Posted inଜାତୀୟ

ବିଳମ୍ବିତ ରାତିରେ ପାର୍ଟି କରୁଥିଲେ କିଛି ଯୁବତୀ, ଆଉ ତା’ ପରେ…

ଲକ୍ଷ୍ନୌ,୩୦ା୮: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ବିନା ଅନୁମତିରେ ପାର୍ଟି କରୁଥିବା ୭ ବିଦେଶୀ ପୁରୁଷ ଏବଂ ୪ ବିଦେଶୀ ଯୁବତୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ରାତିରେ ଏହିମାନେ ବିନା ଅନୁମତିରେ ପାର୍ଟି କରୁଥିଲେ। ପୋଲିସ ଘଟଣାସ୍ଥଳରୁ ୭ ପୁରୁଷ ଏବଂ ୪ ଯୁବତୀଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ୩୦୦ ବିଦେଶୀ ବ୍ରାଣ୍ଡ ମଦ ମଧ୍ୟ ଜବତ କରିଛି। ପୋଲିସ କହିଛି ଯେ, ଏହି ପାର୍ଟିରେ ଅନେକ ଲୋକ ଜଡ଼ିତ ଥିଲେ। ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ସୁରଜପୁର ପୋଲିସ ଷ୍ଟେଶନକୁ ସୂଚନା ଦିଆଯାଇଥିଲା ଯେ, କିଛି ଲୋକ ଗ୍ରେଟର ନୋଏଡା ଅଞ୍ଚଳରେ ଥିବା ଏକ ଘରେ ବିନା ଅନୁମତିରେ ରେଭ୍‌ ପାର୍ଟି ଆୟୋଜନ କରୁଛନ୍ତି। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୧ ଜଣଙ୍କୁ ଗିରଫ କରିଥିଲା। ପୋଲିସ କହିଛି ଯେ, ଏହି ପାର୍ଟିରେ ୫୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏହି ଚଢ଼ାଉ ବେଳେ ୧୧ ଜଣ ଧରା ପଡ଼ିଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରୁ ମୁକୁଳିବା ପରେ ମାତୋଶ୍ରୀରେ ପହଞ୍ଚିଥିଲେ ସଞ୍ଜୟ

ମୁମ୍ବାଇ,୧୦।୧୧: ମନି ଲଣ୍ଡରିଂ ମାମଲାରେ ଜେଲ୍‌ରୁ ମୁକୁଳିବାର ଗୋଟିଏ ଦିନ ପରେ ସଞ୍ଜୟ ରାଉତ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିବା ପାଇଁ ତାଙ୍କ...

୭୨ ଘଣ୍ଟାରେ ୫୪ ଜଣଙ୍କ ମୃତ୍ୟୁ, ୪୦୦ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ/ଲକ୍ଷ୍ନୌ,୧୮।୬: ବିଗତ କିଛିଦିନ ହେଲା ଦେଶର ଚାରିଆଡ଼େ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲାଗି ରହିଛି। ଫଳରେ ଲୋକେ ସକାଳ ୮ଟାରୁ ଗରମରେ ଆଉଟୁପାଉଟୁ...

କେନ୍ଦ୍ର ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବା ନିଶ୍ଚିତ…

ନୂଆଦିଲ୍ଲୀ,୧।୮ : ୪୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପ୍ରାୟ ୬୨ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି । ଜୁଲାଇ...

ବିଶ୍ୱର ପ୍ରଥମ ନାଜାଲ କୋଭିଡ୍‌ ଟିକାକୁ ମଞ୍ଜୁରୀ

ପୁଣେ,୨୯।୧୧:ଭାରତ ବାୟୋଟେକ୍‌ ପ୍ରସ୍ତୁତ ବିଶ୍ୱର ପ୍ରଥମ ଇଣ୍ଟରନାଜାଲ କୋଭିଡ୍‌ ଟିକା ଆଇଏନ୍‌ସିଓଭିଏସିସିକୁ ମଞ୍ଜୁରୀ ମିଳିଛି। ଜରୁରୀ ସ୍ଥିତିରେ ଏହି ଟିକାର ପ୍ରାଥମିକ ସିରିଜ୍‌ ଏବଂ ହେଟେରୋଲୋଜିଅସ୍‌...

ଚାଇନାରେ ଏସ ଜୟଶଙ୍କରଙ୍କୁ ଭେଟିଥିଲେ ମୋଦି: ଏବେ କ୍ୟାବିନେଟରେ ଦେଲେ ଯାଗା

ନୂଆଦିଲ୍ଲୀ, ୩୧।୫: ୫୭ ମନ୍ତ୍ରୀଙ୍କ ସହ ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମନ୍ତ୍ରୀମଣ୍ଡଳରେ ବହୁ ପୁରୁଣାଙ୍କୁ ନୂଆ ନେତାଙ୍କୁ ସାମିଲ...

ୟୁନିଫର୍ମ ସିଭିଲ କୋଡ୍‌ ଆଇନ ଆଣିବାକୁ ମୋଦିଙ୍କୁ ଅନୁରୋଧ କଲେ ରାଜ୍‌ ଠାକ୍‌ରେ

ପୁଣେ,୨୨।୫: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁନିଫର୍ମ ସିଭିଲ କୋଡ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ...

କରୋନା ଗ୍ରାଫ୍‌ ଉପରମୁହାଁ: ଏହି ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଶିମଲା,୩୦।୭: ହିମାଚଳ ପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ଦିନ ଧରି ରାଜ୍ୟରେ ଲଗାତର ଭାବେ...

ମାଲେଗାଓଁ ବିସ୍ଫୋରଣ ମାମଲାର ଶୁଣାଣି କ୍ୟାମେରା ସାମ୍ନାରେ ହେବନି: କୋର୍ଟ

ମୁମ୍ବାଇ,୧।୧୦: ୨୦୦୮ମାଲେଗାଓଁ ବିସ୍ଫୋରଣ ଘଟଣାର ଶୁଣାଣି କ୍ୟାମେରା ଆଗରେ କରାଯିବ ନାହିଁ ବୋଲି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ କହିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କ୍ୟାମେରା ଆଗରେ...

Advertisement
Archives

Model This Week