ଫାରୁକ୍ ଅବଦୁଲାଙ୍କ ବିବାଦୀୟ ମନ୍ତବ୍ୟ: ଚାଇନା ସହାୟତାରେ ପୁଣି ଲାଗୁହେବ ଅନୁଚ୍ଛେଦ ୩୭୦
ଶ୍ରୀନଗର, ୧୧।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲାଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଫାରୁକ୍ ରବିବାର କହିଛନ୍ତି ଯେ, ଚାଇନା ସହାୟତାରେ ଜମ୍ମୁ-କଶ୍ମୀରରେ ପୁଣିଥରେ ଅନୁଚ୍ଛେଦ ୩୭୦ ଏବଂ ଅନୁଚ୍ଛେଦ ୩୫-ଏ ଲାଗୁ କରାଯିବାର...
୨୪ ଘଣ୍ଟା ମଧ୍ୟରେ କ୍ୟାପଶନ ଦେଲେ ମିଳିବ କାର: ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୧୧ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ କିଛି ଭିଡିଓ ମଧ୍ୟ ଶେୟାର କରିଥାଆନ୍ତି । ନିକଟରେ ଆନନ୍ଦ...
ଦୀପାବଳି ପୂର୍ବରୁ ଖୋଲିବନି ସ୍କୁଲ !
ମୁମ୍ବାଇ, ୧୧।୧୦: ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସ୍କୁଲ ଗୁଡ଼ିକୁ ବନ୍ଦ ରଖାଯାଇଛି। ତେବେ ଦୀପାବଳି ପୂର୍ବରୁ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ ବୋଲି ରାଜ୍ୟ ସ୍କୁଲ ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍ୱାଡେ...
ଯୋଗୀ ସରକାରଙ୍କ ସମୟରେ ରାଜ୍ୟରେ ୨୦ ସାଧୁ-ସନ୍ଥଙ୍କ ହତ୍ୟା: କଂଗ୍ରେସ
ଲକ୍ଷ୍ନୌ, ୧୧।୧୦: ଉତ୍ତରପ୍ରଦେଶର ଗୋଣ୍ଡାରେ ରାମ ଜାନକୀ ମନ୍ଦିର ପୂଜାରୀ ସମ୍ରାଟ ଦାସଙ୍କୁ ଗୁଳି ମାଡ଼ ହେବା ଘଟଣାରେ ବିରୋଧୀ ଦଳଙ୍କ ପକ୍ଷରୁ ଶାସକ ଭାଜପାକୁ ଘେରିବା ଆରମ୍ଭ ହୋଇଛି। ସମ୍ରାଟଙ୍କୁ ଜମିମାଫିଆ ଗୁଳି କରିଥିବା କୁହାଯାଉଛି। କଂଗ୍ରେସର ରାଜ୍ୟ...
ଲକ୍ଡାଉନ୍ରେ ଚାକିରି ଚାଲିଯିବାରୁ ଯୁବକ ବାଛିନେଲେ ଏହି ପଥ, କଲେଜ ଛାତ୍ରଙ୍କୁ ଯୋଗାଉଥିଲେ…
ବେଙ୍ଗାଲୁରୁ,୧୧ା୧୦: କରୋନା ମହମାରୀ ଯୋଗୁ ହୋଇଥିବା ଲକ୍ଡାଉନ୍ରେ ଜଣେ ଯୁବକ ଚାକିରି ହରାଇଥିଲେ। ପେଟଭୋକରୁ ନିସ୍ତାର ପାଇବା ପାଇଁ ସେ ଡ୍ରଗ୍ସ କାରବାରକୁ ଆପଣାଇ ନେଲେ। ତେବେ ଏହି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ୨୮ ବର୍ଷୀୟ ଯୁବକ...
ଦିନକ ପାଇଁ ବ୍ରିଟେନର ହାଇ କମିଶନ ହେଲେ ଦିଲ୍ଲୀର ଝିଅ
ନୂଆଦିଲ୍ଲୀ,୧୧ ।୧୦: ଦିଲ୍ଲୀର ଜଣେ ଝିଅଙ୍କୁ ଭାରତରେ ଗୋଟିଏ ଦିନ ପାଇଁ ବ୍ରିଟେନ ହାଇକମିଶନର ହେବାର ସୁଯୋଗ ମିଳିଛି । ଚୈତନ୍ୟା ଭେଙ୍କଟେଶ୍ୱରନଙ୍କୁ ବୁଧବାର ଏହି ସୁଯୋଗ ମିଳିଥିଲା । ବିଶ୍ୱରେ ମହିଳାଙ୍କ ସାମ୍ନକୁ ଆସୁଥିବା ଚ୍ୟାଲେଞ୍ଜକୁ ରେଖାଙ୍କିତ କରିବାକୁ...
ଜେଏମ୍ଏମ୍ ନେତାଙ୍କୁ ଗୁଳି କରି ହତ୍ୟା: ଘର ଅଗଣାରେ ସ୍ତ୍ରୀ-ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ
ଧାନବାଦ, ୧୧।୧୦: ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତା ଶଙ୍କର ରଓ୍ବାନି ଏବଂ ତାଙ୍କ ସ୍ତ୍ରୀ ବାଳିକା ଦେବୀଙ୍କ ଗୁଳି କରି ହତ୍ୟା କରାଯାଇଛି। ଶନିବାର ରାତିରେ ଏହା ଘଟିଥିବା ପୋଲିସ ଅନୁମାନ କରୁଛି। ସୁଦାମଡ଼ିହ ଥାନା ଅନ୍ତର୍ଗତ ଭୈରା ଗୋରଖୁଣ୍ଟି ସ୍ଥିତ...
ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସରକାରରେ ବିଦ୍ରୋହ: ଦିଲ୍ଲୀରେ ୧୨ବିଧାୟକ
ଅଗରତାଲା, ୧୧।୧୦: ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ସରକାରରେ ବିଦ୍ରୋହ ସୃଷ୍ଟି ହୋଇଛି। ଶାସକଦଳର ୧୨ ଜଣ ଅସନ୍ତୁଷ୍ଟ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ୍ କରିବା ଲାଗି ଡେରା ପକାଇ ରହିଛନ୍ତି। ବିଧାୟକମାନେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ...
ବିହାର ନିର୍ବାଚନ: ଲଢିବା ପୂର୍ବରୁ ମଉଳିଗଲା ୭ ପ୍ରାର୍ଥୀଙ୍କ ସ୍ୱପ୍ନ
ପାଟନା, ୧୧ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ ହୋଇଛି । ହେଲେ ଏଥିରେ ୭ ଜଣ ପ୍ରାର୍ଥୀଙ୍କ ସ୍ୱପ୍ନ ନିର୍ବାଚନ ଲଢିବା ପୂର୍ବରୁ ମଉଳି ଯାଇଛି । ବକ୍ସର ନିର୍ବାଚନ ମଣ୍ଡଳୀର ପ୍ରାର୍ଥିପତ୍ର...
ଭାରତମାଳା ପରିଯୋଜନାରେ ୧୨ ହଜାରରୁ ଅଧିକ କିମିର ସଡ଼କ ପଥର କାର୍ଯ୍ୟ ଶେଷ ହୋଇଛି: କେନ୍ଦ୍ର ସରକାର
ନୂଆଦିଲ୍ଲୀ, ୧୧।୧୦: ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶରେ ୧୨ ହଜାର ୪୧୩ କିମିର ସଡ଼କ ପଥର କାର୍ଯ୍ୟ ୨୦୨୦ ଅଗଷ୍ଟ ସୁଦ୍ଧା ଶେଷ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଏସମ୍ପର୍କରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର...
ହାଥରସ ମାମଲାକୁ ନେଇ ଟୁଇଟ୍ କରି ବର୍ଷିଲେ ରାହୁଲ
ନୂଆଦିଲ୍ଲୀ,୧୧ ।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଥରସ ଘଟଣାକୁ ନେଇ ରବିବାର ଏକ ଟୁଇଟ୍ କରିଛନ୍ତି । ଉକ୍ତ ଟୁଇଟ୍ରେ ସେ କହିଛନ୍ତି ଦେଶରେ ଦଳିତ, ମୁସ୍ଲିମ ଓ ଆଦିବାସୀଙ୍କୁ ଆଜିବି ଅନେକ ଲୋକ ମାନବ ଭଳି...
ମୋଦି ଗରିବଙ୍କ ହାତମୁଠା କଲେ ଟାଣ: ଏବେ ଜମିର ପାଲଟିଲେ ମାଲିକ
ନୂଆଦିଲ୍ଲୀ, ୧୧।୧୦: ଗ୍ରାମୀଣ ଗରିବଙ୍କ ହାତମୁଠା ଟାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ସ୍ବାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଗରିବ ଏବେ ଜମିର ମାଲିକ...
Archives


