣ୍ଟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲକ୍ଷ୍ନୌ, ୧୮।୭: ଉତ୍ତରପ୍ରଦେଶର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଜୁଲାଇ ୧୦ରେ ଏନ୍‌କାଉଣ୍ଟର କରାଯାଇଥିଲା। ଏବେ ଏହାର କ୍ରାଇମ୍‌ ସିନ୍‌ର ଭିଡ଼ିଓ ପୁଣିଥରେ ରିକ୍ରିଏଟ୍‌ କରାଯାଇଛି। ପୋଲିସଙ୍କ ମଧ୍ୟରୁ ଜଣେ ବିକାଶ ଦୁବେଙ୍କ ଭଳି ଅଭିନୟ କରିଛନ୍ତି। ପୋଲିସ ଗାଡ଼ି ଓଲଟିଲା ପରେ…

ବୀର ଯବାନଙ୍କ ଉପରେ ଦେଶ ଗର୍ବ କରେ: ପ୍ରତିରକ୍ଷା ମନ୍ତ୍ରୀ

କୁପଓ୍ବାଡା,୧୮।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଲଦ୍ଦାଖ ଓ ଜମ୍ମୁ-କଶ୍ମୀର ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଶନିବାର ସେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାଓ୍ବତ, ସେନାମୁଖ୍ୟ ମନୋଜ ମୁକୁନ୍ଦ ନରାଓ୍ବଣେ ଓ ଅନ୍ୟ ଅଧିକାରୀଙ୍କ ସହ ମିଶି ପ୍ରଥମେ…

କଂଗ୍ରେସ ବିଧାୟକ ହୋଟେଲରେ ଦେଖୁଛନ୍ତି ସଲିମ୍‌ର ବିଦ୍ରୋହ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଜୟପୁର, ୧୮।୭: ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଗତ ୫ ଦିନ ଧରି ଦିଲ୍ଲୀ ରୋଡ ସ୍ଥିତ ଆଲିଶାନ୍‌ ରିସୋର୍ଟରେ ରହିଥିବା ୧୦୦ରୁ ଅଧିକ କଂଗ୍ରେସ ବିଧାୟକଙ୍କକୁ ବଡ଼ ପରଦାରେ ହିନ୍ଦୀ ଫିଲ୍ମ ‘ମୋଗଲ-ଇ-ଆଜମ୍‌’ ଦେଖାଯାଉଛି। ଏଥିରେ ମୋଗଲ…

ମଧ୍ୟପ୍ରଦେଶ କଂଗ୍ରେସକୁ ଆଉ ଏକ ଝଟ୍‌କା: ଭାଜପାରେ ଯୋଗଦେଲେ ସୁମିତ୍ରା

ଭୋପାଳ,୧୮।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା କଳି ମଧ୍ୟରେ କଂଗ୍ରେସକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ମଧ୍ୟପ୍ରଦେଶରେ କଂଗ୍ରେସର ଆଉ ଜଣେ ବିଧାୟକ ସୁମିତ୍ରା ଦେବୀ କାସ୍‌ଡେକର ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ ହୋଇଥିବା ଜଣାପଡ଼ିଛି। ଏନେଇ…

ରାଜସ୍ଥାନ ରାଜନୀତିକୁ ନେଇ ମୁହଁ ଖୋଲିଲା ଭାଜପା

ନୂଆଦିଲ୍ଲୀ,୧୮।୭: ରାଜସ୍ଥାନ ରାଜନୀତିରେ ଏବେ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ପାର୍ଟି(ଭାଜପା)। ଶନିବାର ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି। ସେ କହିଛନ୍ତି କଂଗ୍ରେସର ଲଢେଇ ଏବେ ରାସ୍ତା ଉପରକୁ ଚାଲି ଆସିଛି। ଏବେ…

୨୪ ଘଣ୍ଟାରେ ୭ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୧୮।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୭ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଦକ୍ଷିଣ କଶ୍ମୀରର ଶୋପିଆନ୍‌ ଜିଲାର…

ସୁଶାନ୍ତ ଆତ୍ମହତ୍ୟା ମାମଲା: ଓ୍ବାଇଆର୍‌ଏଫ୍‌ ମୁଖ୍ୟଙ୍କୁ ଜେରା

ମୁମ୍ବାଇ,୧୮।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ତତ୍ପରତା ନଜର ଆସିଛି। ବହୁ କମ୍‌ ସମୟ ମଧ୍ୟରେ କେତେକ ବଡ଼ ସେଲିବ୍ରିଟିଙ୍କୁ ପଚରାଉଚରା କରି ଏହି ମାମଲାର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବାକୁ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri