ବିକାଶ ଦୁବେଙ୍କ ଏନ୍କାଉଣ୍ଟର ପରେ ଖୁସି ମନାଇଲେ ଏହି ଗ୍ରାମବାସୀ
କାନପୁର,୧୧।୭: ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ଏନ୍କାଉଣ୍ଟର ପରେ କାନପୁର ବିକରୁ ଓ ଆଖପାଖ ଗଁାରେ ଏକ ନୂଆ ସକାଳ ଆରମ୍ଭ ହୋଇଛି। ବିକରୁ ଗାଁରେ ଲୋକମାନେ ଭୟଭୀତ ଅବସ୍ଥାରେ ଏବେ ବି ଘରେ ରହୁଥିବା ବେଳେ ଏଠାରୁ...
୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗ ଉଣ୍ଡି ବସିଛନ୍ତି
ଶ୍ରୀନଗର, ୧୧।୭: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ୨୫୦ରୁ ୩୦୦ ଆତଙ୍କବାଦୀ ସୁଯୋଗକୁ ଅପେକ୍ଷା କରିଛନ୍ତି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକ ନିକଟରେ ଥିବା ଲଞ୍ଚପ୍ୟାଡ୍ରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ଲାଗି ପ୍ରସ୍ତୁତ ରହିଛନ୍ତି ବୋଲି ମେଜର ଜେନେରାଲ ବିରେନ୍ଦ୍ର...
କରୋନା ରୋଗୀଙ୍କୁ କୁକୁର ସହ ତାଲା ପକାଇଲେ କର୍ମଚାରୀ
ଗାନ୍ଧିନଗର,୧୧।୭: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କେତେକ ରାଜ୍ୟରେ କରୋନା ସଙ୍କଟର ଭୟଙ୍କର ପରିସ୍ଥିତି ଉପୁଜିଛି। ପ୍ରତିଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସମୟରେ କରୋନା ରୋଗୀଙ୍କ ସହ ଦୁର୍ବବ୍ୟହାର ଓ...
ଭୋଟରଙ୍କୁ ସାଧାରଣ ବୋଲି ଭାବିବା ଭୁଲ: ଇନ୍ଦିରା, ଅଟଳ ବି ହାର ମାନିଥିଲେ
ମୁମ୍ବାଇ,୧୧।୭: ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ରାଜନେତାମାନେ ଭୋଟରଙ୍କୁ ସାଧାରଣ ଭାବିବା ଭୁଲ୍। ଶକ୍ତିଶାଳୀ ନେତା ଇନ୍ଦିରା ଗାନ୍ଧୀ ଓ ଅଟଳ ବିାହାରୀ ବାଜପେୟୀଙ୍କୁ ବି ହାରିବାକୁ ପଡିଥିଲା।...
ପ୍ରକାଶ ପାଇଲା ଟପ୍ ଟେନ୍ ଧନଶାଳୀ ବ୍ୟକ୍ତି ତାଲିକା: ଓ୍ବାରେନ୍ ବଫେଟଙ୍କୁ ପଛରେ ପକାଇଲେ ମୁକେଶ
ନୂଆଦିଲ୍ଲୀ,୧୧।୭: ସମ୍ପତ୍ତି ମାମଲାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ୍ବାରେନ ବଫେଟଙ୍କୁ ପଛରେ ପକାଇଦେଇଛନ୍ତି। ବ୍ଲୁମମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୁରୁବାର ସୁଦ୍ଧା ମୁକେଶଙ୍କ କମ୍ପାନୀ ୬୮.୩ ବିଲିୟନ୍ ଡଲାର ଆୟ କରିଥିବା ବେଳେ ଓ୍ବାରେନ ବଫେଟଙ୍କ କମ୍ପାନୀ...
ଶହେ ବର୍ଷ ଭିତରେ ସବୁଠାରୁ ବଡ ସ୍ବାସ୍ଥ୍ୟ, ଆର୍ଥିକ ସଙ୍କଟ କରୋନା: ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ,୧୧।୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବିଗତ ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ ହେଉଛି କୋଭିଡ- ୧୯। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ)ର ବ୍ୟାାଙ୍କିଙ୍ଗ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ...
ଘରେ ରହି କାମ କଲେ କର୍ନାଟକ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୧୧।୭: କରୋନା ସ୍ଥିତି ବେଳକୁ ବେଳ ଖରାପ ହୋଇ ଚାଲିଥିବା ବେଳେ ଏବେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଘରେ ହି ଁକାମ କରିବେ ବୋଲି ଜଣାପଡିଛି। ତେବେ ତାଙ୍କ କାର୍ଯ୍ୟାଳୟ ‘କ୍ରିଷ୍ଣା’ରେ ଜଣେ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା...
ବିକାଶ ଦୁବେଙ୍କ ସମ୍ପତ୍ତିର ହେବ ହିସାବ କିତାବ
କାନପୁର,୧୧।୭: ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ବିକାଶ ଦୁବେଙ୍କ ଏନ୍କାଉଣ୍ଟରରେ ମୃତ୍ୟୁ ପରେ ବି ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି। ଏନ୍କାଉଣ୍ଟର ପରେ ଏବେ ତାଙ୍କ ସମ୍ପତ୍ତିର ହିସାବ କିତାବ କରାଯିବ ବୋଲି ଜଣାପଡିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ...
ମାଫିଆ ଡନ୍ କାହା ବଳରେ ହେଉଛନ୍ତି ବାହୁବଳୀ ?
ନୂଆଦିଲ୍ଲୀ, ୧୧।୭: ବିକାଶ ଦୁବେଙ୍କ ଭଳି ମାଫିଆ ଡନ୍ କାହା ବଳରେ ବାହୁବଳୀ ହେଉଛନ୍ତି ସେ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ବିକାଶଙ୍କ ସରେଣ୍ଡର ଘଟଣା, ଏହାପରେ ଏନ୍କାଉଣ୍ଟର ଏକ ଫିଲ୍ମର କାହାଣୀ ପରି ଜଣାପଡୁଛି। ଏହାର କିଛି...
ରେଳଯାତ୍ରୀଙ୍କୁ ଝଟ୍କା: ଜୁଲାଇ ୧୩ରୁ ବିହାର-ଝାଡ଼ଖଣ୍ଡ ମଧ୍ୟରେ ଚାଲିବନି ଏହି ଟ୍ରେନ୍
ନୂଆଦିଲ୍ଲୀ,୧୧।୭: ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଚାଲୁଥିବା ୨ଟି ଟ୍ରେନ୍ ଜୁଲାଇ ୧୩ରୁ ଆଉ ଚଳାଚଳ କରିବ ନାହିଁ। ପାଟନା-ରାଞ୍ଚି-ପାଟନା ସ୍ପେଶାଲ ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ ଜୁଲାଇ ୧୩ରୁ କେବଳ ପାଟନା ଓ ଗୟା ମଧ୍ୟରେ ଚାଲିବ। ଗୟା ଓ...
କରୋନା ସ୍ଥିତିକୁ ଦେଖି ନିଜ ଦେଶକୁ ଫେରିବାକୁ ଚାହୁଁ ନାହାନ୍ତି ୭୪ ବର୍ଷୀୟ ଆମେରିକା ନାଗରିକ
କୋଚି,୧୧।୭: ଆମେରିକାର ୭୪ ବର୍ଷୀୟ ନାଗରିକ ଜନି ପିରସି ଗତ ୫ ମାସ ହେବ କେରଳରେ ରହି ଆସୁଛନ୍ତି। ଏବେ ସେ ତାଙ୍କ ଟୁରିଷ୍ଟ ଭିଜାକୁ ବିଜନେସ୍ ଭିଜାରେ ପରିବର୍ତ୍ତନ କରିବାକୁ କେରଳ ହାଇକୋର୍ଟରେ ଆବେଦନ କରିଛନ୍ତି। ଏବେ ଭାରତରେ...
୪ ଦିନରେ ଲକ୍ଷେ ନୂଆ ଆକ୍ରାନ୍ତ: ଭାରତ ଉପରେ କରୋନା ସଙ୍କଟ
ନୂଆଦିଲ୍ଲୀ, ୧୧।୭: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁବା ପାଇଁ ୧୧୦ ଦିନ ସମୟ ନେଇଥିଲା। ତେବେ ଗତ ୪ ଦିନ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ବୃଦ୍ଧି...
Archives


