ଜାତୀୟ

ଦେଶର ଶ୍ରେଷ୍ଠ ୧୦ ଥାନା: ଶୀର୍ଷରେ ନୋଙ୍ଗ୍‌ପୋକ୍‌ ସେକମାଇ

ନୂଆଦିଲ୍ଲୀ,୩।୧୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଶ୍ରେଷ୍ଠ ୧୦ ଥାନାର ନାମ ଗୁରୁବାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କିତ ତାଲିକା ପ୍ରକାଶ ପାଇଛି। ୨୦୨୦ର ଶ୍ରେଷ୍ଠ ଥାନା ମଧ୍ୟରେ ମଣିପୁରର ଥୋଉବଲସ୍ଥିତ ନୋଙ୍ଗ୍‌ପୋକ୍‌ ସେକମାଇ ଥାନା ଶୀର୍ଷରେ ରହିଛି।…

କୃଷି ଆଇନକୁ ବିରୋଧ କରି ପଦ୍ମ ବିଭୂଷଣ ଫେରାଇଲେ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ,୩ ।୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକମାନେ ଲଗାତାର ବିରୋଧ ପ୍ରଦର୍ଶନ କରିଛନ୍ତି । ଲଗାତାର ଅଷ୍ଟମ ଦିନରେ ମଧ୍ୟ ଏହା ଜାରି ରହିଛି । ଏବେ ଏହାକୁ କେତେକ ରାଜନୈତିକ ଦଳ…

ଶାହାଙ୍କୁ ଭେଟିଲେ ଅମରିନ୍ଦର: ଅନ୍ନଦାତାଙ୍କ ଆନ୍ଦୋଳନ ଦେଶ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି

ନୂଆଦିଲ୍ଲୀ,୩।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଅନ୍ନଦାତା ଆନ୍ଦୋଳନ ଜାରି ରଖିଛନ୍ତି। ଏପରିସ୍ଥଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାକୁ ସାକ୍ଷାତ୍‌ କରିଛନ୍ତି। ଅମରିନ୍ଦର ଅନ୍ନଦାତାଙ୍କ ଆନ୍ଦୋଳନ ସମସ୍ୟାର ସମାଧାନ ପାଇଁ…

ଦେଶ ଲଢୁଛି ୨ଟି ଲଢ଼େଇ: ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୩।୧୨: ସମ୍ପ୍ରତି ଦେଶ ଏକା ସମୟରେ ୨ଟି ଲଢ଼େଇ ଲଢୁଛି। ଦେଶ ଭିତରେ ଗୋଟିଏ ଲଢ଼େଇ କରୋନା ମହାମାରୀ ବିରୋଧରେ ଜାରି ରହିଛି। ସେହିପରି ଭାରତ ଚାଇନା ସୀମା(ଏଲ୍‌ଏସି)ରେ ମଧ୍ୟ ଲଢ଼େଇ ଭଳି ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଚାଇନା ଜାଣିଶୁଣି…

ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ହରିୟାଣା ସରକାରରେ ଫାଟ: ଉପମୁଖ୍ୟମନ୍ତ୍ରୀ ଦେଇପାରନ୍ତି ଇସ୍ତଫା

ଚଣ୍ଡିଗଡ଼,୩।୧୨: ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କ ସରକାରରେ ଫାଟ ବଢ଼ିବାରେ ଲାଗିଛି। ରାଜ୍ୟ ଭାଜପା ସରକାରରେ ସହଯୋଗୀ ଥିବା ଜନନାୟକ ଜନତା ପାର୍ଟି(ଜେଜେପି)ର ସଦସ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ହରିୟାଣାରେ ଜେଜେପିର ଦୁଷ୍ମନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ସମସ୍ତ ଜମିବାଡି କରିଦେବାକୁ ଚାହୁଁଛନ୍ତି ଏହି ମହିଳା

ଲକ୍ଷ୍ନୌ,୩।୧୨: ଉତ୍ତରପ୍ରଦେଶର ମୌନପୁରୀ ତହସିଲରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନିଜର ସମସ୍ତ ଜମି କରିବାକୁ ତହସିଲରେ ପହଞ୍ଚିଥିଲେ। ଏହା ଦେଖି ଉପସ୍ଥିତ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।…

ବାତ୍ୟା ‘ବୁରେଭି’କୁ ନେଇ ତାମିଲନାଡୁ, କେରଳରେ ହାଇ ଆଲର୍ଟ : ଡିସେମ୍ବର ୪ରେ ଛୁଇଁପାରେ ସ୍ଥଳଭାଗ

ନୂଆଦିଲ୍ଲୀ,୩ ।୧୨: ଏବେ ସ୍ଥଳଭାଗ ମୁହାଁ ଆଉ ଏକ ବାତ୍ୟା ‘ବୁରେଭି’ । ଏହା କେରଳ ଓ ତାମିଲନାଡୁରେ ତାଣ୍ଡବ ରଚିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ କେରଳ ଓ ତାମିଲନାଡୁରେ ହାଇ ଆଲର୍ଟ ଜାରି କରାଯାଇଛି…

ଅନ୍ନଦାତାଙ୍କ ରୋଷ: ଏନ୍‌ଏଚ୍‌-୯ ଅବରୋଧ, ସରକାରଙ୍କ ପାଖରେ ୩ ବିକଳ୍ପ

ନୂଆଦିଲ୍ଲୀ,୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ପଞ୍ଜାବ ଏବଂ ହରିୟାଣାର ଚାଷୀ ଦିଲ୍ଲୀ ମୁହାଁ ହୋଇଥିବାବେଳେ ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ ନ କରାଇବା ଲାଗି ସୀମାକୁ ସିଲ୍‌ କରିଦିଆଯାଇଛି। ଫଳରେ ଚାଷୀମାନେ ଏନ୍‌ଏଚ୍‌-୯ ଅବରୋଧ କରି…

ବି.ଭି. ଶ୍ରୀନିବାସ ଯୁବ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୩ା୧୨: ବର୍ଷାଧିକ କାଳ ଖାଲିପଡ଼ିଥିବା ଯୁବ କଂଗ୍ରେସ ଅଧ୍ୟକ୍ଷ ପଦ ବୁଧବାର ପୂରଣ ହୋଇଛି। କେଶବ ଚାନ୍ଦ ଯାଦବଙ୍କ ଇସ୍ତଫା ପରଠାରୁ ଏହି ପଦ ଖାଲିପଡ଼ିଥିଲା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯୁବ କଂଗ୍ରେସ ଅଧ୍ୟକ୍ଷ ଭାବେ ବି.ଭି. ଶ୍ରୀନିବାସଙ୍କୁ ନିଯୁକ୍ତି…

ଅଧିବେଶନ ଡାକି କୃଷି ଆଇନ ହଟାଅ

ନୂଆଦିଲ୍ଲୀ,୩ା୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଅନ୍ନଦାତାଙ୍କ ଆଦୌ ସ୍ବାର୍ଥ ଅନୁକୂଳ ନୁହେଁ। ଏଥିରୁ କେହି ଜଣେ ହେଲେ କୃଷକ ଲାଭବାନ ହେବେ ନାହିଁ, ବରଂ ଚାଷୀକୁଳର ମେରୁଦଣ୍ଡ ଭାଙ୍ଗିଯିବ। ତେଣୁ କୃଷି ସଂସ୍କାର ନାମରେ ଅଣାଯାଇଥିବା ଏହି ବିବାଦୀୟ…

୩୦ ବର୍ଷ ପରେ ଭାରତଠାରୁ ଚାଉଳ କିଣିଲା ଚାଇନା

ମୁମ୍ବାଇ,୩।୧୨: ସୀମା ବିବାଦ ସତ୍ତ୍ୱେ ଏବେ ଭାରତ- ଚାଇନା ସମ୍ପର୍କରେ ସାମାନ୍ୟ ସୁଧାର ଆସିଛି। ଦୀର୍ଘ ୩୦ ବର୍ଷ ପରେ ଚାଇନା ପ୍ରଥମ ଥର ଭାରତରୁ ଚାଉଳ କିଣିବା ଆରମ୍ଭ କରିଛି। ଭାରତ ବିଶ୍ୱର ସର୍ବବୃହତ୍‌ ଚାଉଳ ରପ୍ତାନିକାରୀ ଦେଶ ହୋଇଥିବାବେଳେ…

ସାଧାରଣତନ୍ତ୍ର ଦିବସ ଅତିଥି ହୋଇପାରନ୍ତି ଜନ୍‌ସନ

ନୂଆଦିଲ୍ଲୀ, ୩ା୧୨: ୨୦୨୧ ସାଧାରଣତନ୍ତ୍ର ଦିବସରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇପାରନ୍ତି। ନଭେମ୍ବର ୨୭ରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟେଲିଫୋନ୍‌ରେ ଆମନ୍ତ୍ରଣ କରିଥିଲେ। ୧୯୯୩ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନ୍‌ ମେଜର ଭାରତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri