ତାମିଲନାଡୁ ବିଧାନସଭା ନିର୍ବାଚନରେ ୨୩୪ ଆସନରେ ପ୍ରାର୍ଥୀ ଦେବ ରଜନୀକାନ୍ତଙ୍କ ଦଳ
ଚେନ୍ନାଇ,୫ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପାଦ ଦେବା ପରଠାରୁ ସେ ତାଙ୍କର ଏକ ଦଳ ଗଠନ କରିବେ ବୋଲି ଆଲୋଚନା ହେଉଛି । ତେବେ ୨୦୨୧ରେ ସେ ତାଙ୍କର ଦଳ ଗଠନ କରିବେ ବୋଳି ନିକଟରେ ସେ କହିଛନ୍ତି…
କରୋନାକୁ ନେଇ କାନାଡା ସହ ଅନୁଷ୍ଠିତ ବୈଠକରେ ଯୋଗ ଦେବେନାହିଁ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୫ ।୧୨: କୃଷକ ଆନ୍ଦୋଳନକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିଶ ଟ୍ରୁଡୋଙ୍କ ଟିପ୍ପଣିକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରଥିବା ଜାଣିବା ପରେ କାନାଡା ପ୍ରଧାନମନ୍ତ୍ରୀ ତାଙ୍କ ବୟାନ ନ ବଦଳାଇବାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଭାରତର ବୈଦେଶିକ…
ବାଲାକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଶ୍ରୀନଗର, ୫।୧୨: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଲଗାତାର ସୀମାବର୍ତ୍ତୀ ଅଞ୍ଚଳରେ ମୋର୍ଟାର ଶେଲିଂ ମାଡ଼ କରାଯାଉଛି। ଶନିବାର ପୁଞ୍ଚ୍ ଜିଲାର ବାଲାକୋଟ ସେକ୍ଟରରେ ଶନିବାର ପୂର୍ବାହ୍ନ ୧୧ଟା ୪୦ରେ…
ସମସ୍ତଙ୍କୁ ମାଗଣାରେ ଯୋଗାଇ ଦିଆଯାଉ କରୋନା ଟିକା: ନୱାବ ମଲିକ
ମୁମ୍ବାଇ,୫ ।୧୨: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ସମସ୍ତଙ୍କ ନଜର କରୋନା ଟିକା ବା ଭ୍ୟାକ୍ସିନ ଉପରେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଡକାଇଥିଲେ । ଏଥିରେ ମୋଦି କହିଥିଲେ ଯେ…
ଛୁଟି ପାଇଁ ଲାଞ୍ଚ: ଶିକ୍ଷା ବିଭାଗ କଲା ପର୍ଦ୍ଦାଫାଶ୍
ଲକ୍ଷ୍ନୌ,୫।୧୨: ଉତ୍ତରପ୍ରଦେଶରେ ଛୁଟି ପାଇଁ ପ୍ରାଥମିକ ଶିକ୍ଷୟତ୍ରୀ ଏବଂ ଶିକ୍ଷକଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ଦୁର୍ନୀତିର ପର୍ଦ୍ଦାଫାଶ୍ ହୋଇଛି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା। ପରେ ସତକଥା ପଦାକୁ ଆସିଥିଲା। ଶିକ୍ଷା ବିଭାଗ ପକ୍ଷରୁ ଆଇଭିଆର୍ଏସ୍ (ଇଣ୍ଟ୍ରାକ୍ଟିଭ୍…
ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍: ୧୫ ଦିନ ତଳେ ନେଇଥିଲେ ଟିକା
ଚଣ୍ଡିଗଡ଼,୫।୧୨: ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ସେ ଟୁଇଟ୍ କରି ଶନିବାର ସୂଚନା ଦେଇଛନ୍ତି। ସେ ଅମ୍ବାଲା କ୍ୟାଣ୍ଟନମେଣ୍ଟ୍ର ସିଭିଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତାଙ୍କ ସହିତ ମିଳାମିଶା…
୧୬୦ କୋଟି କରୋନା ଟିକା କିଣିବା ପାଇଁ ଭାରତର ଯୋଜନା
ନୂଆଦିଲ୍ଲୀ,୫।୧୨: ଭାରତ ୧୬୦ କୋଟି କରୋନା ଟିକା କିଣିବା ପାଇଁ ଯୋଜନା କରିଛି। ପୃଥିବୀର ବିଭିନ୍ନ ଦେଶର ବିଶେଷଜ୍ଞମାନଙ୍କ ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦେଶର ୬୦ ପ୍ରତିଶତ ଲୋକଙ୍କୁ କରୋନା ଟିକା ଦିଆଯିବ। ଏହାଦ୍ୱାରା ୮୦…
ସିରମ୍ ଇନଷ୍ଟିଚ୍ୟୁଟ୍ ସିଇଓଙ୍କୁ ‘ଏସିଆନ୍ ଅଫ୍ ଦି ଇୟର’ ସମ୍ମାନ
ନୂଆଦିଲ୍ଲୀ,୫।୧୨: ସିରମ୍ ଇନଷ୍ଟିଚ୍ୟୁଟ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଆଦର ପୁନାଓ୍ବାଲାଙ୍କୁ ‘ଏସିଆନ୍ ଅଫ୍ ଦି ଇୟର’ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସିଙ୍ଗାପୁରର ଦୈନିକ ଖବର କାଗଜ ଦି ଷ୍ଟ୍ରେଟସ୍ ଟାଇମ୍ସ୍ ପକ୍ଷରୁ ଏହି ସମ୍ମାନ ଜନକ ପୁରସ୍କାର ଲାଗି ପୁନାଓ୍ବାଲାଙ୍କ…
ଉଚ୍ଚଜାତିର ସାଂଜ୍ଞା ରଖିବାରୁ ମାଡ଼
ଅହମଦାବାଦ, ୫।୧୨: ଅନୁସୂଚିତ ଜାତିର ଜଣେ ଯୁବକ ଉଚ୍ଚଜାତିର ସାଂଜ୍ଞା ରଖିଥିବାରୁ ତାଙ୍କୁ ନିସ୍ତୁକ ମାଡ଼ ହୋଇଛି। ଏନେଇ ଗୁଜରାଟ ସାନନ୍ଦ ଜିଆଇଡିସି ଥାନାରେ ଏତଲା ହୋଇଛି। ଅଟୋମୋବାଇଲ ପାଟର୍ସ କାରଖାନାରେ କାମ କରୁଥିବା ଭରତ ଯାଦବ କ୍ଷତ୍ରିୟ ବା ଦର୍ବାର…
ବୈଜ୍ଞାନିକଙ୍କ ମଞ୍ଜୁରୀ ପରେ ଟିକାକରଣ
ନୂଆଦିଲ୍ଲୀ, ୫।୧୨(ପି.ଟି.): ଦେଶର କରୋନା ସ୍ଥିତିକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। କିଛି ସପ୍ତାହ ମଧ୍ୟରେ କୋଭିଡ୍ ଟିକା ପ୍ରସ୍ତୁତ ହେବ। ତେବେ ବୈଜ୍ଞାନିକମାନଙ୍କ ଅନୁମୋଦନ ପରେ ଦେଶରେ ଟିକାକରଣ ଆରମ୍ଭ ହେବ…
ଅଯୋଧ୍ୟା ମସ୍ଜିଦ ଟ୍ରଷ୍ଟରେ ସରକାରୀ ପ୍ରତିନିଧି ନିଯୁକ୍ତ ହେବେ ନାହିଁ
ନୂଆଦିଲ୍ଲୀ, ୫।୧୨(ପି.ଟି.): ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସ୍ଜିଦ ଲାଗି ଗଠିତ ଟ୍ରଷ୍ଟରେ ସରକାରୀ ପ୍ରତିନିଧି ନିଯୁକ୍ତି ଦେବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ମସ୍ଜିଦ ନିର୍ମାଣ ଲାଗି ‘ଇଣ୍ଡୋ ଇସ୍ଲାମିକ କଲଚରାଲ ଫାଉଣ୍ଡେଶନ’ଗଠନ କରାଯାଇଛି। ଏଥିରେ କେନ୍ଦ୍ର…
ରାସ୍ତାରେ ଝାଡ଼ୁ ମାରିବା ପୂର୍ବରୁ ପାଣି ଛିଞ୍ଚ
ନୂଆଦିଲ୍ଲୀ, ୫।୧୨(ପି.ଟି.): ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥିବା ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ର ସମସ୍ତ ମ୍ୟୁନିସିପାଲ କର୍ପୋରେଶନ ସମେତ ଅନ୍ୟ ସହରଗୁଡ଼ିକରେ ରାସ୍ତା ଝାଡ଼ୁ କରିବା ପୂର୍ବରୁ ପାଣି ଛିଞ୍ଚତ୍ବାକୁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ…
Archives


