ଜାତୀୟ

ନୀତୀଶଙ୍କ ହେଲିକପ୍ଟର ପଙ୍ଖା ପବନରେ ଉଡ଼ିଗଲା ସଭାମଞ୍ଚ, ଅଳ୍ପକେ ବର୍ତ୍ତିଲେ ଲୋକେ

ପାଟନା,୧୫ା୧୦: ମୁଙ୍ଗର ଜିଲାରେ ଜେଡିୟୁ ପ୍ରାର୍ଥୀଙ୍କ ସମର୍ଥନରେ ସାଧାରଣ ସଭାକୁ ଆସିଥିବା ସିଏମ୍‌ ନୀତୀଶ କୁମାରଙ୍କ ହେଲିକପ୍ଟର ଅବତରଣ ସମୟରେ ହଠାତ୍‌ ଏକ ଅଘଟଣ ଘଟିଛି। ହେଲିକପ୍ଟର ଅବତରଣ ସମୟରେ ଖୁବ୍‌ ଜୋର୍‌ରେ ପବନ ହୋଇଥିଲା। ଫଳରେ ସେଠାରେ ନିର୍ମିତ ସଭାମଞ୍ଚକୁ…

କାରଗିଲ ସହ ଯୋଡି ହେବ କଶ୍ମୀର: ଜୋଜିଲା ଟନେଲର ଉଦ୍‌ଘାଟନ କଲେ ଗଡକରୀ

ନୂଆଦିଲ୍ଲୀ,୧୫ ।୧୦: ଲଦ୍ଦାଖର କାରଗିଲ ଅଞ୍ଚଳକୁ କଶ୍ମୀର ଘାଟିସହ ଯୋଡୁଥିବା ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରାଯାଇଛି । ଏଥିପାଇଁ ହୋଇଥିବା ବିସ୍ଫୋଣର ପ୍ର୍ରଥମ ବଟନ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ କରିଛନ୍ତି । ଏହି ଟନେଲର…

ଟିଆର୍‌ପି ଦୁର୍ନୀତି: ୧୨ ସପ୍ତାହ ପାଇଁ ରେଟିଙ୍ଗ୍ସ୍‌ ଜାରି ବନ୍ଦ କଲା ବାର୍କ

ନୂଆଦିଲ୍ଲୀ, ୧୫।୧୦: ଟିଆର୍‌ପି ଦୁର୍ନୀତି ନେଇ ଦେଶରେ ଛକାପଞ୍ଝା ଜାରି ରହିଛି। ଏପରିସ୍ଥଳେ ବ୍ରୋଡ୍‌କାଷ୍ଟ୍‌ ଅଡିଆନ୍ସ୍‌ ରିସର୍ଚ୍ଚ କାଉନସିଲ୍‌(ବାର୍କ) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୨ ସପ୍ତାହ ପାଇଁ ସାପ୍ତାହିକ ରେଟିଙ୍ଗ୍ସ୍‌କୁ ବନ୍ଦ କରିବା ଲାଗି ବାର୍କ ପକ୍ଷରୁ ସୂଚନା…

ଭାରତୀୟ ସେନାରେ ମୁସ୍ଲିମ୍‌ ରେଜିମେଣ୍ଟ୍‌ ନେଇ ମିଥ୍ୟା ଖବର: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୧୨୦ ଅବସରପ୍ରାପ୍ତ ଯବାନ

ନୂଆଦିଲ୍ଲୀ, ୧୫।୧୦: ଭାରତୀୟ ସେନାରେ ମୁସ୍ଲିମ୍‌ ରେଜିମେଣ୍ଟ୍‌ ଥିବା ନେଇ ମିଥ୍ୟା ଖବର ସୋସିଆଲ୍‌ ମିଡ଼ିଆରେ ୨୦୧୩ ମେ’ଠାରୁ ପ୍ରଚାରିତ ହେବାରେ ଲାଗିଛି। ଏହାର ବିରୋଧ କରି ୧୨୦ ଅବସରପ୍ରାପ୍ତ ଯବାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଚିଠି ଲେଖିଛନ୍ତି। ଏନେଇ…

ଲଦାଖରେ ୧୬ ହଜାର ଫୁଟ ଉଚ୍ଚରେ ପ୍ରବଳ ଥଣ୍ଡାରେ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟୁଛି !

ଲେହ, ୧୫।୧୦: ପୂର୍ବ ଲଦାଖରେ ସମୁଦ୍ର ପତ୍ତନଠାରୁ ୧୬ ହଜାର ଫୁଟ ଉଚ୍ଚରେ ୫ ହଜାର ଚାଇନା ସୈନ୍ୟ ମୁତୟନ ହୋଇଛନ୍ତି। ତେବେ ପ୍ରବଳ ଥଣ୍ଡାଯୋଗୁ ଏଠାରେ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ପୋଙ୍ଗାଙ୍ଗ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଚାଇନା…

ମୋଦିଙ୍କ ସମ୍ପତ୍ତି ବଢ଼ିଛି, ଶାହାଙ୍କର କମିଛି

ନୂଆଦିଲ୍ଲୀ, ୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ନିଜ ନିଜର ସମ୍ପତ୍ତିର ସୂଚନାକୁ ସାର୍ବଜନୀକ କରିଛନ୍ତି। ଏହି ସୂଚନା www.pmindia.gov.inରେ ଉପଲବ୍ଧ ହେଉଛି। ଏଥିରେ ସମସ୍ତ ମନ୍ତ୍ରୀ ସେମାନଙ୍କୁ ସମ୍ପତ୍ତିି ସୂଚନା ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଦାନ…

କୁପଓ୍ବାରାରେ ବାଟ୍‌ ଆକ୍ରମଣ ଉଦ୍ୟମ ପଣ୍ଡ: ଜୀବନ ବିକଳରେ ଦୌଡ଼ିଲେ ପାକିସ୍ତାନୀ କମାଣ୍ଡର-ଆତଙ୍କବାଦୀ

ଶ୍ରୀନଗର, ୧୫।୧୦: ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ସୈନ୍ୟ ବାହିନୀର ବର୍ଡର ଆକ୍ସନ୍‌ ଟିମ୍‌(ବାଟ୍‌)ର ଏକ ଆକ୍ରମଣ ଉଦ୍ୟମକୁ ପଣ୍ଡ କରି ଦିଆଯାଇଛି। କୁପଓ୍ବାରା ଜିଲାର ତଙ୍ଗଧାର ସେକ୍ଟରରେ ପାକିସ୍ତାନୀ କମାଣ୍ଡରଙ୍କ ସହିତ ଆତଙ୍କବାଦୀମାନେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟ୍‌ ଆଡ଼କୁ…

ପୃଥ୍ବୀ, ଅଗ୍ନି, ବ୍ରହ୍ମୋସ୍‌ ହେଉଛନ୍ତି କଲାମ୍‌ଙ୍କର ୩ ପୁଅ…

ନୂଆଦିଲ୍ଲୀ,୧୫।୧୦: ଭାରତର ୧୧ ତମ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍‌ କଲାମ୍‌ଙ୍କର ଜନ୍ମ ବାର୍ଷିକୀ ଗୁରୁବାର ପାଳିତ ହେଉଛି। ସେ ଚିରକୁମାର ଥିଲେ। କଲାମ ଅବିବାହିତ ହୋଇ ମଧ୍ୟ ତାଙ୍କର ୩ ଜଣ ପୁଅ ଥିଲେ। ଏକ ସାକ୍ଷାତ୍‌କାରରେ କଲାମ୍‌ ଜଣେ ଗଣମାଧ୍ୟମ…

ପୂର୍ବତନ ରାଷ୍ଟ୍ରପତି କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଦେଶ

ନୂଆଦିଲ୍ଲୀ,୧୫।୧୦: ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କଲାମଙ୍କ ଜନ୍ମ ବାର୍ଷିକୀ ଗୁରୁବାର ପାଳିତ ହେଉଛି। ଏହି ଅବସରରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି କଳାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି କଲାମ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଦେଶ ତାଙ୍କର…

ବିହାରରେ ଏକ୍‌ଜିଟ୍‌ ପୋଲ ଉପରେ କଟକଣା

ନୂଆଦିଲ୍ଲୀ, ୧୫ା୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଏକ୍‌ଜିଟ୍‌ ପୋଲ୍‌ ଉପରେ କଟକଣା ଲଗାଯାଇଛି। ଅକ୍ଟୋବର ୨୮ ସକାଳ ୭ଟାରୁ ନଭେମ୍ବର ୭ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏକ୍‌ଜିଟ୍‌ ପୋଲ୍‌ ପରିଚାଳନା ଓ…

ମନ୍ତ୍ରୀ ନ ଆସିବାରୁ କୃଷକଙ୍କ ବୈଠକ ବର୍ଜନ

ନୂଆଦିଲ୍ଲୀ, ୧୫ା୧୦: ନୂଆ କୃଷି ଆଇନକୁ ବିରୋଧ କରି ପଞ୍ଜାବରେ କୃଷକଙ୍କ ବିରୋଧ ଜାରି ରହିଛି। ଏହାର ସମାଧାନ ଲାଗି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବୁଧବାର ଏକ ବୈଠକର ଆୟୋଜନ କରିଥିଲେ। କୃଷି ଆଇନକୁ ନେଇ ରହିଥିବା ଦ୍ୱନ୍ଦ୍ୱ…

ଷ୍ଟାର୍ସ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୫ା୧୦: ବିଶ୍ୱବ୍ୟାଙ୍କ ସହାୟତାରେ ଓଡ଼ିଶା ସମେତ ୬ ରାଜ୍ୟର ସ୍କୁଲ ଶିକ୍ଷାକୁ ଉନ୍ନତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବୁଧବାର ଏକ ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଷ୍ଟ୍ରେଂଦେନିଂ ଟିଚିଂ-ଲର୍ନିଂ ଆଣ୍ଡ ରିଜଲ୍ଟସ୍‌ ଫର୍‌ ଷ୍ଟେଟ୍ସ (ଷ୍ଟାର୍ସ) ପ୍ରକଳ୍ପରେ ୫,୭୧୮ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?