Posted inଜାତୀୟ

ହ୍ବାଟ୍ସଆପ୍‌, ଇମେଲ୍‌, ଫାକ୍ସରେ ଜାରି ହେବ ସମନ

ନୂଆଦିଲ୍ଲୀ,୧୧ା୭(ଆଇଏଏନ୍‌ଏସ୍‌): ସମସ୍ତ ଆଇନଗତ ମାମଲାର ସମନ ଓ ନୋଟିସ ହ୍ବାଟ୍ସଆପ୍‌, ଇମେଲ୍‌ ଏବଂ ଫାକ୍ସ ମାଧ୍ୟମରେ ପଠାଯାଇପାରିବ। ପ୍ରଥମ ଥର ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ନୋଟିସ୍‌, ସମନ ଆଦି ପଠାଇବା ପାଇଁ ପୋଷ୍ଟ ଅଫିସ୍‌ ଦୌଡ଼ିବା ସମ୍ଭବ ନୁହେଁ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅନୁଭବ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଆର୍‌. ସୁଭାଷ ରେଡ୍ଡୀ ରହିଥିଲେ। ଇ-ମେଲ୍‌ରେ କିମ୍ବା ତ୍ୱରିତ୍‌ ମେସେଜ ଆପ୍ଲିକେଶନ୍‌ ହ୍ବାଟ୍ସଆପ୍‌ ଓ ଅନ୍ୟାନ୍ୟ ଫୋନ୍‌ ମେସେଞ୍ଜର ସେବା ଜରିଆରେ ନୋଟିସ ଇସ୍ୟୁ ହେବା ଦିନ ପକ୍ଷଙ୍କ ପାଖରେ ପହଞ୍ଚବା ଆବଶ୍ୟକ। ପକ୍ଷଙ୍କୁ ବୈଧ ସେବା ଯୋଗାଇଦେବାରେ ସବୁ ପଦ୍ଧତିକୁ ଆପଣାଯାଇପାରିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଦୁଇଟି ସବୁଜ ରଙ୍ଗର ଟିକ୍‌ ଚିହ୍ନରୁ ନୋଟିସ ପାଇବାକୁ ଥିବା ବ୍ୟକ୍ତି ଏହାକୁ ଦେଖିଥିବା ଜଣାପଡିଯିବ।
ପ୍ରଭାବୀ ସେବା ମାଧ୍ୟମ ରୂପେ ନିର୍ଦ୍ଦିଷ୍ଟ ଭାବେ ହ୍ବାଟ୍ସଆପ୍‌ ନାଁ ଉଲ୍ଲେଖ କରିବା ପାଇଁ ଆଟର୍ନି ଜେନେରାଲ ଅନୁରୋଧ କରିଥିଲେ ହେଁ ଖଣ୍ଡପୀଠ ମନା କରିଦେଇଥିଲେ। କୌଣସି ନିର୍ଦ୍ଦିଷ୍ଟ ଆପ୍‌ ନାଁ ଉଲ୍ଲେଖ କରିବା ଠିକ୍‌ ନୁହେଁ ବୋଲି ଅଦାଲତ କହିଥିଲେ। ସେହିପରି କରୋନା ମହାମାରୀ ଜନିତ ଲକ୍‌ଡାଉନ ପାଇଁ ଚେକ୍‌ର ବୈଧତା ସମୟ ବଢ଼ାଇବାକୁ ସୁପ୍ରିମକୋର୍ଟ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଅନୁମତି ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ଶହ ଟଙ୍କା ପାଇଁ ବଡ଼ ଭାଇ ନେଲା ଜୀବନ

ଭୋପାଳ,୧୬।୧୨: କୁହାଯାଏ ଭାଇ ଭାଇଠାରୁ କେହି ମିତ୍ର ନାହିଁ ଭାଇ ଭାଇଠାରୁ କେହି ଶତ୍ରୁ ନାହିଁ। କିଛି ଏଭଳି ଉକ୍ତିର ପ୍ରମାଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର...

ନିର୍ଭୟା ମାମଲା: ବ୍ୟକ୍ତିଗତ କାରଣରୁ ଖଣ୍ଡପୀଠରୁ ଦୂରେଇଲେ ପ୍ରଧାନ ବିଚାରପତି; ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ଶୁଣାଣି

ନୂଆଦିଲ୍ଲୀ,୧୭।୧୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସୁପ୍ରିମ୍‌କୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ। ମଙ୍ଗଳବାର ଏହାର ଶୁଣାଣି ହେବାର ଥିଲା। ତେବେ ପ୍ରଧାନ ବିଚାରପତି...

କୁକୁରକୁ ମାରିବା ନେଇ ୨ ଯୁବକଙ୍କ ନାଁରେ ମାମଲା

ଉଡୁପି, ୨୯ା୧: କୁକୁରକୁ ନିର୍ମମ ଭାବେ ହତ୍ୟା କରିବା ନେଇ ଶନିବାର କର୍ନାଟକ ଉଡୁପି ପୋଲିସ ଦୁଇ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି। ବଣ୍ଟାକାଲସ୍ଥିତ...

୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ରମନା…

ନୂଆଦିଲ୍ଲୀ,୨୪।୪: ସୁପ୍ରିମ୍‌କୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ବିଚାରପତି ଏନ୍‌.ଭି. ରମନା ଶନିବାର ଶପଥ ଗ୍ରହଣ କରିଛନ୍ତିି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଊତ୍ସବରେ...

ଏକାଠି ହୁଅ ଭାଜପାକୁ ଏକଘରିଆ କର: ମମତା ବାନାର୍ଜୀ

କୋଲକାତା,୩୦।୧୨: ଏକାଠି ହୋଇ ଭାଜପାକୁ ଏକଘରିଆ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏକ ରାଲିରେ ସମବେତ ଲୋକଙ୍କୁ ଆହ୍ବାନ ଜଣାଇଛନ୍ତି। ସିଏଏକୁ ବିରୋଧ...

ଧରା ପଡ଼ିବା ଭୟ: ଜଳାଇଲେ ୫୦ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି ପୁସ୍ତକ

ମିରଟ, ୨୨।୮: ଉତ୍ତରପ୍ରଦେଶରେ ଅପରାଧୀ ଆଇନ ଶୃଙ୍ଖଳାକୁ ଆଉ ଭୟ କରୁ ନାହାଁନ୍ତି। ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଏକ ନିତିଦିନିଆ ଘଟଣାରେ ପରିଣତ ହେବାରେ...

ପଞ୍ଜାବ ସେକ୍ଟରରେ ମୁତୟନ ହେଲା ପ୍ରଥମ ଏସ୍‌-୪୦୦ ସ୍କ୍ବାଡ୍ରନ

ନୂଆଦିଲ୍ଲୀ,୨୧।୧୨: ଦେଶରେ ପ୍ରଥମ ଥର ପାଇଁ ପଞ୍ଜାବ ସେକ୍ଟରରେ ଏସ୍‌-୪୦୦ ପ୍ରତିରକ୍ଷା ମିସାଇଲ ସିଷ୍ଟମ ମୁତୟନ କରିଛି ଭାରତୀୟ ବାୟୁ ସେନା (ଆଇଏଏଫ୍‌)। ଦୁଇ ପଡ଼ୋଶୀ...

ସ୍ବାଭିମାନୀ ସମାଜବାଦୀ

ନୂଆଦିଲ୍ଲୀ,୧୩ା୧: ୧୯୪୭ ଜୁଲାଇ ୧ରେ ମଧ୍ୟପ୍ରଦେଶର ହୋସଙ୍ଗାବାଦସ୍ଥିତ ବାବାଇ ଗ୍ରାମରେ ଶରଦ ଯାଦବଙ୍କ ଜନ୍ମ। ତାଙ୍କ ମା’ଙ୍କ ନଁା ସୁମିତ୍ରା ଦେବୀ ଓ ବାପା ଥିଲେ...

Advertisement
Archives

Model This Week