ଜାତୀୟ

ଶିବରାଜଙ୍କ ୧୪ ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା କଂଗ୍ରେସ

ଭୋପାଳ, ୧୩।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପାଇଁ କଂଗ୍ରେସ ସଙ୍କଟ ସୃଷ୍ଟି କରିଛି। ଶିବରାଜଙ୍କ ୧୪ ଜଣ ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ…

ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଲେ ରାମଦେବ

ମଥୁରା, ୧୩।୧୦:  ଯୋଗଗୁରୁ ରାମଦେବଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସି ପଡୁଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ମଥୁରାର ରମଣରେତି ଆଶ୍ରମର ବୋଲି କୁହାଯାଉଛି।…

୧୧ ରାଜ୍ୟ ସଭା ଆସନ ପାଇଁ ନଭେମ୍ବର ୯ରେ ନିର୍ବାଚନ

ନୂଆଦିଲ୍ଲୀ, ୧୩।୧୦: ନଭେମ୍ବର ୯ରେ ୧୧ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରେ ଉତ୍ତରପ୍ରଦେଶର ୧୦ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ରହିଛି। ନିର୍ବାଚନ ପାଇଁ ଅକ୍ଟୋବର ୨୦ରୁ ୨୭ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ।…

ଡିଟିଏଚ୍ ଉପରେ ମାଙ୍କଡ଼: କ୍ୟାପଶନ ବିଜେତାଙ୍କ ନାଁ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୩ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ କିଛି ଭିଡିଓ ମଧ୍ୟ ଶେୟାର କରିଥାଆନ୍ତି । ନିକଟରେ ଆନନ୍ଦ ମହିନ୍ଦ୍ରା…

ସମସ୍ତ ସରକାରୀ ସ୍କୁଲ ହେଲା ଡିଜିଟାଲ

ଥିରୁଭାନନ୍ତପୁରମ୍‌, ୧୩।୧୦: ପାଠପଢ଼ାରେ ଏକ ନମ୍ବର ରାଜ୍ୟ ପାଲଟି ଥିବା କେରଳରେ ଏବେ ଏକ ନୂଆ ଯୋଜନାରେ ରେକର୍ଡ କରିଛି। ରାଜ୍ୟ ସରକାର ସମସ୍ତ ସରକାରୀ ସ୍କୁଲକୁ ଡିଜିଟାଲ କରିିଛନ୍ତି। ରାଜ୍ୟର ୧୬ ହଜାର ସେକେଣ୍ଡାରୀ ଏବଂ ପ୍ରାଇମେରୀ ସ୍କୁଲରେ ଏବେ…

ଶୋଇଥିବା ଅବସ୍ଥାରେ ତିନି ଭଉଣୀଙ୍କ ଉପରେ ଏସିଡ୍ ମାଡ: ଜଣେ ଗୁରୁତର

ଗୌଂଡା ,୧୩ ।୧୦: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ବାରମ୍ବାର ବିରୋଧି ଓ ଶାସକ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଏଠାରେ କିନ୍ତୁ ଅପରାଧ ଯେମିତି କମିବାର ନାଁ ନେଉନି । ସୋମବାର ଶୋଇଥିବା ଅବସ୍ଥାରେ ୩ ଭଉଣୀଙ୍କ…

ପୋଙ୍ଗୋଙ୍ଗରେ ଡ୍ରାଗନର ନଜର: ବ୍ୟବହାର କରୁଛି ହାଇସ୍ପିଡ୍‌ ପାଟ୍ରୋଲିଂ କ୍ରାଫ୍ଟ୍‌

ଲେହ, ୧୩।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଲଗାତାର ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ଭାରତୀୟ ସେନାର କଡ଼ା ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଚାଇନା ଏବେ ପୋଙ୍ଗୋଙ୍ଗ ହ୍ରଦରେ ଅଣ୍ଡର ଓ୍ବାଟର ଗତିବିଧିକୁ ଜୋରଦାର କରିଛି। ଚାଇନା ଏଠାରେ ହାଇସ୍ପିଡ୍‌ ପାଟ୍ରୋଲିଂ…

ବିହାର ବିଧାନସଭା ନିର୍ବାଚନ: ୫୦ ଆସନରେ ପ୍ରାର୍ଥୀ ଦେବ ଶିବସେନା

ମୁମ୍ବାଇ, ୧୩।୧୦: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏଠାରେ ୪୦ରୁ ୫୦ ଆସନରେ ଶିବସେନା ପ୍ରାର୍ଥୀ ଦେବ ବୋଲି ଯୋଜନା କରିଛନ୍ତି। ଏନେଇ ଶିବସେନା ପକ୍ଷରୁ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରେ ଶିବସେନା ପ୍ରତିନିଧି ଏନେଇ ବିହାର ଯିବେ…

ତଙ୍ଗଧାରରେ ଅସ୍ତ୍ରଶସ୍ତ୍ର ଚୋରା କାରବାରର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୧୩।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନ ଲଗାତାର ଏଲ୍‌ଓସି ବାଟ ଦେଇ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣର ଉଦ୍ୟମ ଅବ୍ୟାହତ ରଖିଛି। ତଙ୍ଗଧାର ସେକ୍ଟରରେ ଅସ୍ତ୍ରଶସ୍ତ୍ର ଚୋରା କାରବାରର ପର୍ଦ୍ଦାଫାଶ୍‌ ହୋଇଛି। ଭାରତୀୟ ସେନା…

ଗୋବର ଦ୍ୱାରା କମ୍ ହେବ ରେଡିଏଶନ!

ନୂଆଦିଲ୍ଲୀ,୧୩ ।୧୦: ଅନେକ ସମୟରେ ଗାଈ ଗୋବରକୁ ନେଇ ବିଭିନ୍ନ ପ୍ରକାର ଦାବି କରାଯାଉଛି । ଆଉ ଏହାପରେ ଏହାକୁ ନେଇ ବିବାଦ ବି ମୁଣ୍ଡ ଟେକୁଛି । ପୁଣିଥଣେ ଏହି ଗାଈ ଗୋବରକୁ ନେଇ ଦାବି କରାଯାଇଛି କି ଏହା…

ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହାଇଦ୍ରାବାଦ, ୧୩ା୧୦: ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ସୋସିଆଲ ମିଡିଆରେ ଭୁଲ୍‌ ଭାବେ ଦର୍ଶାଇ ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦିଆଯିବା ପରେ ସୋମବାର ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବିଚାରପତିଙ୍କ ମାନହାନି ହେବା ଘଟଣାରେ ମାମଲା ରୁଜୁ କରିବାକୁ…

ଫାରୁକ୍‌ଙ୍କୁ ଭାଜପାର ସମାଲୋଚନା

ନୂଆଦିଲ୍ଲୀ, ୧୩ା୧୦:ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ମନ୍ତବ୍ୟକୁ ନେଇ ଭାଜପା ତୀବ୍ର ସମାଲୋଚନା କରିଛି। ଚାଇନା ୩୭୦ ଧାରା ଉଚ୍ଛେଦକୁ ବେଆଇନ ବୋଲି କହୁଛି। ଏହାର ସହାୟତାରେ ଜମ୍ମୁ-କଶ୍ମୀରରେ ୩୭୦ ଧାରା ପୁନଃ ଲାଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri