Posted inଜାତୀୟ

ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ମିଳିବା ଘଟଣାରେ ନୂଆ ମୋଡ

ନୂଆଦିଲ୍ଲୀ,୧୨।୩: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ମାମଲାର ଲିଙ୍କ୍‌ ତିହାର ଜେଲ ସହ ରହିଥିବା ପ୍ରମାଣ ମିଳିଛି। ତିହାର ଜେଲ କର୍ତ୍ତୃପକ୍ଷ ସବ ଜେଲ ନଂ୮ରେ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ଗୋଟିଏ ମୋବାଇଲ ଫୋନ ଓ ସିମ କାର୍ଡ ମିଳିଛି। ଏହି ମୋବାଇଲ ଫୋନ୍‌ରୁ ହିଁ ଟେଲିଗ୍ରାମ ଆକାଉଣ୍ଟ ‘ଜୈଶ-ଉଲ-ହିନ୍ଦ’ ତିଆରି କରାଯାଇଥିଲା। ଏହି ଆକାଉଣ୍ଟ ଜରିଆରେ ହିଁ ପ୍ରଥମେ ଅମ୍ବାନୀଙ୍କ ଘର ପାଖରେ ବିସ୍ଫୋରକ ଖଚିତ ଗାଡି ଠାବ ଘଟଣା ପାଇଁ ଜୈଶ-ଉଲ-ହିନ୍ଦ ନିଜକୁ ଦାୟୀ କରିଥିଲା। ଏଥିସହ ମୁକେଶ ଅମ୍ବାନୀଙ୍କ ଠାରୁ ଟଙ୍କା ମଧ୍ୟ ଦାବି କରାଯାଇଥିଲା। ପୋଲିସ ଏ ବିଷୟରେ ଖୋଳତାଡ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ଜେଲ ଗଲେ ଗିରଫ ଅମ୍ରିତପାଲ୍‌ଙ୍କ ସହଯୋଗୀ

ଚଣ୍ଡିଗଡ଼/ଦିବ୍ରୁଗଡ଼,୧୯।୩: ବେଆଇନ ଅସ୍ତ୍ରଶସ୍ତ୍ର ଜବତ ପରେ ଖଲିସ୍ତାନୀ ନେତା ଅମ୍ରିତପାଲ୍‌ ସିଂ ଓ ତାଙ୍କର ସହଯୋଗୀଙ୍କ ବିରୋଧରେ ରବିବାର ସାନି ମାମଲା ରୁଜୁ ହୋଇଛି। ଅମ୍ରିତ୍‌ପାଲଙ୍କୁ...

ଦ୍ୱିତୀୟ ଡୋଜ ଟିକା ନେଇଥିଲେ ବି ବଢୁଛି ସଂକ୍ରମଣ: ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଜମ୍ମୁ,୭ ।୧୧: ଜମ୍ମୁ-କଶ୍ମୀରରେ ବିଭିନ୍ନ ପ୍ରକାର ଉତ୍ସବ ପାଳନ ସମୟରେ କୋଭିଡ ଏସ୍‌ଓପିର ଅବମାନନା କରିବା ଏବେ ମହଙ୍ଗା ପଡିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ...

କରୋନା ଭଳି ବ୍ୟାପୁଛି ଇନ୍‌ଫ୍ଲୁଏଞ୍ଜା ଭାଇରସ, ସତର୍କ ରହିବକୁ କହିଲେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୭।୩: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି। ହେଲେ ଥଣ୍ଡା,କାଶ ଏବଂ ଜ୍ୱର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଚ୍‌୩ଏନ୍‌୨ ଭାଇରସ...

ଉଦ୍‌ଘାଟନର ୩ ଦିନ ପରେ ଧୋଇଗଲା ଫ୍ଲୋଟିଂ ବ୍ରିଜ୍‌

ଉଡୁପି,୧୦ ।୫: କର୍ନାଟକର ଉଡୁପିରେ ମାଲପେ ବିଚରେ ହୋଇଥିବା ରାଜ୍ୟର ପ୍ରଥମ ଭାସମାନ ପୋଲ ସମୁଦ୍ରରେ ଧୋଇ ଯାଇଛି । ୩ ଦିନ ପୂର୍ବରୁ ଅର୍ଥାତ୍...

ଏଲ୍‌ଜେପିରେ ଫାଟ ପରେ ଚିରାଗଙ୍କୁ ଆରଜେଡି-କଂଗ୍ରେସର ଅଫର

ପାଟନା,୧୫।୬: ବିହାର ରାଜନୈତିକ ଏବେ ସରଗରମ ରହିଛି। ଲୋକ ଜନଶକ୍ତି ପାଟି(ଏଲ୍‌ଜେପି)ରେ ଫାଟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏମ୍‌ପି ଚିରାଗ ପାଶଓ୍ବାନ ଏବେ ଏକୁଟିଆ...

ମାୟାବତୀ,ମମତା, ଚନ୍ଦ୍ରାବାବୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର: ଶରଦ ପାଓ୍ବାର

ମୁମ୍ବାଇ,୨୮।୪: ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ଯଦି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏଥର ବହୁମତ ସାବ୍ୟସ୍ତ କରିବାରେ ଅସଫଳ ହେବେ ତେବେ...

ଗୃହରେ ବିଶୃଙ୍ଖଳିତ ଆଚରଣ ଅକ୍ଷମଣୀୟ

ନୂଆଦିଲ୍ଲୀ, ୬।୭ (ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟ ଏବଂ ବିଧାନସଭା ଭିତରେ ଆଇନ ପ୍ରଣେତାଙ୍କ ବିଶୃଙ୍ଖଳିତ ଆଚରଣକୁ କ୍ଷମା କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଗୃହ...

ଲକ୍ଷ୍ନୌ ସଦର ବଜାରରେ କଡ଼ା କାର୍ଯ୍ୟାନୁଷ୍ଠାନ: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ୭ହଜାର ଲୋକ

ଲକ୍ଷ୍ନୌ,୧୬।୪: ଦେଶରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପୁଥିବା ବେଳେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାକୁ ରୋକିବା ପାଇଁ...

Advertisement
Archives

Model This Week