ମୋଦିଙ୍କ ବାୟୋପିକ୍ ନିର୍ମାତାଙ୍କ ଡ୍ରଗ୍ସ ଲିଙ୍କ: ସିଂଘଭି
ନୂଆଦିଲ୍ଲୀ, ୩୦।୮-ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ସହ ଡ୍ରଗ୍ର ସମ୍ପର୍କ ଥିବା ନେଇ ତଦନ୍ତ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ନିର୍ମାତା ସନ୍ଦିପ୍ ସିଂଙ୍କ ବିରୋଧରେ ଡ୍ରଗ୍ କାରବାର ଅଭିଯୋଗ ଆସିଛି। ସନ୍ଦିପ୍ଙ୍କର ଭାଜପା ଏବଂ...
ବାର୍ଥ ଡେ ପାର୍ଟି ବେଳେ ରେଷ୍ଟୁରାଣ୍ଟ ଭୁଶୁଡ଼ିଲା: ୨୯ ମୃତ
ବେଜିଂ,୩୦ା୮(ପି.ଟି.)- ଚାଇନାର ଶାଞ୍ଜି ପ୍ରଦେଶରେ ଏକ ରେଷ୍ଟୁରାଷ୍ଟ ଭୁଶୁଡ଼ିପଡ଼ିବାରୁ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଜିଆଙ୍ଗଫେନ୍ କାଉଣ୍ଟିସ୍ଥିତ ଚେନଝୁଆଙ୍ଗ ଗ୍ରାମର ଜୁଜିଆନ୍ ରେଷ୍ଟୁରାଷ୍ଟରେ ଶନିବାର ସକାଳେ ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ଜନ୍ମଦିନ ପାର୍ଟି ଚାଲିଥିବାବେଳେ ଏହି ଅଭାବନୀୟ ଘଟଣା...
ନକଲି ପ୍ରୋଭିଜିନାଲ ଆଡ୍ମିଶନ ତାଲିକାରେ ରହିଛି ସନ୍ନି ଲିଓନିଙ୍କ ନାମ
କୋଲକାତା, ୩୦।୮: ପଶ୍ଚିମବଙ୍ଗର ନର୍ଥ ୨୪ ପ୍ରଗଣାସ୍ଥିତ ବର୍ସାତ୍ ସରକାରୀ କଲେଜର ଆଡ୍ମିଶନ ଲାଗି ନକଲି ପ୍ରୋଭିଜିନାଲ ମେରିଟ୍ ଲିଷ୍ଟ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯେଉଁଥିରେ ଜଣାଶୁଣା ପର୍ନଷ୍ଟାର୍ ତଥା ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମ ରହିଥିବା...
ରାମଲୀଳା ପାଇଁ ଚାଲିଛି ପ୍ରସ୍ତୁତି, ମନୋଜ ତିଓ୍ବାରୀ କରିବେ ଅଭିନୟ
ନୂଆଦିଲ୍ଲୀ,୩୦।୮: କରୋନା ସମୟରେ ଦେଶରେ ସବୁ ମହୋତ୍ସବ ଫିକା ପଡିଯାଇଛି। ମାସ ମାସ ଧରି ଠପ୍ ହୋଇଯାଇଛି ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ। ଧୀରେ ଧୀରେ ସବୁକିଛି ସାଧାରଣ ହେବାକୁ ଲାଗିଛି। ଏବେ ରାମଲୀଳା ମଞ୍ଚସ୍ଥ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।...
ଦୁର୍ନୀତିଗ୍ରସ୍ତ, ଅପାରଗ ସରକାରୀ କର୍ମଚାରୀଙ୍କୁ ସାବାଡ୍ କରିବେ ମୋଦି ସରକାର
ନୂଆଦିଲ୍ଲୀ,୩୦।୮: ଦୁର୍ନୀତିଗ୍ରସ୍ତ ତଥା ଅପାରଗ ସରକାରୀ କର୍ମଚାରୀଙ୍କୁ ସାବାଡ୍ କରିବାକୁ ମୋଦି ସରକାର ବର୍ତ୍ତମାନ ପ୍ରସ୍ତୁତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏଭଳି ସରକାରୀ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁର୍ନୀତିଗ୍ରସ୍ତ ତଥା ଅଯୋଗ୍ୟ କର୍ମଚାରୀଙ୍କୁ...
କରୋନା ଆକ୍ରାନ୍ତ ଜଣାପଡିବା ପରେ ଏମିତି ନିଷ୍ପତ୍ତି ନେଲେ ସମାଜବାଦୀ ପାର୍ଟି ନେତା
ବରେଲି,୩୦।୮: ବରେଲିର ଏସଆରଏମଏସ ମେଡ଼ିକାଲ କଲେଜରେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ସମାଜବାଦୀ ପାର୍ଟି ନେତା ରମଣ ଚୌଧୁରୀ ଦିଲ୍ଲୀ-ବରେଲି-ନୈନିତାଲ ରାଜପଥର ଏକ ଓଭରବ୍ରିଜରୁ ତଳକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ଏହା ଏକ ଦୁର୍ଘଟଣା ହୋଇଥିବା ପୋଲିସ ସନ୍ଦେହ...
ନିଟ୍, ଜେଇଇ ପରୀକ୍ଷାକୁ ବିରୋଧ କରୁଥିବା ଏହି ୯ ବର୍ଷୀୟା ଝିଅ କିଏ ଜାଣନ୍ତି କି
ମଣିପୁରର ଲିସିପ୍ରିୟା କଙ୍ଗୁଜାମଙ୍କୁ ମାତ୍ର ୯ ବର୍ଷ ବୟସ। କଲେଜରେ ପଢିବାକୁ ତାଙ୍କର ପ୍ରାୟ ୧୦ ବର୍ଷ ଅଛି, ତଥାପି ସେ ଏନ୍ଇଇଟି ଏବଂ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରୁଛନ୍ତି। ଏହି କୁନି ଆକ୍ଟିଭିଷ୍ଟ(ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକର୍ତ୍ତା)...
ଆମେ କାହା ହାତରେ ଚାଲୁଥିବା କଣ୍ଡେଇ ନୁହେଁ: ଫାରୁଖ
ନୂଆଦିଲ୍ଲୀ,୩୦।୮: ପଡୋଶୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସର ନେତା ଫାରୁକ ଅବଦୁଲ୍ଲା। ସେ କହିଛନ୍ତି ସେମାନେ କାହାର ହାତରେ ଚାଲୁଥିବା କଣ୍ଢେଇ ନୁହେଁଁ। ପାକିସ୍ତାନ ସବୁବେଳେ ଜମ୍ମୁ କଶ୍ମୀରର ରାଜନୀତିକ...
ସ୍ବାମୀ କରିଥିଲେ ଏମିତି କାମ, ରକ୍ତରେ ‘ଆଇ ଲଭ୍ ୟୁ ବାବୁ’ ଲେଖି ସ୍ତ୍ରୀ କଲେ…
କାନପୁର,୩୦।୮: ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଖବର ଜଣାପଡିବା ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଟ୍ ନୋଟ୍ ଜବତ କରିଛି। ନୋଟ୍ରେ ଆଇ ଲଭ୍ ୟୁ ବାବୁ ଲେଖାଯାଇଥିବାବେଳେ କ’ଣ...
ବିଳମ୍ବିତ ରାତିରେ ପାର୍ଟି କରୁଥିଲେ କିଛି ଯୁବତୀ, ଆଉ ତା’ ପରେ…
ଲକ୍ଷ୍ନୌ,୩୦ା୮: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ବିନା ଅନୁମତିରେ ପାର୍ଟି କରୁଥିବା ୭ ବିଦେଶୀ ପୁରୁଷ ଏବଂ ୪ ବିଦେଶୀ ଯୁବତୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ରାତିରେ ଏହିମାନେ ବିନା ଅନୁମତିରେ ପାର୍ଟି କରୁଥିଲେ। ପୋଲିସ ଘଟଣାସ୍ଥଳରୁ ୭...
ସିଲ୍ ହେଲା ଲତାଙ୍କ ଘର
ମୁମ୍ବାଇ,୩୦।୮: କରୋନା ମହାମାରୀ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇ ସାରିଛି। କରୋନା କବଳରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଆସି ଗଲେଣି। ବଲିଉଡ୍ ମହାନାୟକ ବିଗ୍ ବିଙ୍କଠାରୁ...
କୋହଲିଙ୍କ ଘରେ କରୋନା ସଂକ୍ରମଣ…
ବଲିଉଡ୍, ୩୦।୮: ବଲିଉଡ୍ ଅଭିନେତା ତଥା ‘ୟାରିୟାଁ’ ଫେମ୍ ହିଂମାଶ କୋହଲିଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଲକ୍ଡାଉନ୍ ଯୋଗୁ ହିଂମାଶ ଏବେ ଦିଲ୍ଲୀରେ ପରିବାର ସହିତ ରହୁଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କଠାରେ କରୋନାର ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ...
Archives


