ଜାତୀୟ

ନିର୍ବାଚନ ମଞ୍ଚରୁ ମୋଦିଙ୍କ ଅପିଲ: ପର୍ବ ସମୟରେ ଯାହାବି କିଣୁଛନ୍ତି ଲୋକାଲ କିଣନ୍ତୁ

ପାଟନା,୨୩ ।୧୦: ବିହାର ପାଇଁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଉଛି । ଶୁକ୍ରବାର ବିାର ବିଧାନସଭା ନିର୍ବାଚନ ପାଇଁ ଭାଜପା ଓ କଂଗ୍ରେସର ଷ୍ଟାର ପ୍ରଚାରକ ମଇଦାନରେ ଥିବା ବେଳେ ଏହା ସାଧାରଣ ଭୋଟରଙ୍କ ମନରେ ନିଶ୍ଚିତ ଭାବେ…

କରୋନା ମହାମାରୀକୁ ଖାତିର ନ କରି ୧୫ କିମି ସାଇକେଲ ଚଲାଇ ରୋଗୀଙ୍କ ସେବା କରିବାକୁ ଯାଉଛନ୍ତି ୮୭ ବର୍ଷିୟ ଡାକ୍ତର

ଚନ୍ଦ୍ରପୁର,୨୩ ।୧୦: କରୋନା ମହାମାରୀ ସମୟରେ ଗାଁ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରେ ନାନା ଅସୁବିଧା ଭୋଗ କରୁଥିବା ଦେଖାଯାଇଛି । ଆଉ ଏହି ମହାମାରୀ ସମୟରେ ବିଶେଷ ଭାବେ ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ଗର୍ଭବତୀଙ୍କୁ ଘରୁ ବାହାରକୁ…

ତେଜସ୍ୱୀଙ୍କ ସହ ରାଲିରେ ଯୋଗ ଦେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ପାଟନା,୨୩ ।୧୦: ବିଧାନସଭା ନିର୍ବାଚନ ପାଇଁ ଉଠୁଛି ପଡୁଛି ବିହାର । ସବୁଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ରାଲିର ଆୟୋଜନ କରିଛନ୍ତି । ଶୁକ୍ରବାର ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ଡିଏ ପ୍ରଚାରର ମଙ୍ଗ ଧରିଥିବା ବେଳେ…

ଜନ୍ମଦିନରେ ଜେଲ୍‌ ଗଲେ ଯୁବକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନାଗପୁର,୨୩ା୧୦: ମନ ଆନନ୍ଦରେ ଜନ୍ମଦିନ ପାଳନ କରୁଥିବା ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। କାରଣ ଯୁବକ ଜଣଙ୍କ ତାଙ୍କ ଜନ୍ମଦିନରେ ଖଣ୍ଡାରେ କେକ୍‌ କାଟିଥିଲେ। ଏହା ପରେ ନାଗପୁର ପୋଲିସ ତାଙ୍କୁ ଗିରଫ କରିଥିଲା। ପାରଡି ଥାନାଧିକାରୀ…

ମୋଦିଙ୍କ ରାଲିକୁ ନେଇ ବ୍ୟାପକ ପ୍ରସ୍ତୁତି: ହେଲେ ସାମାଜିକ ଦୂରତା ଭୁଲିଗଲେ ସମର୍ଥକ!

ପାଟନା,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଶୁକ୍ରବାର ସେ ବିହାରର ସାସାରାମରେ ପ୍ରଥମ ରାଲିରେ ଯୋଗ ଦେଇଛନ୍ତି । କରୋନା ମହାମାରୀ ସମୟରେ ମୋଦିଙ୍କର ଏହା ପ୍ରଥମ…

ବିହାର ବିଧାନସଭା ନିର୍ବାଚନ: ବିରୋଧିଙ୍କ ଉପରେ ଗର୍ଜିଲେ ମୋଦି ଉଠାଇଲେ ନାହିଁ ଚିରାଗଙ୍କ କଥା

ପାଟନା,୨୩ ।୧୦: ବିହାର ବିଧାସଭା ପାଇଁ ଆସନ୍ତା ସପ୍ତାହରେ ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ । ଏଥିଲାଗି ଏବେ ପ୍ରଚାର କାର୍ଯ୍ୟ ଯୋର ଧରିଛି । ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାସାରାମ ପହଞ୍ଚିଛନ୍ତି…

ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଭାଜପା ଉପରେ ବର୍ଷିଲେ ଶିବସେନା ନେତା

ମୁମ୍ବାଇ,୨୩ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ସବୁଦଳ ପ୍ରାୟ ସେମାନଙ୍କର ସଂକଳ୍ପ ପତ୍ର ଜାରି କରିଥିବା ବେଳେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ଘୋଷଣାକୁ ନେଇ ବିରୋଧି ପ୍ରଶ୍ନ କରିଛି । ଭାଜପା କହିଛି ନିର୍ବାଚନରେ ବିଜୟ ଲାଭ କରିବା…

ଆତ୍ମହତ୍ୟା କରିବା ପୂର୍ବରୁ ସ୍ତ୍ରୀଙ୍କୁ ଏମିତି ନିବେଦନ କଲେ ସ୍ବାମୀ

ଅନ୍‌ଲାଇନ୍‌ ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କା ହରାଇବା ପରେ ପୁଡୁଚେରୀର ଜଣେ ବ୍ୟକ୍ତି ମୃତ୍ୟୁକୁ ଆପଣାଇନ୍ତି। ବିଜୟ କୁମାର ନାମକ ଏହି ବ୍ୟକ୍ତି ଜଣଙ୍କ ମୃତ୍ୟୁ ପୂର୍ବରୁ ଏକ ଅଡିଓ କ୍ଲିପ ରେକର୍ଡ କରି ଲୋକଙ୍କୁ ଅନଲାଇନ ଖେଳ ଏବଂ…

କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୫୪ ହଜାରରୁ ଅଧିକ ଚିହ୍ନଟ, ୬୯୦ ମୃତ୍ୟୁ

ନୂଆଦିଲ୍ଲୀ,୨୩।୧୦: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୫୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୪ ହଜାର ୩୬୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬୯୦…

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୩୫୦୦ ଲୋକଙ୍କୁ ସ୍ଥାନାନ୍ତର

ମୁମ୍ବାଇ, ୨୩।୧୦: ଦକ୍ଷିଣ ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ଥିବା ଏକ ସପିଂ ମଲ୍‌ରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ମାତ୍ର ଗୋଟିଏ ମହଲାରେ ନିଆଁ ଲାଗିଥିବାବେଳେ ଶୁକ୍ରବାର ସକାଳ ସୁଦ୍ଧା ତାହା ଆଉ ଦୁଇଟି ମହାଲାକୁ…

୧୦୦ ଭାରତୀୟ ସ୍ବେଚ୍ଛାସେବୀଙ୍କୁ ଦିଆଯିବ ରୁଷିଆ ଟିକା

ନୂଆଦିଲ୍ଲୀ, ୨୩।୧୦: ଭାରତରେ କରୋନା ଭାଇରସର ଆଉ ଏକ ଟିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଚଳିତ ମାସରେ ରୁଷିଆର ସ୍ପୁଟନିକ ଭି ଟିକା ପରୀକ୍ଷା ପାଇଁ ଇଣ୍ଡିଆନ ମେଡିସିନ ଜେନେରାଲ କଣ୍ଟ୍ରୋଲର୍‌(ଡିସିଜିଆଇ) ଅନୁମତି ଦେଇଛି। ଭାରତରେ ୧୦୦ ସ୍ବେଚ୍ଛାସେବୀଙ୍କୁ ପରୀକ୍ଷା…

ଜେଡିୟୁ-ଭାଜପା ସପକ୍ଷରେ ୫୦% ବିହାରୀ

ନୂଆଦିଲ୍ଲୀ,୨୩ା୧୦ (ଆଇଏଏନ୍‌ଏସ୍‌):ବିହାରରେ କ୍ଷମତାସୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମେଣ୍ଟ ସରକାର ଉପରେ ୫୦% ଲୋକ ସନ୍ତୁଷ୍ଟ ଥିବା ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ୫୭% ଉତ୍ତରଦାତାଙ୍କ ମତରେ ଶାସକ ଦଳ ଉପରେ ସେମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri