କରୋନା ସଂକ୍ରମଣକୁ ରୋକିବାକୁ ଉଦ୍ଧବଙ୍କ ନୂଆ କ୍ୟାମ୍ପେନ
ମୁମ୍ବାଇ,୧୩ ।୯: କରୋନା ସଂକ୍ରମଣ ଯୋଗୁ ଅସ୍ତବ୍ୟସ୍ତ ହୋଇ ପଡିଲାଣି ମହାରାଷ୍ଟ୍ର । ରାଜ୍ୟରେ ବଢି ଚାଲିଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବେ ଏକ ନୂଆ କ୍ୟାମ୍ପେନ ଆରମ୍ଭ କରିବାକୁ ନିଷ୍ୱତ୍ତି ନେଇଛନ୍ତି । ସେପ୍ଟେମ୍ବର ୧୫ରୁ ଏହା…
ମୌସୁମୀ ଅଧିବେଶନ ପୂର୍ବରୁ ୫ ଏମ୍ପିଙ୍କୁ କରୋନା
ନୂଆଦିଲ୍ଲୀ,୧୩।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହା ପୂର୍ବରୁ ଲୋକ ସଭାର ୫ ଜଣ ସଦସ୍ୟ କରୋନା ପଜିଟିଭ ଥିବା ଜଣାପଡିଛି। ବର୍ତ୍ତମାନ ଅଧିକ ସାଂସଦଙ୍କ କରୋନା ପରୀକ୍ଷା ଚାଲିଛି। କରୋନା ସଙ୍କଟ ଯୋଗୁ…
କରୋନାରୁ ସୁସ୍ଥ ହେବା ପରେ କରନ୍ତୁ ଯୋଗ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ସୁସ୍ଥ ହୋଇଥିବା ଆକ୍ରାନ୍ତ ଘରକୁ ଫେରି…
ଏକେ-୪୭ ଗୁଳିକୁ ଆଉ ନାହିଁ ଭୟ: ସେନା ପାଖରେ ‘ଭାବା କବଚ’
ନୂଆଦିଲ୍ଲୀ, ୧୩।୯: ଏଲ୍ଓସି ଏବଂ ଏଲ୍ଏସିରେ ଭାରତୀୟ ଯବାନ ଶତ୍ରୁର ମୁକାବିଲା କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ମିଶ୍ର ଧାତୁ ନିଗମ ଲିମିଟେଡ୍ ପକ୍ଷରୁ ଅନ୍ତର୍ଜାତୀୟ ମାନର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ ତିଆରି କରାଯାଇଛି। ଏହି ଜ୍ୟାକେଟକୁ ଏକେ-୪୭ ଗୁଳିମଧ୍ୟ ଭେଦ…
ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷର ଜୀବନ ବୀମା
ପଣଜୀ, ୧୩।୯: ଏଣିକି ସ୍ବାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଯୋଗାଇ ଦିଆଯିବ। ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏନେଇ ରବିବାର ସୂଚନା ଦେଇଛନ୍ତି। କରୋନା ମହାମାରୀ ସଂକ୍ରମଣରେ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ସେବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ସେମାନଙ୍କର…
ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଜଳିଉଠିଲା ବିଏମ୍ଡବ୍ଲ୍ୟୁ, ଆଉ ତା’ ପରେ…
ଲକ୍ଷ୍ନୌ,୧୩ା୯: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଜଳିଉଠିଲା ବିଏମ୍ଡବ୍ଲ୍ୟୁ। ଆଉ ଏଥିରେ ବସିଥିବା ଦମ୍ପତି ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ…
୫ ବର୍ଷ ପରେ ସରକାରୀ ଚାକିରି ହେବ ସ୍ଥାୟୀ
ଲକ୍ଷ୍ନୌ, ୧୩।୯: ଉତ୍ତରପ୍ରଦେଶରେ ଏଣିକି ସରକାରୀ ଚାକିରି ନିଯୁକ୍ତି ମିଳିବାର ୫ ବର୍ଷ ପରେ ସ୍ଥାୟୀ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଖୁବ୍ ଶୀଘ୍ର ଏନେଇ ଆଇନ ଆଣିବାକୁ ଯାଉଛନ୍ତି। ୫ ବର୍ଷ ପ୍ରୋବେଶନ ପରେ ଚାକିରି ସ୍ଥାୟୀ ହେବ।…
ବଞ୍ଚିଥିବା ସମୟରେ ମିଳିଲାନି ଭେଣ୍ଟିଲେଟର, ମୃତଦେହ ନେବାକୁ ମଧ୍ୟ ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଶ୍ମଶାନ ଗଲା ମୃତଦେହ
ପୁଣେ,୧୩ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସବୁଠୁ ଦୁଃଖଦାୟକ କଥା ହେଲା କରୋନା ଆକ୍ରାନ୍ତଙ୍କ ପ୍ରତି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଯିବା। ପୁଣେରେ ଏମିତି ଜଣେ କରୋନା ଆକ୍ରାନ୍ତଙ୍କ ସହ…
ରଘୁବଂଶଙ୍କୁ ଝୁରୁଛନ୍ତି ଲାଲୁ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରତାପ ସିଂଙ୍କର ରବିବାର ସକାଳେ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଅଲଇଣ୍ଡିଆ ଇନଷ୍ଟଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ
ମୁମ୍ବାଇ, ୧୩ ।୯: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯଦି ସରକାର ଚଳାଇ ପାରୁ ନାହାନ୍ତି ତେବେ ସେ ଇସ୍ତଫା ଦିଅନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଜନତା ଆଉ ,କ ନୂଆ ସରକାର ନିର୍ବାଚିତ କରିବେ ଯିଏ ମହାରାଷ୍ଟ୍ରର ଆଇନ…
ବିଧାନସଭା ନିର୍ବାଚନ ପୂର୍ବରୁ ବିହାରକୁ ୯୦୧ କୋଟିର ଉପହାର ଦେଲେ ମୋଦି
ନୂଆଦିଲ୍ଲୀ, ୧୩।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକର୍ଷିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦୧ କୋଟି ଟଙ୍କାର ଉପହାର ଦେଇଛନ୍ତି। ସେ ରବିବାର ରାଜ୍ୟର ୩ଟି ପେଟ୍ରୋଲିୟମ୍ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।…
ପିତାଙ୍କ ସହ ବାଇକ୍ରେ ଯାଉଥିଲେ ଝିଅ, ବିଚ୍ ରାସ୍ତାରେ ଯୁବକ ଘଟାଇଲେ ଏମିତି କାଣ୍ଡ, ଆଉ ଶେଷରେ…
ଲକ୍ଷ୍ନୌ,୧୩ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ନିଜ ପିତାଙ୍କ ସହ ଜଣେ ନାବାଳିକା ଝିଅ ବାଇକ୍ରେ ଯାଉଥିବା ସମୟରେ ୨ ଅଜଣା ଯୁବକ ଝିଅ ସହ ଅସଦାଚରଣ କରିଥିଲେ। ଏଥିରେ ନାବାଳିକାଙ୍କ ପିତା ସାହସର ସହ…
Archives


