ଟ୍ରିପଲ୍-ମ୍ୟୁଟାଣ୍ଟ ଚିନ୍ତାଜନକ
କୋଲକାତା, ୨୩ା୪: ପଶ୍ଚିମବଙ୍ଗରେ କରୋନା ଭୂତାଣୁର ନୂଆ ରୂପ (ଟ୍ରିପଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍) ମିଳିବା ପରେ ଏହା ଚିନ୍ତା ବଢ଼ାଇଛି। ଡବଲ୍ ମ୍ୟୁଟାଣ୍ଟ (ବି.୧.୬୧୭) ପରେ ଭାରତରେ ଏହା ଦ୍ୱିତୀୟ ଟ୍ରିପଲ୍ ମ୍ୟୁଟାଣ୍ଟ (ବି.୧.୬୧୮) ଷ୍ଟ୍ରେନ୍। ଉକ୍ତ ନୂଆ ରୂପ ଅଧିକ…
ଜାତୀୟ ଜରୁରୀ ପରିସ୍ଥିତି
ନୂଆଦିଲ୍ଲୀ,୨୩ା୪:ସମ୍ପ୍ରତି ଭାରତରେ ଉପୁଜିଥିବା କୋଭିଡ୍-୧୯ ସ୍ଥିତିକୁ ସୁପ୍ରିମକୋର୍ଟ ନ୍ୟାଶନାଲ ଏମର୍ଜେନ୍ସି ବା ଜାତୀୟ ଜରୁରିକାଳୀନ ପରିସ୍ଥିତି ବୋଲି ଅଭିହିତ କରିଛନ୍ତି। ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ, ଶଯ୍ୟା ଓ ଆଣ୍ଟାଇ-ଭାଇରାଲ ଡ୍ରଗ୍ ରେମ୍ଡେସିଭିର ସଙ୍କଟକୁ ନେଇ ୬ ହାଇକୋର୍ଟରେ କେତେକ ପିଟିଶନର ଶୁଣାଣି ଚାଲିଥିବାବେଳେ…
କୋଭିଡ ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ: ୧୩ ଜଣ କରୋନା ରୋଗୀଙ୍କ ଜୀବନ ଗଲା
ମୁମ୍ବାଇ,୨୩।୪।: ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ବିରାର ଅଞ୍ଚଳରେ ବିଜୟ ବଲ୍ଲଭ କୋଭିଡ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ୧୫ ଜଣ ରୋଗୀ ହସ୍ପିଟାଲରେ ଆଇସିୟୁରେ ଥିଲେ, ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ…
ଆଉ ୩ ସପ୍ତାହ ପରେ କମିବ ସଂକ୍ରମଣ
ନୂଆଦିଲ୍ଲୀ, ୨୨।୪: ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବା ବେଳେ ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଏହା ଶୀର୍ଷରେ ପହଞ୍ଚତ୍ବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶେଷଜ୍ଞମାନଙ୍କ ଗାଣିତିକ ସୂତ୍ର ଅନୁଯାୟୀ ମେ’ ୧୧ରୁ ୧୫ ମଧ୍ୟରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା…
ପଶ୍ଚିମବଙ୍ଗର ଟ୍ରିପଲ୍-ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବଢାଉଛି ଚିନ୍ତା
କୋଲକାତା, ୨୨।୪: ପଶ୍ଚିମବଙ୍ଗରେ କରୋନା ଭୂତାଣୁର ନୂଆ ରୂପ (ଟ୍ରିପଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍) ମିଳିବା ପରେ ଏହା ଚିନ୍ତା ବଢ଼ାଇଛି। ଡବଲ୍ ମ୍ୟୁଟାଣ୍ଟ (ବି.୧.୬୧୭) ପରେ ଭାରତରେ ଏହା ଦ୍ୱିତୀୟ ଟ୍ରିପଲ୍ ମ୍ୟୁଟାଣ୍ଟ (ବି.୧.୬୧୮) ଷ୍ଟ୍ରେନ୍। ଉକ୍ତ ନୂଆ ରୂପ ଦ୍ରୁତ…
ଚିଠି ସହ ଚୋର ଫେରାଇଲା କୋଭିଡ୍ ଟିକା ଭର୍ତ୍ତି ବ୍ୟାଗ୍
ଚଣ୍ଡିଗଡ଼,୨୨।୪ : ହରିୟାଣର ରାଜଧାନୀ ଚଣ୍ଡିଗଡ଼ରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ଗୁରୁବାର ୧୭୦୦ କୋଭିଡ୍-୧୯ ଟିକା ଭର୍ତ୍ତି ଥିବା ଏକ ବ୍ୟାଗ ଚୋରି କରିଥିଲା। କିନ୍ତୁ ବ୍ୟାଗରେ କ’ଣ ଅଛି ଜାଣିବା ପରେ ବଦଳି ଯାଇଥିଲା ତା’ର…
ମାଗଣା ବିଅର ପାଇଲେ କରୋନା କଥା ଚିନ୍ତା କରୁଛି କିଏ
ବାଙ୍ଗାଲୋର,୨୨।୪ : କରୋନାର ଦ୍ୱିତୀୟ ଲହର ଯୋଗୁ ଦେଶରେ ଦୈନିକ ସଂକ୍ରମଣ ପ୍ରତ୍ୟେକ ଦିନ ରେକର୍ଡ କରୁଛି। ଏହା ସତ୍ତ୍ୱେ ବଦଳି ନାହିଁ ଲୋକଙ୍କ ମାନସିକତା। ଏବେ ମଧ୍ୟ ଲୋକେ କରୋନାଠୁ ସୁରକ୍ଷିତ ରହିବା ବଦଳରେ ମାଗଣା ବିଅରକୁ ପ୍ରଧାନ୍ୟ ଦେଉଛନ୍ତି।…
ଅକ୍ସିଜେନ ନ ଥିବା ହସ୍ପିଟାଲର ତାଲିକା ପ୍ରକାଶ କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ୨୨।୪: ଦିଲ୍ଲୀରେ କରୋନା ସଂକ୍ରମଣ ଉଗ୍ରରୂପ ଧାରଣ କରିଛି। ଏଭଳି ସ୍ଥିତିରେ ଦିଲ୍ଲୀର ୬ଟି ଘରୋଇ ଡାକ୍ତରଖାନାରେ ଅମ୍ଳଜାନ ଷ୍ଟକ ନ ଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅମ୍ଳଜାନ ନ ଥିବା ୬ଟି ଘରୋଇ…
ଅକ୍ସିଜେନ ସମ୍ପର୍କରେ ପଚାରିବାରୁ କ୍ୟାମେରା ଆଗରେ ଧମକ ଦେଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୨୨।୪ : କୋଭିଡ୍ ଆକ୍ରାନ୍ତଙ୍କ ପରିବାରବର୍ଗ ଅକ୍ସିଜେନ ସମ୍ପର୍କରେ ପଚାରିବାରୁ କ୍ୟାମେରା ଆଗରେ ୨ ଚାପୁଡ଼ା ମାରିବାକୁ ଧମକ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହଲାଦ ପଟେଲ। ଆମେ ହତାଶ ହୋଇପଡ଼ିଲୁଣି। ଆମକୁ ଅକ୍ସିଜେନ ସିଲିଣ୍ଡର ମିଳି ନାହିଁ। ସେମାନେ ଯଦି ଅକ୍ସିଜେନ…
କେହି ଶୁଣୁ ନାହାନ୍ତି, ଦିଲ୍ଲୀ ମେଡିକାଲ ବାହାରେ କାନ୍ଦୁଥିବା ଅସଲମଙ୍କ ଦୁଃଖ
ନୂଆଦିଲ୍ଲୀ,୨୨।୪: ମେଡିକାଲ ଅକ୍ସିଜେନ, ଭାକ୍ସିନ ଓ ବେଡ୍ ପାଇଁ ସରକାରଙ୍କ ଆଶ୍ୱାସନା ସତ୍ତ୍ୱେ କୋଭିଡ୍ ଆକ୍ରାନ୍ତ ଓ ସେମାନଙ୍କ ପରିବାରବର୍ଗଙ୍କ ଦୁଃଖ କମ୍ ହେଉନାହିଁ। ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ (ଏଲ୍ଏନ୍ଜେପି)…
ପଞ୍ଚିମବଙ୍ଗ ନିର୍ବାଚନୀ ପ୍ରଚାର ବାତିଲ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୪: କୋଭିଡ ସ୍ଥିତିର ସମୀକ୍ଷା ପାଇଁ ଶୁକ୍ରବାର ବସିବାକୁ ଯାଉଛି ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ପଞ୍ଚିମବଙ୍ଗ ଗସ୍ତ ସହ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ବାତିଲ କରିଥିବା ଗୁରୁବାର ଟୁଇଟ…
ଅକ୍ସିଜେନ୍ ପରିବହନକୁ ତ୍ୱରାନ୍ବିତ ଲାଗି କେନ୍ଦ୍ରର ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବ ଯୋଗୁ ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀମାନଙ୍କ ସ୍ଥିତି ମଧ୍ୟ ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ…

