ଜାତୀୟ

ରାଜ୍ୟ ସରକାରଙ୍କ ବିରୋଧରେ ଫେସ୍‌ବୁକ୍‌ରେ ଏମିତି ପୋଷ୍ଟ କରିବା ପଡ଼ିଲା ମହଙ୍ଗା: ଚାଲିଗଲା ଚାକିରି

କେରଳର ଜଣେ ବିମାନବନ୍ଦର କର୍ମଚାରୀଙ୍କୁ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖିବା ମହଙ୍ଗା ପଡ଼ିଛି। ଏ ନେଇ ତାଙ୍କ ଚାକିରି ଚାଲିଯାଇଛି। କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡର ଜଣେ କର୍ମଚାରୀ କେରଳ ସରକାରଙ୍କ ବିରୋଧରେ ଫେସବୁକରେ ଏକ ପୋଷ୍ଟ ଲେଖିଥିଲେ,…

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ୨୨୫ କି.ମି. ସାଇକେଲରେ ଯାତ୍ରା କଲେ ଶିକ୍ଷକ

ନୂଆଦିଲ୍ଲୀ,୨୮।୧୨-କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଙ୍ଗଠନ ପକ୍ଷରୁ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରହିଛି। ମାସେରୁ ଅଧିକ ଦିନ ଚାଲିଥିବା ଏହି ଆନ୍ଦୋଳନର ସମାଧନର ବାଟ ବାହାରି ପାରି ନାହିଁ। ଏପରିସ୍ଥିତିରେ ପଞ୍ଜାବର ଏକ…

ଡିସେମ୍ବର ୩୦ରେ ହେବ କୃଷକ ନେତା-ସରକାରଙ୍କ ମଧ୍ୟରେ କଥାବାର୍ତ୍ତା!

ନୂଆଦିଲ୍ଲୀ,୨୮ ।୧୨: କେନ୍ଦ୍ର ସରକାଙ୍କର କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ଏହା ୩୩ ଦିନରେ ପହଞ୍ଚିଲାଣି । ହେଲେ ଏହାର କୌଣସି ସମାଧାନ ହୋଇ ପାରୁନାହିଁ । ବହୁବାର କୃଷକ ନେତା ଓ…

ପତ୍ନୀଙ୍କୁ ଇଡିର ନୋଟିସ ପରେ ସଞ୍ଜୟ କହିଲେ ଘରେ ଥିବା ମହିଳାଙ୍କୁ ଟାର୍ଗେଟ କରିବା କାପୁରଷତାର ପରିଚୟ

ମୁମ୍ବାଇ,୨୮ ।୧୨: ପିଏମ୍‌ସି ଘୋଟାଲା ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯିବା ପରେ ରାଗିଯାଇଛନ୍ତି ସଞ୍ଜୟ । ସୋମବାର ସଞ୍ଜୟ କହିଛନ୍ତି । ଗତ ଏକ ବର୍ଷ ହେବ ଶରଦ ପାୱାର,…

ନୂଆବର୍ଷ ପୂର୍ବରୁ କାରଗିଲ୍‌ ବାସିନ୍ଦାଙ୍କୁ ଉପହାର: ୧୦୪ ଘରେ ବିଦ୍ୟୁତ୍‌ ସଂଯୋଗ

ଶ୍ରୀନଗର,୨୮।୧୨: ନୂଆବର୍ଷ ପୂର୍ବରୁ କାରଗିଲ୍‌ ବାସିନ୍ଦାଙ୍କୁ ଉପହାର ମିଳିଛି। ଏଠାରେ ଥିବା ୧୦୪ ଘରେ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ସୋଲାର ପ୍ୟାନେଲ ସ୍ଥାପନ କରାଯାଇ ଏସବୁ ଘରକୁ ଆଲୋକିତ କରାଯାଇଛି। କାରଗିଲ୍‌ ପ୍ରଶାସନ ଏବଂ ଗ୍ଲୋବାଲ ହିମାଲୟାନ ଏକ୍ସପେଡ଼ିଶନ୍‌ ଓ ରୟାଲ…

ଜେଟଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଶାହା

ନୂଆଦିଲ୍ଲୀ,୨୮ ।୧୨: ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଶିଖର ଧୱନ ଅରୁଣ ଜେଟଲି ଷ୍ଟାଡିୟମ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ପହଞ୍ଚିଛନ୍ତି । ସେଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲିଙ୍କ ପ୍ରତିମୂର୍ତ୍ତି…

ମୁହଁ ଖୋଲିଲେ ସୌରଭ: ରାଜ୍ୟପାଳଙ୍କ ସହିତ ସାକ୍ଷାତକାର ନୁହେଁ ରାଜନୈତିକ

କୋଲକାତା,୨୮।୧୨: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘଟିକେ ଘୋଡ଼ା ଛୁଟୁଛି। ଇତିମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲୀ ଏବଂ ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡଙ୍କ ମଧ୍ୟରେ ସାକ୍ଷାତ୍‌କାର ନେଇ ଚର୍ଚ୍ଚା ଜାରି ରହିଛି। ସୌରଭ ଭାଜପାରେ ଯୋଗଦେବା ନେଇ ଟୁପ୍‌ଟାପ୍‌ ଆରମ୍ଭ…

ମାଫିଆ ଡନ୍‌ ଛୋଟା ରାଜନ-ମୁନ୍ନା ବଜରଙ୍ଗୀଙ୍କ ଡାକ ଟିକଟ ଜାରି: ତଦନ୍ତ ନିର୍ଦ୍ଦେଶ ଦେଲେ ମହାଡାକପାଳ

ନୂଆଦିଲ୍ଲୀ,୨୮।୧୨: ଡାକ ବିଭାଗ ପକ୍ଷରୁ ୨୦୧୭ରେ ମାଇଁ ଷ୍ଟାମ୍ପ୍‌ ଯୋଜନାର ପ୍ରଚଳନ କରାଯାଇଥିଲା। ଏହା ଅନ୍ତର୍ଗତ ଯେ କୌଣସି ବ୍ୟକ୍ତି ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ସହିତ ୩୦୦ ଟଙ୍କା ପୈଠ କରି ନିଜର ୧୨ଟି ଡାକ ଟିକଟ ଜାରି କରିପାରିବେ।…

ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ପ୍ରଥମ ଚାଳକ ବିହିନ ମେଟ୍ରୋକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍ ଉପରେ ଜନକପୁରୀ ୱେଷ୍ଟ ବଟାନିକାଲ ଗାର୍ଡେନ କରିଡରରେ ୩୭ କିଲୋମିଟର…

କରୋନା ଟିକା ବିବାଦ: ଆମେରିକା ଟିକାରେ ଗାଈ ରକ୍ତ !

ନୂଆଦିଲ୍ଲୀ,୨୮।୧୨: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଥିବାବେଳେ ଏବେ ଟିକା ଦେବାକୁ ନେଇ ଭିନ୍ନ ଭିନ୍ନ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ଚାଇନା ଦ୍ୱାରା ପ୍ରସ୍ତୁତ ଟିକାରେ ଘୁଷୁରୀ ରକ୍ତ ରହିଥିବା ନେଇ ପୂର୍ବରୁ ଦାବି କରାଯାଇଥିଲା।…

କଂଗ୍ରେସ ପ୍ରତିଷ୍ଠା ଦିବସ: ବିଦେଶରେ ରାହୁଲ, ଆସିଲେନି ସୋନିଆ

ନୂଆଦିଲ୍ଲୀ,୨୮ ।୧୨: କଂଗ୍ରେସ ଦଳ ସୋମବାର ତା’ର ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦଳ ମୁଖ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ଏ.କେ. ଆଣ୍ଟୋନି ପତାକା ଉତ୍ତୋଳନ କରିଛନ୍ତି । ପ୍ରତିଷ୍ଠା ଦିବସରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ…

ଗାଡିରେ ଜାତି ସୂଚକ ଶବ୍ଦ ଲେଖି ୫୦୦ ଟଙ୍କାର ତଣ୍ଡ ଗଣିଲେ ମାଲିକ

ଲକ୍ଷ୍ନୌ,୨୮।୧୨: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଗାଡ଼ିରେ ଜାତି ସୂଚକ ଶବ୍ଦ ଲେଖିବା ନେଇ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଗାଡ଼ି ମାଲିକ ନିଜ ଗାଡ଼ି ଉପରେ ସାକ୍‌ସେନା ଜୀ ଲେଖି ପୋଲିସକୁ ୫୦୦ ଟଙ୍କାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri