Posted inଜାତୀୟ

ମୋଦି ଭଗବାନ ଶିବଙ୍କ ଅବତାର: ଭାଜପା ମନ୍ତ୍ରୀ

ଶିମଲା,୧୨।୩ ହିମାଚଳ ପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଭରଦ୍ୱାଜ ଶିମଲା ରାମ ମନ୍ଦିରରେ ଶିବରାତ୍ରୀ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବ ଅବତାର ବୋଲି କହିଛନ୍ତି। ସେ କହିଛନ୍ତି ଯେ ୨୦୧୯ରେ ନିର୍ବାଚନ ଫଳାଫଳ ଆସିବାର ୨ ଦିନ ପୂର୍ବରୁ, ସେ କେଦାରନାଥ ଗୁମ୍ଫାରେ ୨ ଦିନ ବିତାଇଥିଲେ ଏବଂ ତାଙ୍କୁ ଶିବଙ୍କର ଆଶୀର୍ବାଦ ମିଳିଥିଲା। କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ରୋଗର ମୁକାବିଲା କରିଥିବାରୁ ତାଙ୍କୁ ବିଶ୍ୱରେ ଜଣେ ଦକ୍ଷ ନେତା ଭାବରେ ଦେଖାଯାଉଛି। ତେଣୁ ତାଙ୍କ ଉପରେ ଭଗବାନ ଶିବଙ୍କର ଆଶୀର୍ବାଦ ଥିବା ଏସବୁ ସମ୍ଭବ ହୋଇପାରୁଥିବା ସୁରେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଅଜିତ ମହାନ୍ତି

ନୂଆଦିଲ୍ଲୀ,୪ା୫: ବରିଷ୍ଠ ପଦାର୍ଥ ବିଜ୍ଞାନୀ ଅଜିତ କୁମାର ମହାନ୍ତି ବୁଧବାର ଆଟମିକ୍‌ ଏନର୍ଜି କମିଶନ (ଏଇସି) ଅଧ୍ୟକ୍ଷ ଏବଂ ଆଣବିକ ଶକ୍ତି ବିଭାଗ ସଚିବ ଭାବେ...

ନିଲମ ଗୋରେଙ୍କୁ ନେତା କଲେ ଏକନାଥ ଶିନ୍ଦେ, ପାର୍ଟି ଅଧ୍ୟକ୍ଷ ପରେ ସବୁଠାରୁ ବଡ ପଦ

ମୁମ୍ବାଇ,୮।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଲମ ଗୋରେଙ୍କୁ ଶିବସେନାର ନେତା ନିଯୁକ୍ତ କରିଛନ୍ତି। ଦଳ ଅଧ୍ୟକ୍ଷ ପରେ ସବୁଠାରୁ ବରିଷ୍ଠ ନେତାଙ୍କୁ ଏହି ପଦ...

୬୩ ଧନୀକଙ୍କ ପାଖରେ ଦେଶର ଗୋଟିଏ ବର୍ଷର ବଜେଟ ତୁଳନାରେ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ,୨୦।୧: ଦେଶର ୧ ପ୍ରତିଶତ ଧନୀକଙ୍କ ପାଖରେ ୭୦ ପ୍ରତିଶତ ଲୋକଙ୍କ ପାଖରେ ଥିବା ସମ୍ପତ୍ତି ଠୁଳ ହୋଇ ରହିଛି। ଏସବୁ ଧନୀକଙ୍କ ପାଖରେ ଥିବା...

ରାଷ୍ଟ୍ରପତି ହେଲେ କଶ୍ମୀର ସମସ୍ୟାର ସମାଧାନ କରିବାକୁ କହିଲେ ଯଶଓ୍ବନ୍ତ…

ଶ୍ରୀନଗର, ୯।୭ : ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା କଶ୍ମୀର ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଶନିବାର ଯଶଓ୍ବନ୍ତ ସିହ୍ନା କହିଛନ୍ତି ଯେ...

ନୀତିଶଙ୍କ ରଣନୀତି: ୬ ଜଣିଆ ଦଳ ଉପରେ ଦାୟିତ୍ୱ

ପାଟନା, ୨୮।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ବାଚନ ସ୍ବତନ୍ତ୍ର ରଣନୀତି ଆପଣେଇବା ସହିତ ଏହାର ଦାୟିତ୍ୱ ୬...

ଟ୍ରାଫିକ ନିୟମ ପାଳନ ନ କଲେ ଦେଖିବାକୁ ପଡ଼ିବ ୨ ଘଣ୍ଟିଆ ଫିଲ୍ମ

ଫରିଦାବାଦ୍‌, ୬।୮: ଟ୍ରାଫିକ୍‌ ନିୟମ ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ ହରିୟାଣାର ଫରିଦାବାଦ ପୋଲିସ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଜରିମାନା...

ସ୍ବାମୀଙ୍କ ସହ ମୋବାଇଲରେ କଥା ହୋଇ ସାପ ଉପରେ ବସିପଡିଲେ ମହିଳା

ଗୋରଖପୁର,୮।୯: ହରିୟାଣା ଗୋରଖପୁର ରିୟାବ ଗାଁର ଗୀତା ନାମକ ଜଣେ ମହିଳା ମୋବାଇଲ ଫୋନରେ କଥା ହୋଇ ସାପ ଉପରେ ବସି ପଡିବା ଏବେ ଚର୍ଚ୍ଚାର...

ପୁଣି ହୁ ହୁ ହୋଇ ବଢୁଛି କରୋନା: ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର

ନୂଆଦିଲ୍ଲୀ,୧୯।୩: କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନାର ଗ୍ରାଫ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ମହାରାଷ୍ଟ୍ରରେ କରୋନା ବେକାବୁ...

Advertisement
Archives

Model This Week