Posted inଜାତୀୟ

ଭୋଟରଙ୍କୁ ସାଧାରଣ ବୋଲି ଭାବିବା ଭୁଲ: ଇନ୍ଦିରା, ଅଟଳ ବି ହାର ମାନିଥିଲେ

ମୁମ୍ବାଇ,୧୧।୭: ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ରାଜନେତାମାନେ ଭୋଟରଙ୍କୁ ସାଧାରଣ ଭାବିବା ଭୁଲ୍‌। ଶକ୍ତିଶାଳୀ ନେତା ଇନ୍ଦିରା ଗାନ୍ଧୀ ଓ ଅଟଳ ବିାହାରୀ ବାଜପେୟୀଙ୍କୁ ବି ହାରିବାକୁ ପଡିଥିଲା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଗତବର୍ଷ ବିଧାନସଭା ନିର୍ବାଚନ ସମୟରେ ମୁଁ ଦ୍ୱିତୀୟ ଥର ବିଜୟ ଲାଭ କରିବି ବୋଲି କହିଥିଲେ। ତେଣୁ ତାକୁ ଦେଖି ଭୋଟର ଭାବିଥିଲେ ଯେଉଁ ନେତାଙ୍କଠାରୁ ଅହଂକାରର ଗନ୍ଧ ଆସୁଛି ତାଙ୍କୁ ଉଚିତ ଶିକ୍ଷା ଦେବା ଦରକାର। ପରେ ତାହାହିଁ ହୋଇଥିଲା। ତେଣୁ ଭୋଟରଙ୍କୁ କେବେ ହାଲୁକା ଭାବେ ନେବା ଉଚିତ୍‌ ନୁହେଁ ବୋଲି ଶରଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଡଭାନୀ, ମୂରଲୀମନୋହର ଜୋଷୀଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ, ୨୪।୫: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବା ପରେ ଶୁକ୍ରବାର ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀମନୋହର...

ସଚିନ୍‌ କରୋନା ପିଜିଟିଭ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌...

କ୍ୟାନ୍‌ସର ଦୂରକରେ ଚା

ନୂଆଦିଲ୍ଲୀ: ଶୀତଦିନେ ଚା’ର ମଜା ନିଆରା। ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଥକାପଣ ମେଣ୍ଟାଇବା, ଥଣ୍ଡା...

କରୋନା ସମୟରେ ଭଲ କାମ କରିଥିବା ଶିକ୍ଷକଙ୍କୁ ସମ୍ମାନୀତ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୪ ।୯: କରୋନା ସମୟରେ ଦିଲ୍ଲୀର ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଏବେ ଏଭଳି କେତେଜଣ ଶିକ୍ଷକଙ୍କୁ ଦିଲ୍ଲୀ ସରକାର ସମ୍ମାନୀତ କରିବାକୁ ଯାଉଛନ୍ତି...

ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆସିଲା ଧମକପୂର୍ଣ୍ଣ କଲ୍‌: ଆଲର୍ଟରେ ପୋଲିସ

ମୁମ୍ବାଇ,୭।୨: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଏକ ଧମକପୂର୍ଣ୍ଣ...

ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ କାହିଁକି ହଟାଯାଉ ନାହିଁ

ନୂଆଦିଲ୍ଲୀ,୧୫ା୭: ୭୫ ବର୍ଷ ହେଲା ଦେଶକୁ ସ୍ବାଧୀନତା ମିଳିଲାଣି। କିନ୍ତୁ ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ ଆଜି ବି ଚାଲୁଛି। ସେତେବେଳେ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି...

ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ଓକିଲଙ୍କ ସହ ଫଟୋ ଉଠାଇଲେ

ମୁମ୍ବାଇ, ୨୮।୧୦ : କ୍ରୁଜ ଯାହଜରେ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଗୁରୁବାର ଜାମିନ ମିଳିବା ନେଇ ସ୍ପଷ୍ଟ ହୋଇଛି। ପୁଅକୁ ଜାମିନ...

ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୧୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୩୯୬ ମୃତ

ନୂଆଦିଲ୍ଲୀ,୧୨।୬ : ମହାମାରୀ କରୋନା ଶୁକ୍ରବାର ଭାରତରେ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ...

Advertisement
Archives

Model This Week