ରାମ ମନ୍ଦିର ନିର୍ମାଣ ପାଇଁ ୨,୧୦୦ କୋଟି ଦାନ ସଂଗ୍ରହ
ଅଯୋଧ୍ୟା,୨୮।୨: ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କଠାରୁ ୨,୧୦୦ କୋଟି ଟଙ୍କାର ଦାନ ଇତିମଧ୍ୟରେ ସଂଗ୍ରହ କରାଯାଇଛି। ଏନେଇ ଟ୍ରଷ୍ଟ୍ ପକ୍ଷରୁ ସୂଚନା ଦିଆଯାଇଛି। ୪୪ ଦିନିଆ ଦାନ ସଂଗ୍ରହ ଅଭିଯାନ ଶନିବାର ଶେଷ ହୋଇଛି। ଜାନୁୟାରୀ ୧୫ରେ ଅଭିଯାନ ଆରମ୍ଭ…
ଲକ୍ଡାଉନ ଯୋଗୁ କମିଛି ୯୬ ପ୍ରତିଶତଙ୍କ ରୋଜଗାର
ମୁମ୍ବାଇ,୨୮ ।୨: କରୋନା ମହାମାରୀ ପାଇଁ ଗତ ବର୍ଷ ଲଗାଯାଇଥିବା ଳକ୍ଡାଉନକୁ ଏବେ ବର୍ଷେ ପୂରଣ ହେବାକୁ ଯାଉଛି । ତେବେ କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଲକ୍ ଡାଉନ ଯୋଗୁ ପ୍ରାୟ ୯୬ ପ୍ରତିଶତ ଲୋକଙ୍କର…
ପଞ୍ଜାବୀ କହିବ ଏବଂ ବୁଝିବ ଏହି ରୋବଟ
ପଞ୍ଜାବରେ ଲୋକେ ପଞ୍ଜାବୀ ଭାଷାରେ କଥାବାର୍ତ୍ତା କରିଥାନ୍ତି। କିଛି ଦେଶରେ ମଧ୍ୟ ପଞ୍ଜାବୀ ଭାଷାରେ ଲୋକେ କଥା ହୁଅନ୍ତି। ବିଶ୍ୱର ଅନ୍ୟ ଭାଗରେ ଯେଉଁଠି ଭାରତୀୟମାନେ ବସବାସ କରୁଛନ୍ତି ସେଠାରେ ଅଧିକାଂଶ ଲୋକ ପଞ୍ଜାବୀ ଭାଷାରେ କଥା ହୁଅନ୍ତି। ଜଳନ୍ଧର ସରକାରୀ…
ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ
ପୁଣେ,୨୮।୨: ଦେଶରେ କରୋନା ଆତଙ୍କ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର କେତେକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପୁଣେରେ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜକୁ ବନ୍ଦ…
ସରକାରଙ୍କ ନୂଆ ରେକର୍ଡ: ୧୮ ଘଣ୍ଟାରୁ କମ୍ ସମୟରେ ୨୫.୫୪ କିଲୋମିଟର ରାଜରାସ୍ତା ନିର୍ମାଣ ଶେଷ
ହାଇଦ୍ରାବାଦ୍,୨୮।୨: ସଡ଼କ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ନୂଆ ରେକର୍ଡ କରିଛନ୍ତି। ମାତ୍ର ୧୭ ଘଣ୍ଟା ୪୫ ମିନିଟରେ ୨୫,୫୪ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏନେଇ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ…
ପୁଡୁଚେରୀରେ ସରକାର ଗଢିବ ଏନ୍ଡିଏ: ଶାହା
ପୁଡୁଚେରୀ,୨୮ ।୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ପୁଡୁଚେରୀ ଗସ୍ତରେ ଅଛନ୍ତି । ରବିବାର ସେ କରାଇକଲଠାରେ ଏକ ଜନସଭାକୁ ସାମ୍ବାଧନ କରିବା ଅବସରରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ନାରାୟଣସ୍ୱାମୀ ସରକାର କେନ୍ଦ୍ର ଶାସିତ ପ୍ରଦେଶରେ…
ଅନ୍ଲାଇନରେ ଆଉ ଖେଳି ପାରିବେନି ରମି ଗେମ୍, ଏହି ରାଜ୍ୟ ସରକାର ଲଗାଇଲେ ପ୍ରତିବନ୍ଧକ
ଥିରୁଭନନ୍ତପୁରମ,୨୮।୨: ଏବେ ଅନ୍ଲାଇନରେ ଆଉ ରମି ଗେମ୍ ଖେଳିପାରିବେ ନାହିଁ। ଏନେଇ କେରଳ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଶନିବାର ସରକାର ଏହି ଘୋଷଣା କରିଛନ୍ତି। ଏନେଇ ଅଧିସୂଚନା ଜାରି କରାଯାଇଛି। ଏଥିରେ କୁହାଯାଇଛି କି, ଅନ୍ଲାଇନରେ ରମି ଗେମ୍ ଖେଳାଯାଇପାରିବ ନାହିଁ।…
ଅରୁଣାଚଳ ପ୍ରଦେଶ ହେଲା କରୋନା ମୁକ୍ତ ରାଜ୍ୟ
ଇଟାନଗର,୨୮ ।୨: ଅରୁଣାଚଳ ପ୍ରଦେଶ ଏବେ କରୋନା ମୁକ୍ତ ରାଜ ପାଲଟି ଯାଇଛି । ରବିବାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୩ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ଏବେ ଏହି ରାଜ୍ୟ କରୋନା…
ଗୋଟିଏ ସୋସାଇଟିରେ ୨୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ
ଗୁରୁଗ୍ରାମ,୨୮ ।୨: କରୋନା ମହାମାରୀର କଡ ଲେଉଟାଣି ପୁଣି ଦେଶବାସୀଙ୍କୁ ଚିନ୍ତାରେ ପକାଇଲାଣି । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ କମ୍ ହୋଇ ଆସିଥିବା ବେଳେ ଗତ କିଛିଦିନ ହେବ କିଛି ରାଜ୍ୟରେ ପୁଣି ଏହା ବୃଦ୍ଧି ପାଇବାରେ ଲାଗିଛି ।…
କଂଗ୍ରେସର ନାଁ ପରିବର୍ତ୍ତନ କରିବାକୁ ରାହୁଲଙ୍କୁ ଚିଠି ଲେଖିଲା ହିନ୍ଦୁ ମହାସଭା!
ନୂଆଦିଲ୍ଲୀ,୨୮ ।୨: ହିନ୍ଦୁ ମହାସଭାର ନେତା କଂଗ୍ରେସର ସଦସ୍ୟତା ଗ୍ରହଣ କରିବା ପରେ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏବେ ହିନ୍ଦୁ ମହାସଭା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଳେଖିଥିବା ସୂଚନା ମିଳିଛି ।…
ଜଳ ପାରସ ମଣିଠାରୁ ବି ମୂଲ୍ୟବାନ: ମୋଦି
ନୂଆଦିଲ୍ଲୀ,୨୮।୨: ଦେଶରେ ଜଳ ସଂରକ୍ଷଣ ଜରୁରୀ। ଏହା ଜୀବନ ତଥା ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ପାରସ ମଣି ଲୁହାକୁ ମଧ୍ୟ ସୁନାରେ ପରିଣତ କରିଥାଏ ବୋଲି କୁହାଯାଇଥାଏ। ସେହିପରି ଜଳର ପ୍ରତି ବୁନ୍ଦାର ସ୍ପର୍ଶ ଜୀବନ ଲାଗି ମୂଲ୍ୟବାନ। ସରକାରଙ୍କ ପକ୍ଷରୁ…
‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପୂର୍ବରୁ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ
ନୂଆଦିଲ୍ଲୀ,୨୮ ।୨:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲଗାତାର ଭାବେ ଦୋଷ ଲଦି ଆସୁଥିବା ଦେଖାଯାଇଛି । ଏଥର ବି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ପ୍ରତି ରବିବାର…
Archives


