Posted inଜାତୀୟ

ଦୁବେ ଏନ୍‌କାଉଣ୍ଟରକୁ ବଲିଉଡ୍‌ ସହ ଯୋଡ଼ିଲେ ତାପସୀ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ବଲିଉଡ୍‌ରେ ତାଙ୍କ ଉଚ୍ଚକୋଟିର ଅଭିନୟ ଲାଗି ଯେତିକି ପରିଚିତ, ତା’ଠାରୁ ଅଧିକ ସୋସିଆଲ୍‌ ମିଡିଆରେ ତାଙ୍କ ଆକ୍ଟିଭ୍‌ନେସ୍‌। ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କାନପୁରର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଏନ୍‌କାଉଣ୍ଟର କରି ହତ୍ୟା କରାଯିବା ଘଟଣା ସମ୍ପର୍କରେ ଏବେ ତାପସୀ ନିଜର ମତ ରଖିଛନ୍ତି। ୮ ପୋଲିସଙ୍କୁ ମାରି ଫେରାର୍‌ ହୋଇଯାଇଥିବା ଦୁବେଙ୍କୁ ପୋଲିସ ଗିରଫ କରି ଆଣୁଥିବାବେଳେ ଗାଡ଼ି ଓଲଟି ପଡ଼ିବା ଓ ସେ ଫେରାର୍‌ ହେବା ଲାଗି ଉଦ୍ୟମ କରିବାରୁ ଏନ୍‌କାଉଣ୍ଟର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଏହାକୁ ନେଇ ତାପସୀ କହିଛନ୍ତି, ଏଭଳି ହେବ ବୋଲି କେବେ ବି ଆଶା କରି ନ ଥିଲି। ବଲିଉଡ୍‌ରେ କାହାଣୀଗୁଡ଼ିକ ବାସ୍ତବତାଠାରୁ ବହୁ ଦୂରରେ। ଏହା କହିବା ସହ ତାପସୀ ବଲିଉଡ୍‌ କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କହିଆସୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି। ଗତ ଜୁନ୍‌ ମାସରେ ୩୬ ହଜାର ଟଙ୍କାର ବିଜୁଳି ବିଲ୍‌ ପାଇବା ପରେ ଟୁଇଟର ମାଧ୍ୟମରେ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ତାଙ୍କୁ ଅନେକେ ସମର୍ଥନ ମଧ୍ୟ କରିଥିଲେ। ଫିଲ୍ମ ‘ଥପ୍ପଡ’ ପରେ ଏବେ ତାପସୀଙ୍କ ଅନ୍ୟ ଏକ ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶ କାର୍ଯ୍ୟକ୍ରମରେ ଘରୋଇ କ୍ଷେତ୍ରକୁ ସୁଯୋଗ

ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସି ମହାକାଶ କ୍ଷେତ୍ରରେ ବଡ଼ ସଂସ୍କାର ଆଣିବା ଲାଗି ଐତିହାସିକ ନିଷ୍ପତ୍ତି ନିଆଯାଇଛି।...

ଦିଲ୍ଲୀ ଦଙ୍ଗା: ଗିରଫ ହେଲେ ଶାହାରୁଖ

ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ପୋଲିସ ଉପରକୁ ବନ୍ଧୁକ ଉଠାଇଥିବା ଅଭିଯୋଗରେ ମଙ୍ଗଳବାର ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୋଲିସ ଶାହାରୁଖଙ୍କୁ ଗିରଫ କରିଛି।...

ଆସନ୍ତା ମାସରୁ ଭାରତ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ଫେରି ସେବା

କଲମ୍ବୋ,୧୯ ।୧୨: ଭାରତ ଓ ଶ୍ରୀଲଙ୍କା ଆସନ୍ତା ମାସରୁ ଶ୍ରୀଲଙ୍କାର ଜାଫନା ଜିଲାରେ କାଂକେସଂତୁରଇ ବନ୍ଦର ଓ ପୁଡୁଚେରୀ ମଧ୍ୟରେ ଯାତ୍ରୀ ଫେରି ସେବା ଆରମ୍ଭ...

ବଢୁଛି ମହାରାଷ୍ଟ୍ର ବନ୍ୟା ମୃତ୍ୟୁ ସଂଖ୍ୟା, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୭: ମହାରାଷ୍ଟ୍ରରେ ବର୍ଷା ଛାଡି ଯାଇଥିଲେ ବି ବନ୍ୟା ପ୍ରଭାବିତ ଜିଲାର ପରିସ୍ଥିତି ଗମ୍ଭିର ହୋଇ ପଡିଛି । ବନ୍ୟା ପ୍ରଭାବିତ ପ୍ରାୟ ୮୯...

ପଶ୍ଚିମବଙ୍ଗରେ ସିବିଆଇ ଅଧିକାରୀ କରୋନା ପଜିଟିଭ୍‌

କୋଲକାତା,୯।୬: ପଶ୍ଚିମବଙ୍ଗ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ)ର ଜଣେ ଅଧିକାରୀଙ୍କ କରୋନା ରିପୋର୍ଟ ମଙ୍ଗଳବାର ପଜିଟିଭ୍‌ ଆସିଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ତାଙ୍କ ସଂସ୍ପର୍ଶରେ...

ଅଷ୍ଟ୍ରାଜେନିକା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ସମୀକ୍ଷା ହେବ

ନୂଆଦିଲ୍ଲୀ,୧୪।୩: ଅଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଡ୍‌ ଟିକା ନେବା ପରେ କେତେକ ୟୁରୋପୀୟ ଦେଶରେ ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଥିବାରୁ ଆସନ୍ତା ସପ୍ତାହରେ...

ସିଲ୍‌ ହୋଇପାରେ ଅଯୋଧ୍ୟା: ଜଳପଥରେ ବି କଡ଼ା ସୁରକ୍ଷା

ଅଯୋଧ୍ୟା,୩୧।୭: ଅଗଷ୍ଟ ପ୍ରଥମ ସପ୍ତାହରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଭୂମିପୂଜା କାର୍ଯ୍ୟ କରାଯିବାକୁ ସ୍ଥିର କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବିରୋଧ ସତ୍ତ୍ୱେ ୨ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ 

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୩ଟି କୃଷି ବିଧେୟକ ମଧ୍ୟରୁ ୨ଟିକୁ ମଞ୍ଜୁରୀ ମିଳିଛି।...

Advertisement
Archives

Model This Week