ଜାତୀୟ

କରୋନା କର୍ଫ୍ୟୁ: ଅଟକିଲା ୧୭ ଶହ ବାହାଘର

ଅହମଦାବାଦ୍‌,୨୧।୧୧:ଗୁଜରାଟରେ କରୋନା ମହାମାରୀ ପୁଣି ଥରେ ଲୋକଙ୍କୁ ଆତଙ୍କିତ କରିବା ଆରମ୍ଭ କରିଛି। ସଂକ୍ରମଣରେ ରୋକ ଲଗାଇବା ଲାଗି ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଜାରି ହୋଇଛି। ଫଳରେ ଅହମଦାବାଦ୍‌ରେ ୧୭ ଶହ ବାହାଘର ଅଟକି ରହିଛି। ଶନିବାର ସହରରେ ୫ ଶହ…

ନଗରୋଟା ଏନ୍‌କାଉଣ୍ଟର: ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ସମନ ଜାରି

ନୂଆଦିଲ୍ଲୀ,୨୧।୧୧: ଜମ୍ମୁ-କଶ୍ମୀରର ନଗରୋଟା ଏନ୍‌କାଉଣ୍ଟର ମାମଲାରେ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତ ସମନ ଜାରି କରିଛି। ମୃତ ଆତଙ୍କବାଦୀମାନେ ପାକିସ୍ତାନ ସହିତ ଯୋଗାଯୋଗରେ ଥିବା ପ୍ରମାଣ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦୀଙ୍କ ପାଖରୁ ଡିଜିଟାଲ ମୋବାଇଲ ରେଡିଓ ମିଳିଛି।…

ଦିଲ୍ଲୀରେ ବଢ଼ୁଛି କରୋନା ଗ୍ରାଫ: ୨୪ ଘଣ୍ଟାରେ ଗଲା ୧୧୮ଜୀବନ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ରାଜ୍ୟସରକାର ଯେତେ ପ୍ରଚେଷ୍ଟା କଲେ ମଧ୍ୟ ସେଥିରେ ବିଫଳ ହୋଇଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ,…

ବିହାରରେ ଲଭ ଜିହାଦକୁ ନେଇ ଆଇନ ଆଣିବ ଭାଜପା!

ପାଟନା,୨୧ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ରାଜ୍ୟ ମଧ୍ୟପ୍ରଦେଶରେ ଯେଉଁଠି ଲଭ ଜିହାଦକୁ ନେଇ ଆଇନର ଡ୍ରାପ୍ଟ ତିଆରି ହୋଇ ସାରିଲାଣି ଅନ୍ୟପଟେ ଉତ୍ତରପ୍ରଦେଶରେ ମଧ୍ୟ ଖୁବ୍‌ଶୀଘ୍ର ଏହାକୁ ନେଇ ଆଇନ ଆସିଯିବ ବୋଲି କୁହାଯାଉଛି । ହରିୟାଣା, କର୍ନାଟକ…

ନୌସେରାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୨୧।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ଜାଣିଶୁଣି ଏଠାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ରାଜୌରୀ ଜିଲାର ନୌସେରା ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ହାବିଲଦାର ଶହୀଦ୍‌ ହୋଇଛନ୍ତି॥…

ଶିକ୍ଷା ସମାପ୍ତ ପରେ ଦେଶର ବିକାଶରେ ସହଯୋଗ କରିବା ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୨୧।୧୧: ଦେଶର ବିକାଶରେ ଯୁବବର୍ଗଙ୍କର ସହଯୋଗ ଅପରିହାର୍ଯ୍ୟ। ଏପରିସ୍ଥଳେ ଶିକ୍ଷାର୍ଥୀମାନେ ଶିକ୍ଷା ସମାପ୍ତ ପରେ ଦେଶର ବିକାଶ କାର୍ଯ୍ୟରେ ସହଯୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୁଜରାଟ ଗାନ୍ଧିନଗରଠାରେ ଥିବା ପଣ୍ଡିତ ଦିନଦୟାଲ ପେଟ୍ରୋଲିୟମ୍‌ ୟୁନିଭରସିଟିର ୮ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ…

ମିଶନ ତାମିଲନାଡୁ ଆରମ୍ଭ: ରଜନୀକାନ୍ତଙ୍କୁ ଭେଟିବେ ଶାହା

ନୂଆଦିଲ୍ଲୀ,୨୧।୧୧: ଭାଜପାର ମିଶନ ତାମିଲନାଡୁ ଆରମ୍ଭ ହୋଇଛି। ଏହି ମର୍ମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟିବାର ଯୋଜନା ରହିଛି। ବିହାରରେ ଭାଜପା ନିଜର ସ୍ଥିତି ସୁଦୃଢ଼ କରିବା ପରେ ଏବେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଉପରେ ନଜର…

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଲେ ବିଏସ୍‌ଏଫ୍‌ ଯବାନ

ଶ୍ରୀନଗର,୨୧।୧୧: ଏଲ୍‌ଓସିରେ ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ସାମ୍ବା ସେକ୍ଟରରେ ଏକ ପାକିସ୍ତାନ ଡ୍ରୋନ୍‌କୁ ବିଏସ୍‌ଏଫ୍‌ ଯବାନ ଗୁଳିକରି ଖସାଇ ଦେଇଛନ୍ତି। ଡ୍ରେନ୍‌ଟି ଭାରତୀୟ ସୀମାର ୫୦୦ ମିଟର ଭିତରକୁ ପ୍ରବେଶ କରିଥିବା କୁହାଯାଉଛି। ଡ୍ରୋନ୍‌କୁ ଦେଖିବା ପରେ ବିଏସ୍‌ଏଫ୍‌…

ମୁଖ୍ୟ ସଚିବ, ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ/ ପୁରୀ ଅଫିସ, ୨୧। ୧୧: ପୁରୀ ପୋଲିସ ହେପାଜତରେ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇନର ଶାସନ ଚାଲିଥିବା ଦେଶରେ ଏସବୁ ଗ୍ରହଣୀୟ ନୁହେଁ ବୋଲି କମିଶନ କହିଛନ୍ତି। ଏହି…

କରୋନାର ଦୋହରା ମାଡ଼: ପୁଣି କଟକଣା, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ କେତେକ ରାଜ୍ୟରେ ପୁଣି କଟକଣା ଜାରି କରାଯିବା ସହିତ ଖୋଲା ଯାଇଥିବା ସ୍କୁଲକୁ ବନ୍ଦ କରାଯାଇଛି। ଗୁଜରାଟ ଏବଂ ମଧ୍ୟପ୍ରଦେଶରେ କର୍ଫ୍ୟୁ ଲଗାଯିବ ସହିତ କେତେକ କଟକଣା ମଧ୍ୟ…

ଧାର୍ମିକ କଠୋରତା-ଆକ୍ରାମକ ରାଷ୍ଟ୍ରବାଦ କବଳରେ ପଡ଼ିଛି ଦେଶ: ହମିଦ୍‌ ଅନସାରୀ

ନୂଆଦିଲ୍ଲୀ,୨୧।୧୧: କରୋନା ମହାମାରୀ ପୂର୍ବରୁ ଦେଶରେ ଧାର୍ମିକ କଠୋରତା ଏବଂ ଆକ୍ରାମକ ରାଷ୍ଟ୍ରବାଦ କବଳରେ ପଡ଼ିଛି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ବିଭାଜନ ଚିନ୍ତା ଧାରା ସୃଷ୍ଟି ହେବାରେ ଲାଗିଛି। କଂଗ୍ରେସ ସଦସ୍ୟ ଶଶି ଥରୁର୍‌ଙ୍କ ପୁସ୍ତକ ‘ ଦି ବ୍ୟାଟେଲ ଅଫ୍‌…

ଷ୍ଟାଲିନଙ୍କ ପୁଅ ଅଟକ

ନାଗପଟ୍ଟିନମ୍‌,୨୧ା୧୧(ପି.ଟି.): ତାମିଲନାଡୁରେ ଏଆଇଏଡିଏମ୍‌କେର କୁଶାସନ ବିରୋଧରେ ସଭା କରୁଥିବାବେଳେ ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ଅଟକ ରଖିବା ପରେ ଛାଡ଼ିଦେଇଛି। ୨୦୨୧ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଡିଏମ୍‌କେ ଯୁବ ଶାଖା ସମ୍ପାଦକ ଉଦୟନିଧି ଶୁକ୍ରବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri