କ୍ଷେପଣାସ୍ତ୍ରର ବେଗ ବଢ଼ିିବ: ଡିଆର୍ଡିଓ ପକ୍ଷରୁ ସଫଳ ପରୀକ୍ଷଣ
ନୂଆଦିଲ୍ଲୀ, ୭।୯: ଆଗାମୀ ଦିନରେ ଭାରତ ପାଖରେ ଦ୍ରୁତବେଗରେ ଗତି କରିପାରୁଥିବା କ୍ଷେପଣାସ୍ତ୍ର ରହିବ। ଡିଆର୍ଡିଓ ପକ୍ଷରୁ ସଫଳତାର ସହିତ ଏହାର ପରୀକ୍ଷଣ ସୋମବାର କରାଯାଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍ କରି ସୂଚନା ଦେଇଛନ୍ତି। ଓଡ଼ିଶାର ବାଲେଶ୍ୱରସ୍ଥିତ…
ନିର୍ବାଚନକୁ ନେଇ ଚଳଚଞ୍ଚଳ ବିହାର: ଆରମ୍ଭ ହେଲା ନୀତୀଶଙ୍କ ପ୍ରଥମ ଭର୍ଚୁଆଲ ରାଲି
ପାଟନା,୭।୯: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଏକ ଭର୍ଚୁଆଲ ରାଲି ମାଧ୍ୟମରେ ନିର୍ବାଚନ ବିଗୁଲୁ ଫୁଙ୍କି ଦେଇଛନ୍ତି। ଏଥିରେ ସେ କହିଛନ୍ତି କରୋନା ସଂକ୍ରମଣକୁ ଦେଖି ଆମେ କେନ୍ଦ୍ର…
ରାଜଧାନୀରୁ ବାବର ଖାଲ୍ସା ଆତଙ୍କବାଦୀ ଗିରଫ: ଟାର୍ଗେଟରେ ଥିଲେ ରାଜନେତା
ନୂଆଦିଲ୍ଲୀ, ୭।୯: ଆତଙ୍କବାଦୀ ସଂଗଠନ ବାବର ଖାଲ୍ସାର ୨ ସଦସ୍ୟଙ୍କୁ ରାଜଧାନୀ ଦିଲ୍ଲୀରୁ ସୋମବାର ଗିରଫ କରାଯାଇଛି। ଦୁଇ ଆତଙ୍କବାଦୀ ଦିଲାଓ୍ବର ସିଂ ଏବଂ କିଲଓ୍ବନ୍ତ ସିଂଙ୍କ ଟାର୍ଗେଟରେ ପଞ୍ଜାବ ଏବଂ ଦିଲ୍ଲୀର ବହୁ ରାଜନେତା ଥିଲେ ବୋଲି ପୋଲିସ ପକ୍ଷରୁ…
ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ପୋଲ ତଳୁ ମିଳିଲା ଆଇଇଡ଼ି
ଶ୍ରୀନଗର, ୭।୯: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ସ୍ଥାନୀୟ ଅରାମପୋରା ଅଞ୍ଚଳରେ ଥିବା ସୋପୋର-କୁପଓ୍ବାରା ପୋଲ ତଳେ ଆତଙ୍କବାଦୀମାନେ ଆଇଇଡ଼ି ପ୍ଲାଣ୍ଟ୍ କରିଥିଲେ। ସୂଚନା ପାଇ ସୁରକ୍ଷାକର୍ମୀ ଏହାକୁ ନିଷ୍କ୍ରିୟ କରି ଦେଇଛନ୍ତି।…
ଚାକିରିରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ସଫ୍ଟଓ୍ବେୟର ଇଞ୍ଜିନିୟରଙ୍କ ସହ ଘଟିଲା ଏମିତି କିଛି
ମିିରୁଟ,୭।୯: ଉତ୍ତର ପ୍ରଦେଶର ମିରୁଟର ସୋହରାବ ଗେଟ ଡିପୋ ସାମ୍ନାରେ ଏକ ଅଭାବନୀୟ ଘଟଣା ଘଟିଛି। ଚାକିରିରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ସଫ୍ଟଓ୍ବେୟର ଇଞ୍ଜିନିୟରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଯୁବକ ସୋମବାର ଫରିଦାବାଦର ଏକ କମ୍ପାନୀରେ ଯୋଗଦେବାର…
କଙ୍ଗନାଙ୍କୁ ମିଳିବ ସ୍ବତନ୍ତ୍ର ସୁରକ୍ଷା
ମୁମ୍ବାଇ,୭।୯: ବଲିଉଡ୍ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପ୍ରାୟ ୨ ଦିନ ପୂର୍ବରୁ ଶିବସେନା ଏମ୍ପି ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ଧମକ ଦେଇଥିଲେ। ଏହାସହ ଶିବସେନାର ମହିଳା କର୍ମୀମାନେ…
ସୁସ୍ଥ ହେବାର ମାସେ ପରେ ପୁଣି କରୋନା ସଂକ୍ରମଣ
ବେଙ୍ଗାଲୁରୁ, ୭।୯: ସୁସ୍ଥ ହେଉଥିବା କରୋନା ଆକ୍ରାନ୍ତଙ୍କୁ ପୁଣି ଥରେ ସଂକ୍ରମଣର ଭୟ ରହିଛି। ଏହାର ସଦ୍ୟତମ ଘଟଣା ବେଙ୍ଗାଲୁରୁରେ ଘଟିଛି। ସ୍ଥାନୀୟ ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କଠାରେ…
ଟିଏମ୍ସି କାର୍ଯ୍ୟକର୍ତ୍ତାଙ୍କୁ ଉଲଗ୍ନ କରି ଜୋତାରେ ପିଟିବାକୁ ଧମକ ଦେଲେ ଭାଜପା ନେତା
କୋଲକତା,୭।୯: ପଶ୍ଚିମବଙ୍ଗରେ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମ୍ସି) ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାକୁ ଜୋତାରେ ପିଟିବାକୁ ସେ ଧମକ…
କଂଗ୍ରେସ ଗଠନ କଲା ୭ କମିଟି: ଜିତିନ ପ୍ରସାଦ-ରାଜ ବବରଙ୍କୁ ଅଣଦେଖା
ନୂଆଦିଲ୍ଲୀ, ୭।୯: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ଦଳକୁ ସାଂଗଠନିକସ୍ତରରେ ସୁଦୃଢ଼ କରିବା ଲାଗି ୭ଟି କମିଟି ଗଠନ କରିଛନ୍ତି। କମିଟିରେ ଦଳର ଯୁବ ଏବଂ ବରିଷ୍ଠ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି।…
ପବଜୀ ବ୍ୟାନ୍ ହେବାରୁ, ଯୁବକ ନେଲେ ଏମିତି ପଦକ୍ଷେପ
କୋଲକାତା,୭।୯: ପଶ୍ଚିମବଙ୍ଗର ନଦିଆ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପବଜୀ ବ୍ୟାନ୍ ପରେ ଭାଙ୍ଗିପଡିଥିବା ଜଣେ ୨୧ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ମାମଲା ଚକଦାହ ପୋଲିସ ଷ୍ଟେଶନ ଅଞ୍ଚଳର ପୁରବା ଲାଲପୁରର ବୋଲି ଜଣାପଡିଛି।…
କରୋନା ତାଣ୍ଡବ ଜାରି: ୪୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ ୨ ଦିନ ଧରି ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଉପରେ ରହୁଛି। ସେହିପରି ମୃତକଙ୍କ ସଂଖ୍ୟା ହଜାରେ…
ପୁଅ ଅପେକ୍ଷାରେ ଥିଲେ ପରିବାର ଲୋକେ, ପୋଲିସ କଲା ଏମିତି କାମ
ନୂଆଦିଲ୍ଲୀ,୭।୯: ରାଜଧାନୀ ଦିଲ୍ଲୀ ନିକଟରେ ଥିବା ନୋଏଡାଠାରେ ପୋଲିସର ଚରମ ଅବହେଳା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷ ବୟସ୍କ ଯୁବକ ନିଖୋଜ ହୋଇଯାଇଥିଲେ, ପୋଲିସ ଏକ ସନ୍ଦିଗ୍ଧ ମୃତଦେହ ପାଇ ତଦନ୍ତ ନ କରି ଶବଦାହ କରିଦେଇଛି। ନୋଏଡା ପୋଲିସ…
Archives


