Posted inଜାତୀୟ

କେହି ଶୁଣୁ ନାହାନ୍ତି, ଦିଲ୍ଲୀ ମେଡିକାଲ ବାହାରେ କାନ୍ଦୁଥିବା ଅସଲମଙ୍କ ଦୁଃଖ

ନୂଆଦିଲ୍ଲୀ,୨୨।୪: ମେଡିକାଲ ଅକ୍ସିଜେନ, ଭାକ୍ସିନ ଓ ବେଡ୍‌ ପାଇଁ ସରକାରଙ୍କ ଆଶ୍ୱାସନା ସତ୍ତ୍ୱେ କୋଭିଡ୍‌ ଆକ୍ରାନ୍ତ ଓ ସେମାନଙ୍କ ପରିବାରବର୍ଗଙ୍କ ଦୁଃଖ କମ୍‌ ହେଉନାହିଁ। ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ (ଏଲ୍‌ଏନ୍‌ଜେପି) ହସ୍ପିଟାଲରୁ। ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ସ୍ବାମୀ କାନ୍ଦି କାନ୍ଦି ଆକୁଳ ନିବେଦନ କରୁଥିଲେ। ହେଲେ ଶୁଣିବାକୁ କେହି ନାହାନ୍ତି। ୩ ମେଡିକାଲ ଆଡ୍‌ମିଟ କରିବାକୁ ମନା କରିବା ପରେ ସ୍ବାମୀ ଅସଲମା ଖାନ ସ୍ତ୍ରୀ ରୁବି ଖାନ (୩୦)ଙ୍କୁ ଧରି ପହଞ୍ଚିଥିଲେ ଏଲ୍‌ଏନ୍‌ଜେପି ହସ୍ପିଟାଲରେ, ଯାହାକି ରାଜଧାନୀର ସବୁଠୁ ବଡ଼ କୋଭିଡ୍‌ ଚିକିତ୍ସା କେନ୍ଦ୍ର।

ମୋ ସ୍ତ୍ରୀ ମରିଯିବ। ତାଙ୍କୁ ଆଡ୍‌ମିଟ କରନ୍ତୁ ବୋଲି କହି ହସ୍ପିଟାଲ ଷ୍ଟାଫଙ୍କୁ ହାତଯୋଡ଼ି ଥିଲେ ଅସଲମ। ମୁଁ ସେମାନଙ୍କ ଗୋଡ଼ ଧରିବାକୁ ରାଜି। ସେମାନେ କହୁଛନ୍ତି, ବେଡ୍‌ ଉପଲବ୍ଧ ନାହିଁ। ମୁଁ ତାଙ୍କୁ କେମିତି ମରିବା ପାଇଁ ଛାଡ଼ିଦେବି ବୋଲି କାନ୍ଦି କାନ୍ଦି ଗଣମାଧ୍ୟମକୁ କହିଛନ୍ତି ଅସଲମ। ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ ପ୍ରତ୍ୟେକ ଦିନ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ମେଡିକାଲକୁ ଅକ୍ସିଜେନ ଯୋଗାଇ ଦେବା ପାଇଁ ହାଇ କୋର୍ଟ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରୁ ହଟିଲା ଭିଆଇପି ସେଲ୍‌

ଚଣ୍ଡିଗଡ଼,୧୪।୫: ପଞ୍ଚାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜେଲରେ ଥିବା ଭିଆଇପି ସେଲକୁ ଭଗୱନ୍ତ ହଟାଇ ଦେଇଛନ୍ତି। ଜେଲରେ ଥିବା...

ଗୋଟିଏ ସମ୍ପ୍ରଦାୟକୁ ବିରିୟାନି ଖୁଆଇଥିଲା ଏଏପି: ପର୍‌ଭେଶ୍‌

ନୂଆଦିଲ୍ଲୀ,୯ା୨: ଭୋଟ ଦିନ ପୁଣି ଥରେ ଭାଜପାର ବିବାଦୀୟ ଏମ୍‌ପି ପର୍‌ଭେଶ ବର୍ମା ତାଙ୍କ ଅଭିଯୋଗକୁ ଦୋହରାଇଛନ୍ତି। ସିଏଏ ବିରୋଧରେ ଆନ୍ଦୋଳନ ଚଳାଇଥିବା ଶାହିନବାଗ୍‌, ସିଲମପୁର...

ଡ୍ରେସ୍‌, ଆଇଡି କାର୍ଡ ଧରି ମାତୋଶ୍ରୀରେ ପହଞ୍ଚୁଛନ୍ତି ଶିବସେନା ବିଧାୟକ

ମୁମ୍ବାଇ,୨୨।୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନକୁ ନେଇ ଶୁକ୍ରବାର ଚୂଡାନ୍ତ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। ଆଜି କଂଗ୍ରେସ-ଏନସିପି ସହ ଶିବସେନା ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ଏହାପୂର୍ବରୁ...

ଶିକ୍ଷା ନୀତି ଯୋଗାଇବ ନୂଆ ଦିଶା: ମୋଦି

ବାରାଣସୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀ ଗସ୍ତରେ ଅଛନ୍ତି। ସେ ବାରାଣସୀର ଏଲଟି କଲେଜରେ ଅକ୍ଷୟ ପାତ୍ର କିଚେନ୍‌ର ଉଦଘାଟନ କରିଥିଲେ। ଏଥିରେ ପ୍ରାୟ...

ଧନୀ ତାଲିକାରେ ୬ ମହିଳା

ନୂଆଦିଲ୍ଲୀ, ୭ା୧୦: ଫୋର୍ବସ ତାଲିକାରେ ଭାରତର ୧୦୦ ଧନୀବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୬ ମହିଳା। ସେମାନଙ୍କ ମଧ୍ୟରେ ଓ.ପି. ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ(୭୧)ଙ୍କ...

ଗଙ୍ଗା କୂଳରେ ଲାଗିଛି ୪୦ ମୃତଦେହ

ପାଟଣା,୧୦।୫: କୋଭିଡ୍‌-୧୯ ବିଗାଡ଼ି ଦେଲାଣି ଉତ୍ତର ପ୍ରଦେଶର ସ୍ବାସ୍ଥ୍ୟ ଓ ଶବଦାହ ବ୍ୟବସ୍ଥା। ସ୍ଥିତି ବର୍ତ୍ତମାନ ଏତେ ଜଟିଳ ଯେ, ମୃତଦେହକୁ ଗଙ୍ଗା ନଦୀରେ ଭସାଇ...

ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୨।୬: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜଓ୍ବେଲା ଗୁରୁବାର ସୂଚନା ଦେଇଛନ୍ତି। ତେବେ ସୋନିଆଙ୍କର...

ସୁପ୍ରିମ କୋର୍ଟଙ୍କ ବଡ଼ ନିଷ୍ପତ୍ତି: ସିବିଆଇ କରିବ ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ

ନୂଆଦିଲ୍ଲୀ, ୧୯।୮: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେବ। ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି...

Advertisement
Archives

Model This Week