କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ : ୨ ଆତଙ୍କବାଦୀ ନିହତ
ଶ୍ରୀନଗର, ୧୧।୭: ଭାରତୀୟ ସେନାଙ୍କୁ ଶନିବାର ଭୋର ସମୟରେ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର କୁପଓ୍ବାରା ଜିଲାର ହାଣ୍ଡଓ୍ବାରାଠାରେ ଏକବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଭାରତୀୟ ସେନାଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କିଛି ଆତଙ୍କବାଦୀ...
ଦୁବେ ଏନ୍କାଉଣ୍ଟରକୁ ବଲିଉଡ୍ ସହ ଯୋଡ଼ିଲେ ତାପସୀ
ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ବଲିଉଡ୍ରେ ତାଙ୍କ ଉଚ୍ଚକୋଟିର ଅଭିନୟ ଲାଗି ଯେତିକି ପରିଚିତ, ତା’ଠାରୁ ଅଧିକ ସୋସିଆଲ୍ ମିଡିଆରେ ତାଙ୍କ ଆକ୍ଟିଭ୍ନେସ୍। ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କାନପୁରର ଗ୍ୟାଙ୍ଗ୍ଷ୍ଟର ବିକାଶ ଦୁବେଙ୍କୁ ଏନ୍କାଉଣ୍ଟର କରି ହତ୍ୟା କରାଯିବା...
କରୋନା ସଂକ୍ରମଣକୁ ରୋକିବା ସମ୍ଭବ: ମୁମ୍ବାଇର ଧରାବି ମଡ଼େଲକୁ ପ୍ରଶଂସା
ଜେନେଭା, ୧୧।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମଣକୁ ରୋକିବା ସମ୍ଭବ। ଏଥିପାଇଁ ମୁମ୍ବାଇର ଧରାବି ଅଞ୍ଚଳରେ ଗ୍ରହଣ କରାଯାଇଥିବା ମଡ଼େଲକୁ ଡବ୍ଲ୍ୟୁଏଚ୍ଓ ପ୍ରଶଂସା...
ସ୍ବପ୍ନାଙ୍କ ଜାମିନକୁ କେନ୍ଦ୍ରର ବିରୋଧ
ଚେନ୍ନାଇ,୧୧।୭: କେରଳ ସୁନା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ ଜାମିନ ଆବେଦନକୁ ଶୁକ୍ରବାର କେନ୍ଦ୍ର ସରକାର ବିରୋଧ କରିଛନ୍ତି। ତାଙ୍କୁୁ ଜାମିନ ଦିଆଗଲେ ଏନ୍ଆଇଏର ତଦନ୍ତରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବା କେରଳ ହାଇକୋର୍ଟରେ କେନ୍ଦ୍ର...
୮ ଲକ୍ଷ ଟପିଲା ସଂକ୍ରମଣ
ନୂଆଦିଲ୍ଲୀ,୧୧ା୭: ଭାରତରେ କରୋନା ସଂକ୍ରମଣ ଶୁକ୍ରବାର ୮ ଲକ୍ଷ ଟପିଥିବାବେଳେ ମୃତ୍ୟୁସଂଖ୍ୟା ୨୧,୭୨୪ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୫୦୬ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୪୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
ହ୍ବାଟ୍ସଆପ୍, ଇମେଲ୍, ଫାକ୍ସରେ ଜାରି ହେବ ସମନ
ନୂଆଦିଲ୍ଲୀ,୧୧ା୭(ଆଇଏଏନ୍ଏସ୍): ସମସ୍ତ ଆଇନଗତ ମାମଲାର ସମନ ଓ ନୋଟିସ ହ୍ବାଟ୍ସଆପ୍, ଇମେଲ୍ ଏବଂ ଫାକ୍ସ ମାଧ୍ୟମରେ ପଠାଯାଇପାରିବ। ପ୍ରଥମ ଥର ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ନୋଟିସ୍, ସମନ ଆଦି ପଠାଇବା ପାଇଁ ପୋଷ୍ଟ ଅଫିସ୍...
ସବୁ ମାମଲାକୁ ପ୍ରାଥମିକତା ଦେଇ ହେବନାହିଁ
ନୂଆଦିଲ୍ଲୀ,୧୧।୭: ପ୍ରତ୍ୟେକ ମାମଲାକୁ ପ୍ରାଥମିକତା ଦେଇ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିପାରିବ ନାହିଁ। ବିଶେଷକରି ଗୋଟିଏ ରାଜ୍ୟ ସହ ଅନ୍ୟ ରାଜ୍ୟର ଘଟଣାରେ ଭିନ୍ନତା ପରିଲକ୍ଷିତ ହେଉଥିବା ମାମଲାକୁ ଶୀଘ୍ର ଗ୍ରହଣ କରାଯାଇ ନ ପାରେ ବୋଲି ସୁପ୍ରିମକୋର୍ଟର ପ୍ରଧାନ...
ସ୍କୁଲ ଫି ଛାଡ଼ ଆବେଦନ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୧ା୭(ପି.ଟି.): କରୋନା ଜନିତ ଲକ୍ଡାଉନ ସମୟର ସ୍କୁଲ୍ ଫି ଆଦାୟ ବନ୍ଦ ରଖିବା ପାଇଁ ବିଭିନ୍ନ ରାଜ୍ୟର ଅଭିଭାବକମାନେ କରିଥିବା ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସହାୟତା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସର୍ବୋଚ୍ଚ ଅଦାଲତ...
ସନ୍ଦେହରେ ପୋଲିସ ଭୂମିକା
କାନପୁର/ନୂଆଦିଲ୍ଲୀ,୧୧ା୭: ଉତ୍ତରପ୍ରଦେଶର ୮ ପୋଲିସଙ୍କ ହତ୍ୟା ଅଭିଯୁକ୍ତ ଗ୍ୟାଙ୍ଗ୍ଷ୍ଟର ବିକାଶ ଦୁବେଙ୍କୁ ଶୁକ୍ରବାର ସକାଳେ ଏନ୍କାଉଣ୍ଟର କରି ପୋଲିସ ମାରିଦେଇଛି। ବିକାଶଙ୍କ ଗିରଫଦାରି ପରେ ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ କଳା କାରନାମାର ପର୍ଦ୍ଦାଫାସ ହେବ ବୋଲି ମନେକରାଯାଉଥିଲା। କେବଳ...
ସୁଶାନ୍ତଙ୍କ ହତ୍ୟା ପଛରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ
ମୁମ୍ବାଇ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଇତି ମଧ୍ୟରେ ତାଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଏପରିସ୍ଥିତିରେ ପୂର୍ବତନ ର ଅଫିସର ଏନ.କେ ସୁଦ...
ଅପରାଧୀ ପୁଅର ମୃତଦେହ ନେବାକୁ ମନାକଲେ ମା’
କାନପୁର,୧୦।୭: ପୋଲିସ ଏନ୍କାଉଣ୍ଟରରେ ଶୁକ୍ରବାର କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପୂର୍ବରୁ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। ମୃତଦେହ ବ୍ୟବଚ୍ଛେଦ ସରିଥିଲେ ମଧ୍ୟ...
ଦେଶରେ ମହିଳାଙ୍କ ତୁଳନାରେ ୨ଗୁଣା କରୋନା ସଂକ୍ରମିତ ହେଉଛନ୍ତି ପୁରୁଷ
ନୂଆଦିଲ୍ଲୀ,୧୦।୭: କରୋନା ମହାମାରୀ ଏବେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଇଥିବା ବେଳେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଛୁଇଁବାକୁ ଯାଉଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬,୫୦୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ...
Archives


