ଚକା ଜାମ୍ ସଫଳ
ନୂଆଦିଲ୍ଲୀ, ୭।୨: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡ଼ିକର ଡାକରାରେ ଶନିବାର ଦେଶବ୍ୟାପୀ ୩ ଘଣ୍ଟିଆ ଚକା ଜାମ୍ ଆନ୍ଦୋଳନ ସଫଳ ହୋଇଛି। ଚାଷୀମାନେ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଦିଲ୍ଲୀରେ ଚକା ଜାମ୍…
ଶ୍ୱଶୁରଙ୍କୁ ବଳି ଚଢାଇଲା ବୋହୂ
ଲକ୍ଷ୍ନୌ,୬।୨: ତନ୍ତ୍ର ସାଧନାରେ ସିଦ୍ଧି ହାସଲ କରିବା ପାଇଁ ଶ୍ୱଶୁରଙ୍କୁ ବଳି ଚଢାଇଛି ବୋହୂ। ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର କୋସମ୍ବିରେ। ପୋଲିସ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ବୋହୂଙ୍କୁ ଗିରଫ କରିଛି। ସୂଚନା ଯୋଗ୍ୟ, କୋସମ୍ବିରେ କିଛି ଦିନ ତଳେ…
ଦେଶମାତୃକାର ସେବା କରି ଗାଁକୁ ଫେରିବା ପରେ ସୈନିକଙ୍କୁ ଏମିତି ପାଛୋଟି ନେଲେ ଗ୍ରାମବାସୀ
ଭୋପାଳ,୬।୨: ମଧ୍ୟପ୍ରଦେଶର ବରଓ୍ବାନି ଜିଲାର ଭାରତୀୟ ସେନାରେ ୨୧ ବର୍ଷ ସେବା ପୂରଣ ପରିବା ପରେ ଘରକୁ ଫେରିଥିବା ସୈନିକଙ୍କୁ ଗ୍ରାମବାସୀ ଅଦ୍ଭୁତପୂର୍ବ ସ୍ବାଗତ ଜଣାଇଛନ୍ତି। ଗ୍ରାମବାସୀ ମାଟିର ପୁଅଙ୍କୁ ସ୍ବାଗତ କରିବା ପାଇଁ ଜମିରେ ନିଜର ହାତ ରଖିଛନ୍ତି। ଏଥିସହିତ…
‘ନୂତନ କୃଷି ଆଇନକୁ ପଞ୍ଜାବ ନୁହେଁ ସମଗ୍ର ଦେଶ ପ୍ରତିବାଦ କରୁଛି’
ନୂଆଦିଲ୍ଲୀ,୬।୨: ନୂତନ କୃଷି ଆଇନକୁ କେବଳ ପଞ୍ଜାବ ନୁହେଁ, ସମଗ୍ର ଦେଶ ପ୍ରତିବାଦ କରୁଛି। ବାସ୍ତବ କଥାକୁ ଯଦି କେନ୍ଦ୍ର ସରକାର ଦେଖି ନ ପାରନ୍ତି, ତେବେ କେହି କିଛି କରିପାରିବେ ନାହିଁ ବୋଲି ଶନିବାର ଶିରୋମଣି ଅକାଳି ଦଳ ନେତ୍ରୀ…
ଅଣ୍ଡା ଭାଗ ନ ଛିଡ଼ିବାରୁ ଥାନାରେ ପହଞ୍ଚିଲେ ଦମ୍ପତି, ପୂରା ମାମଲା ଜାଣିଲେ…
ମୁମ୍ବାଇ,୬।୨: ସାମାନ୍ୟ ଅଣ୍ଡା ପାଇଁ ସ୍ତ୍ରୀ-ସ୍ବାମୀଙ୍କ କଳି ଯାଇ ଥାନାରେ ପହଞ୍ଚିବା ଯେତିକି ହାସ୍ୟାସ୍ପଦ ସେତିକି ଚର୍ଚ୍ଚାର ବିଷୟ ମଧ୍ୟ। ମହାରାଷ୍ଟ୍ରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ସ୍ତ୍ରୀ ସ୍ବାମୀଙ୍କ ଝଗଡ଼ାର ମୂଳ କାରଣ ଅଣ୍ଡା। ମହାରାଷ୍ଟ୍ରର ବୁଲଢାଣା…
ଇତିହାସ ରଚିବେ କୋବ୍ରା ବାଟାଲିୟନର ମହିଳା କମାଣ୍ଡୋ
ନୂଆଦିଲ୍ଲୀ,୬।୨: ଦେଶର ସର୍ବବୃହତ କେନ୍ଦ୍ରୀୟ ପୋଲିସ ଫୋର୍ସ(ସିଆର୍ପିଏଫ୍)ର ମହିଳା କମାଣ୍ଡୋ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଦୀର୍ଘଦିନର କଠିନ ପ୍ରଶିକ୍ଷଣ ପରେ କୋବ୍ରା ବାଟାଲିୟନ୍ରେ ପ୍ରଥମ ଥର ପାଇଁ ସିଆର୍ପିଏଫ୍ ମହିଳା କମାଣ୍ଡୋଙ୍କୁ ନିୟୋଜିତ କରାଯିବ। ସେମାନେ ନକ୍ସଲ ପ୍ରଭାବିତ…
ମାଓବାଦୀ ବିରୋଧୀ ଅଭିଯାନରେ ମହିଳା କମାଣ୍ଡୋଙ୍କୁ ସାମିଲ କଲା ସିଆର୍ପିଏଫ୍
ନୂଆଦିଲ୍ଲୀ,୬ ।୨: ସେଣ୍ଟ୍ରାଲ ରିର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍) ମହିଳା କମାଣ୍ଡୋଙ୍କୁ ନକ୍ସଲ ବିରୋଧୀ ଅଭିଯାନରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ୬ ମହିଳା ବାଟାଲିୟନର ୩୪ ମହିଳା କର୍ମୀଙ୍କୁ ୩ମାସ ପାଇଁ କୋବରା ପ୍ରି-ଇଣ୍ଡକସନ ଟ୍ରେନିଂ ନେବାକୁ ପଡିବ…
ଚାଇନା ସହ ୯ଥର କଥାବାର୍ତ୍ତା ପରେ ବି ବାହାରୁନି କୌଣସି ସମାଧାନ: ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୬ ।୨: ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଚାଇନା ସହ ପ୍ରାୟ ୯ଥର କଥାବାର୍ତ୍ତା ହୋଇଥିଲେ ବି ସୀମା ବିବାଦକୁ ନେଇ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ । ସେ କହିଛନ୍ତି ସେନା କମାଣ୍ଡର ଏପର୍ଯ୍ୟନ୍ତ ୯ଥର କଥାବାର୍ତ୍ତା ହୋଇ…
ନୀତୀଶ କୁମାରଙ୍କ ତୁଳନା ମୋଦିଙ୍କ ସହ କଲେ ଜିତନ ରାମ
ପାଟନା,୬ ।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହମ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଂଝି ଟୁଇଟ କରି ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ନିକଟରେ ସେ କରିଥିବା ଟୁଇଟରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ…
୩ ଘଣ୍ଟିଆ ଚକା ଜାମ୍: ଦିଲ୍ଲୀ ସୀମା ସିଲ୍-୧୦ ମେଟ୍ରୋ ଷ୍ଟେଶନ ବନ୍ଦ
ନୂଆଦିଲ୍ଲୀ, ୬।୨: କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଶନିବାର ୩ ଘଣ୍ଟିଆ ଚକା ଜାମ୍ ମଧ୍ୟାହ୍ନ ୧୨ଟାଠାରୁ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଥିଲା। ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବ୍ୟତିତ ଦେଶରେ ଅନ୍ୟ ରାଜ୍ୟ…
ସାମ୍ବିଧାନିକ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ ନ୍ୟାୟପାଳିକା: ମୋଦି
ନୂଆଦିଲ୍ଲୀ, ୬।୨: ସାମ୍ବିଧାନିକ ବ୍ୟବସ୍ଥାକୁ ସୁରକ୍ଷା ଯୋଗାଇ ଦେବା ଏବଂ ସୁଦୃଢ଼ କରିବା କ୍ଷେତ୍ରରେ ନ୍ୟାୟପାଳିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଦ୍ୱାରା ନାଗରିକ ଅଧିକାର ସୁରକ୍ଷିତ ହୋଇପାରିଥାଏ ବୋଲି ଶନିବାର ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ସମସ୍ୟା…
ରତନ ଟାଟାଙ୍କୁ ଭାରତରତ୍ନ ଦେବାକୁ ଦାବି: ରତନ କହିଲେ ଆପଣଙ୍କ ଭାବନକୁ ସ୍ୱାଗତ କରୁଛି
ନୂଆଦିଲ୍ଲୀ, ୬ ।୨: ସୋସିଆଲ ମିଡିଆରେ ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କୁ ଭାରତରତ୍ନ ଦେବାକୁ ବାଦି ଉଠିଛି । ଏହାକୁ ନେଇ ଟାଟା ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଆପଣଙ୍କ ଭାବନାକୁ ସ୍ୱାଗତ କରୁଛି ହେଲେ ଏଭଳି କ୍ୟାମ୍ପେନ…
Archives


