ଭାରତର ସବୁଠୁ ଧନୀ ମହିଳା: ଟପ୍-୭ରେ ଏମାନଙ୍କ ନାମ
ନୂଆଦିଲ୍ଲୀ,୪।୧୨: କୋଟାକ ଓ୍ବେଲ୍ଥ ସହଯୋଗରେ ହୁରୁନ ଇଣ୍ଡିଆ ୧୦୦ ଭାରତୀୟ ଧନୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ଅନ୍ତର୍ଭୁକ୍ତ ମହିଳାଙ୍କ ମୋଟ ସମ୍ପତ୍ତି ହେଉଛି୨.୭୨ ଲକ୍ଷ କୋଟି ଟଙ୍କା। ଏଚ୍ସିଏଲ୍ ଟେକ୍ନୋଲୋଜିର ଚେୟାରମ୍ୟାନ ରୋଶନୀ ନାଡର ମାଲହୋତ୍ରା ହେଉଛନ୍ତି…
ନୌସେନା ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪ ।୧୨: ଦେଶ ଶୁକ୍ରବାର ପାଳନ କରୁଛି ନୌସେନା ଦିବସ । ଦେଶର ବୀର ଯବାନଙ୍କୁ ମନେ ପକାଇ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…
ଜିଏଚଏମସି ନିର୍ବାଚନ ଫଳାଫଳ: ଭାଜପା ଆଗରେ
ହାଇଦ୍ରାବାଦ,୪।୧୨:ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ଜିଏଚଏମସି) ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏବେ ଗଣନା ଚାଲିଛି। ଜିଏଚଏମସିର ୧୫୦ଟି ଆସନ ପାଇଁ ୧,୨୨୨ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଏହି ନିର୍ବାଚନ ପ୍ରଚାରରେ ଭାଜପା ନିଜର ବରିଷ୍ଠ ନେତାମାନଙ୍କୁ ଆଣିଥିଲା, ତେଣୁ…
ଅନ୍ନ ଛୁଇଁଲେନି, ଚା ପିଇଲେନି
ନୂଆଦିଲ୍ଲୀ,୪ା୧୨: (ପି.ଟି./ଆଇଏଏନ୍ଏସ୍): ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ନେତାମାନେ ଗୁରୁବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବେଳେ ସେମାନେ ସରକାରଙ୍କ ଆଗରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଉପରେ ନୂଆ ଆଇନ ପ୍ରଣୟନ…
ମାଡିଆସୁଛି ‘ବୁରେଭି’
ଚେନ୍ନାଇ/ଥିରୁଅନନ୍ତପୁରମ,୪।୧୨: ବଙ୍ଗୋପସାଗରରୁ ଉଠିଥିବା ସାମୁଦ୍ରିକ ଝଡ଼ ‘ବୁରେଭି’ ବୁରେଭି ଦୁର୍ବଳ ହୋଇ ଏକ ନିମ୍ନ ଚାପରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଡିସେମ୍ବର ୪ ସକାଳେ ବୁରେଭି ତାମିଲନାଡୁ ଉପକୂଳ ପାର ହେବ। ବୁରେଭି ଦୃଷ୍ଟିରେ ରଖି…
ନିଯୁକ୍ତିଭିତ୍ତିକ ଗ୍ରୀନ୍ କାର୍ଡ ଉପରୁ ସୀମା ହଟିବ
ମୁମ୍ବାଇ, ୪ା୧୨:ନିଯୁକ୍ତି ଭିତ୍ତିକ ଗ୍ରୀନ୍କାର୍ଡ ଉପରେ ଥିବା ଦେଶର ସୀମା ହଟାଇବା ପାଇଁ ବୁଧବାର ଆମେରିକା ସିନେଟ୍ରେ ଏକ ବିଲ୍ ଗୃହୀତ ହୋଇଛି। ଉଚ୍ଚ କୁଶଳୀ ପ୍ରବାସୀ ଆଇନର ସ୍ବଚ୍ଛତା ପାଇଁ ଅଣାଯାଇଥିବା ଏହି ବିଲ୍ (ଏସ୍.୩୮୬ ବିଲ୍) ହଜାର ହଜାର…
ଅପରାଧୀ ବିକିପାରନ୍ତି ନକଲି ଟିକା
ନୂଆଦିଲ୍ଲୀ,୪ା୧୨(ପି.ଟି.):ସାରା ବିଶ୍ୱରେ କୋଭିଡ୍ ଟିକା ପାଇଁ ଯେଉଁଭଳି ଆଗ୍ରହ ପ୍ରକାଶ ପାଇଛି, ଏହାର ଫାଇଦା ନେବାକୁ ସଂଗଠିତ ଅପରାଧ ନେଟ୍ଓ୍ବର୍କଗୁଡ଼ିକ ଉଦ୍ୟମ କରିପାରନ୍ତି। ସେମାନେ ନକଲି କୋଭିଡ୍ ଟିକା ଦୋକାନ ମାଧ୍ୟମରେ କିମ୍ବା ଇଣ୍ଟରନେଟ୍ରେ ବିକ୍ରି କରିପାରନ୍ତି ବୋଲି ଇଣ୍ଟରପୋଲ୍ ବିଭିନ୍ନ…
କୃଷକ ଆନ୍ଦୋଳନ: ଆଲୋଚନା ନିଷ୍ଫଳ, ଅଚଳାବସ୍ଥା ଜାରି
ନୂଆଦିଲ୍ଲୀ,୪ା୧୨:୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡ଼ିକର ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଗୁରୁବାର ଅଷ୍ଟମ ଦିନରେ ପହଞ୍ଚତ୍ଛି। ଦିଲ୍ଲୀରୁ ବୁରାଡିସ୍ଥିତ ନିରଙ୍କାରୀ ପଡ଼ିଆ ସମେତ ଜାତୀୟ ରାଜଧାନୀ ସୀମାରେ ବିଭିନ୍ନ କୃଷକ…
ଅନ୍ୟ ଜାତିରେ ପ୍ରେମ: ୨ ବର୍ଷରେ ଗଲାଣି ୫୮ ଜୀବନ
ବରେଲି,୩ା୧୨- ଉତ୍ତରପ୍ରଦେଶର ବରେଲି ଡିଭିଜନରେ ଅନ୍ୟ ଜାତିରେ ପ୍ରେମ କରିବା ଅତ୍ୟନ୍ତ ଭୟଙ୍କର। ଗତ ଦୁଇ ବର୍ଷ ମଧ୍ୟରେ ଯାଇଛି ୫୮ ଜଣଙ୍କ ଜୀବନ। ଅନ୍ୟ ଜାତିରେ ପ୍ରେମ କରିବା ସାବ୍ୟସ୍ତ ହୋଇଥିଲା ସେମାନଙ୍କ ଅନ୍ତିମ ଭୁଲ। ଗତ ସୋମବାର ଶାହଜନପୁରଠାରେ…
ଦିଲ୍ଲୀରୁ ଆସିଲା ଖୁସି ଖବର: ଜାନୁୟାରୀ ସୁଦ୍ଧା ଭାରତରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ,୩।୧୨: ଭାରତରେ କରୋନା ମହାମାରୀ ଥମିବାର ନା ଧରୁନି। ଏପରିସ୍ଥଳେ ଗୁରୁବାର ଦିଲ୍ଲୀରୁ ଖୁସି ଖବର ଆସିଛି। ଜାନୁୟାରୀ ସୁଦ୍ଧା ଦେଶରେ କରୋନା ଟିକା ମିଳିବ ବୋଲି ଏମ୍ସ୍ର ନିର୍ଦ୍ଦେଶକ ଡ.ରଣଦୀପ୍ ଗୁଲେରିଆ ସୂଚନା ଦେଇଛନ୍ତି। ସମ୍ପ୍ରତି ଦେଶରେ କରୋନା ଟିକାର…
ଭାରତୀ-ହର୍ଷଙ୍କୁ ସହଯୋଗ ଅଭିଯୋଗ: ୨ ଏନ୍ସିବି ଅଫିସର ନିଲମ୍ବିତ
ମୁମ୍ବାଇ,୩।୧୨: ଡ୍ରଗ୍ସ୍ ମାମଲାରେ ବଲିଉଡ୍ର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ୨ ଜଣ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ଏହି ତଦନ୍ତକାରୀ ଅଫିସରମାନେ ଭାରତୀ, ହର୍ଷ ଏବଂ…
ଡିସେମ୍ବର ଶେଷରେ ନିଜ ଦଳ ଘୋଷଣା କରିବେ ରଜନୀକାନ୍ତ
ଚେନ୍ନାଇ,୩ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଡିସେମ୍ବର ୩୧ରେ ତାଙ୍କର ବହୁପ୍ରତିକ୍ଷିତ ରାଜନୈତିକ ଦଳର ଘୋଷଣା କରିବେ ବୋଲି କହିଛନ୍ତି । ଏହାସହ ବର୍ଷ ବର୍ଷ ଧରି ଚାଲିଥିବା ଆଲୋଚନାର ଅନ୍ତ ଘଟାଇ ଜାନୁୟାରୀରେ ପାର୍ଟି ଲଞ୍ଚ କରିବେ । ଏହି…
Archives


