ଜାତୀୟ

ହାତୀକୁ ବାଟ ଛାଡ଼

ନୂଆଦିଲ୍ଲୀ,୧୫ା୧୦: ହାତୀ ଏକ ଜେଣ୍ଟଲମ୍ୟାନ। ମଣିଷ ହାତୀକୁ ବାଟ ଛାଡ଼ିଦେବା ଉଚିତ। ହାତୀ ଏକ ବିଶାଳକାୟ ଜୀବ ହେଲେ ମଧ୍ୟ ଭଙ୍ଗୁର। ଆମେ ଏକ ଭଙ୍ଗୁରପ୍ରବଣ ଜୈବ ବ୍ୟବସ୍ଥାକୁ ନେଇ ଚଳୁଛେ। ତାମିଲନାଡୁର ନିଲ୍‌ଗିରିସ୍‌ ଏଲିଫେଣ୍ଟ କରିଡର ପ୍ରସଙ୍ଗରେ ବୁଧବାର ମାଡ୍ରାସ୍‌…

ଭାରତକୁ ଟପିବ ବାଂଲାଦେଶ

ନୂଆଦିଲ୍ଲୀ,୧୫।୧୦: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି) କ୍ଷେତ୍ରରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗିଛି। ଫଳରେ ଏହା ଜିଡିପି ଉପରେ ପ୍ରଭାବ ପକାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ…

ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୧୫ ।୧୦: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂ ଯାଦବ କରୋନାରେ ପୀଡ଼ିତ ହୋଇଛନ୍ତି । ବୁଧବାର ସେ ଅସୁସ୍ଥ ଅନୁଭବ କରିବାରୁ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୁଲାୟମଙ୍କ ପୁଅ ଅଖିଳେଶ…

ହାଇଦ୍ରାବାଦ ପରେ ମୁମ୍ବାଇରେ ପ୍ରବଳ ବର୍ଷା: ରେଡ ଆଲର୍ଟ ଜାରି

ମୁମ୍ବାଇ,୧୫ ।୧୦:ହାଇଦ୍ରାବଦରେ ବୁଧବାର ହୋଇଥିବା ବର୍ଷାରେ ରାସ୍ତା ଉପରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ବର୍ଷାରେ ମୁମ୍ବାଇ ହୋଇଛି ବେହାଲ । ବୁଧବାର ମଧ୍ୟରାତ୍ରିରୁ ମୁମ୍ବାଇରେ ମୂଷଳ ଧାରାରେ ବର୍ଷା ଲାଗି ରହିଥିବା ବେଳେ ଅଧିକାଂଶ ଅଞ୍ଚଳ…

ବୃଦ୍ଧଙ୍କୁ ଫ୍ରିଜ୍‌ରେ ରଖି ପରିବାର ଲୋକେ ମୃତ୍ୟୁକୁ କରିଥିଲେ ଅପେକ୍ଷା: ଆଉ ତାପରେ…

ଚେନ୍ନାଇ, ୧୫।୧୦: ତାମିଲନାଡ଼ୁର ସାଲେମ ଜିଲାରୁ ୭୪ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଜୀବିତ ଅବସ୍ଥାରେ ଫ୍ରିଜ୍‌ ମଧ୍ୟରୁ ଉଦ୍ଧାର କରାଯାଇଛି। ସେ ହେଲେ ବାଲ ସୁବ୍ରମଣ୍ୟମ କୁମାର। ସୂଚନାଯୋଗ୍ୟ, ନିକଟରେ ସୁବ୍ରମଣ୍ୟମ ହସ୍ପିଟାଲରୁ ଘରକୁ ଫେରିଥିଲେ। ଏହାପରେ ତାଙ୍କ ଭାଇ ଏକ…

ଚାଲାଣ କାଟିଲାବେଳେ ‘ସାର୍‌, ମ୍ୟାଡାମ୍‌’ ସମ୍ବୋଧନ କରିବେ ଟ୍ରାଫିକ କର୍ମଚାରୀ

ମୁମ୍ବାଇ, ୧୪।୧୦: କେବେ ଅଟକି ଯାଉ ନ ଥିବା କିମ୍ବା କେତେବେଳେ ମଧ୍ୟ ଥକି ପଡ଼ୁ ନ ଥିବା ମୁମ୍ବାଇ ରାସ୍ତାକୁ ଓହ୍ଲାଇ ଟ୍ରାଫିକର ଦାୟିତ୍ୱ ଭାର ସମ୍ଭାଳୁଥିବା ମୁମ୍ବାଇ ଟ୍ରାଫିକ ବିଭାଗର କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି…

କେନାଲରେ ବୁଡ଼ିଲା ହାଇସ୍ପିଡ୍‌ କାର; ଗୋଟିଏ ପରିବାରର ୫ ମୃତ

ପ୍ରୟାଗରାଜ, ୧୪।୧୦: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ବେଗରେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇ ଗୋଟିଏ କେନାଲ ମଧ୍ୟକୁ ଖସି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ…

ଜେନେରେଟର ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୪।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ଦ୍ରୁତବେଗରେ ବଢ଼ି ଚାଲିଥିବା ବାୟୁ ପ୍ରଦୂଷଣକୁ ରୋକିବା ଲାଗି ବୁଧବାର ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅତ୍ୟାବଶକୀୟ ତଥା ଜରୁରୀକାଳୀନ ସେବା ବ୍ୟତୀତ ଡିଜେଲ୍‌, ପେଟ୍ରୋଲ ଓ…

ଅକ୍ଟୋବର ୧୭ରୁ ଖୋଲିବ ଷ୍ଟାଚ୍ୟୁ ଅଫ୍‌ ୟୁନିଟି

ଅହମଦାବାଦ,୧୪।୧୦-ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଅକ୍ଟୋବର ୧୭ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ମହାମାରୀ କରୋନା ସକାଶେ ଗୁଜୁରାଟ ସରକାର ଏହାକୁ ମାର୍ଚ୍ଚ ମାସରୁ ବନ୍ଦ ରଖିଥିଲେ। ତେବେ କରୋନା ଗାଇଡଲାଇନ ଅନୁସାରେ ଏହାର ପରିଚାଳନା ହେବ। ପର୍ଯ୍ୟଟକମାନେ…

ସରକାରୀ ନିଯୁକ୍ତିରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ

ଚଣ୍ଡିଗଡ଼, ୧୪।୧୦: ମହିଳା ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପଞ୍ଜାବର କଗ୍ରେସ ସରକାର। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସରକାରୀ ଚାକିରିରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟ କ୍ୟାବିନେଟ୍‌ ପଞ୍ଜାବ…

ବର୍ଷା ଜଳରେ ଭାସିଗଲେ ଯୁବକ: ଭିଡିଓ ଭାଇରାଲ

ହାଇଦ୍ରାବାଦ,୧୪।୧୦-ହାଇଦ୍ରାବାଦରେ ତାଣ୍ଡବ ରହିଛି ଲଗାଣ ବର୍ଷା। ଫଳରେ ସହରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିସ୍ଥିତିରେ ହାଇଦ୍ରାବାଦରୁ ଆସିଛି ଏକ ହୃଦୟ ବିଦାରକ ଭିଡିଓ। ଜଣେ ବ୍ୟକ୍ତି କିପରି ବର୍ଷା ପାଣିରେ ରାସ୍ତାରେ ଭାସି ଯାଉଛନ୍ତି,…

ବିଶିଷ୍ଟ କୁଚିପୁଡି ନୃତ୍ୟଶିଳ୍ପୀ ଶୋଭା ନାଇଡୁଙ୍କ ପରଲୋକ

ନୂଆଦିଲ୍ଲୀ,୧୪।୧୦-ବିଶିଷ୍ଟ କୁଚିପୁଡି ନୃତ୍ୟଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶୋଭା ନାଇଡୁ(୬୪)ଙ୍କ ବୁଧବାର ପରଲୋକ ହୋଇଯାଇଛି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛିମାସ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?