ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିଶାଳକାୟ ପ୍ରାଣୀ, ଉଠାଇବା ପାଇଁ ଡାକିବାକୁ ପଡ଼ିଲା କ୍ରେନ୍
ବେଙ୍ଗାଲୁରୁ,୨୨ା୧୦: କର୍ନାଟକର ସମୁଦ୍ରରେ ଜଣେ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଜାଲ ପକାଇଥିଲେ। ତାଙ୍କ ଜାଲରେ ଦୁଇଟି ‘ମଣ୍ଟା ରେ’ ନାମକ ବିଶାଳକାୟ ପ୍ରାଣୀ ପଡ଼ିଥିଲେ। ଏମାନଙ୍କର ଓଜନ ଯଥାକ୍ରମେ ୭ କ୍ୱିଣ୍ଟାଲ ୫୦ କିଲୋଗ୍ରାମ ଏବଂ ୨ କ୍ୱିଣ୍ଟାଲ...
ବିହାର ନିର୍ବାଚନ ପୂର୍ବରୁ ଭାଜପାକୁ ଆଉ ଏକ ଝଟ୍କା
ପାଟନା,୨୨ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଲାଗିଛି ଆଉ ଏକ ଝଟ୍କା । ପାର୍ଟିର ଷ୍ଟାର ପ୍ରଚାରକ ଶାହନବାଜ ହୁସେନଙ୍କ ପରେ ଏବେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନା ଭାଇରସରେ...
ଥର୍ ମରୁଭୂମିରେ ନଦୀର ସନ୍ଧାନ: ଲକ୍ଷେ ୭୨ ହଜାର ବର୍ଷ ତଳେ ହେଉଥିଲା ପ୍ରବାହିତ
ଜୟପୁର, ୨୨।୧୦: ରାଜସ୍ଥାନ ଥର୍ ମରୁଭୂମିରେ ପ୍ରବାହିତ ହେଉଥିବା ଏକ ନଦୀର ସନ୍ଧାନ ମିଳିଛି। ବିକାନେର୍ ନିକଟରେ ଷ୍ଟୋନ୍ ଏଜ୍ ସମୟରେ ନଦୀ ପ୍ରବାହିତ ହେଉଥିଲା। ଏସମ୍ପର୍କିତ ରିପୋର୍ଟ କ୍ୱାର୍ଟେନାରୀ ସାଇନ୍ସ୍ ରିଭ୍ୟୁ ପତ୍ରିକାରେ ପ୍ରକାଶ ପାଇଛି। ପୂର୍ବରୁ ଜର୍ମାନୀର...
ଟୁଇଟରକୁ ଚେତାବନୀ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୨ ।୧୦: ଭାରତର ଭୁଲ୍ ମାନଚିତ୍ର ଦେଖାଇବା ଅଭିଯୋଗରେ କେନ୍ଦ୍ର ସରକାର ଟୁଇଟରକୁ କଡା ଚେତାବନୀ ଦେଇଛନ୍ତି । ସରକାର କହିଛନ୍ତି ଦେଶର ସାର୍ବଭୌମତ୍ନ ଓ ଅଖଣ୍ଡତାକୁ ଅବମାନନା କରିବା ପାଇଁ ଟୁଇଟରର ପ୍ରାୟସ ଗ୍ରହଣୀୟ ନୁହେଁ । ଏହାପରେ...
ଝିଅଙ୍କ ବିବାହ ବୟସ ବୃଦ୍ଧି ଆଇନ ଦ୍ୱାରା ସାମାଜିକ-ଆର୍ଥିକ ବିକାଶ ସମ୍ଭବ
ନୂଆଦିଲ୍ଲୀ, ୨୨।୧୦: ଦେଶରେ ମାତୃ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ତେବେ ଏହାକୁ ରୋକିବାରେ ଝିଅଙ୍କ ବିବାହ ବୟସ ବୃଦ୍ଧି ଆଇନ ସକ୍ଷମ ହେବ। ବିବାହ ବୟସ ବଢ଼ିଲେ ବହୁବିଧ ସାମାଜିକ ଆର୍ଥିକ ବିକାଶ ସମ୍ଭବ ହୋଇ ପାରିବ। ଭାରତୀୟ...
ଦୁର୍ଗାପୂଜାରେ ନିର୍ବାଚନୀ ଶଙ୍ଖ ଫୁଙ୍କିଲେ ମୋଦି: ମିଶନ ପଶ୍ଚିମବଙ୍ଗ ଆରମ୍ଭ
ନୂଆଦିଲ୍ଲୀ, ୨୨।୧୦: ଦେଶରେ ଦ୍ରୁତ ଗତିରେ ମହିଳା ସଶକ୍ତି କରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ୨୨ କୋଟି ମହିଳାଙ୍କ ପାଇଁ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲାଯାଇଛି। ସେହିପରି ମହିଳାଙ୍କୁ ସହଜ ସୁଧହାରରେ ଋଣ ଦେବା ଯୋଗୁ ମହିଳାଙ୍କ ବିକାଶ...
ବାଲାକୋଟରେ ଆତଙ୍କବାଦୀଙ୍କ କଣ୍ଟ୍ରୋଲ୍ ରୁମ୍: ଭାରତରେ ଆତ୍ମଘାତୀ ଆକ୍ରମଣ ଷଡ଼ଯନ୍ତ୍ର
ଶ୍ରୀନଗର, ୨୨।୧୦: ପାକିସ୍ତାନ ସୈନ୍ୟ ବିଭାଗ ପକ୍ଷରୁ ପୁଣି ଥରେ ବାଲାକୋଟରେ ଆତଙ୍କବାଦୀଙ୍କ ପାଇଁ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। ମୁଜାଫରାବାଦ ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଆତଙ୍କବାଦୀଙ୍କୁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭାରତ...
ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ ପୂର୍ବରୁ ସିବିଆଇକୁ ନେବାକୁ ପଡିବ ରାଜ୍ୟ ସରକାରଙ୍କ ଅନୁମତି
ମୁମ୍ବାଇ,୨୨ ।୧୦: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କୌଣସି ମାମଲାର ଯାଞ୍ଚ ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇକୁ ଦେଇଥିବା ସହମତିକୁ ପ୍ରତ୍ୟାହର କରି ନେଇଛନ୍ତି । ତେଣୁ ଏହାପରେ ରାଜ୍ୟର ଯେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ...
କରୋନା ସଂକ୍ରମିତ ମହିଳା ହସ୍ପିଟାଲରୁ ଲୁଚି ପଳାଇଲେ, ସ୍ବାମୀ କଲେ ନିଖୋଜ ଅଭିଯୋଗ
ନୂଆଦିଲ୍ଲୀ,୨୨।୧୦:ଗ୍ରେଟର କୈଲାଶ ଅଞ୍ଚଳରେ ରହୁଥିବା ଜଣେ କରୋନା ସଂକ୍ରମିତ ମହିଳା ଏମ୍ସରୁ ଫେରାର୍ ହୋଇ ମଧ୍ୟପ୍ରଦେଶର ମୁରୈନା ପଳାଇଯାଇଛନ୍ତି। ପୋଲିସକୁ ବିଭ୍ରାନ୍ତ କରିବାକୁ ସେ ନିଖୋଜ ଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ବାମୀ। କିନ୍ତୁ ମାମଲାର ବିରୋଧ ହେବାରୁ ଏହି...
ଗୁମର ଖୋଲିଲେ ଭାଜପା ନେତା: ବିମୁଦ୍ରୀକରଣ ସମୟରେ ସୁରଟରେ ହୋଇଥିଲା ୨ ହଜାର କୋଟିର ଦୁର୍ନୀତି
ନୂଆଦିଲ୍ଲୀ, ୨୨।୧୦: ଦେଶରେ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ହୋଇଥିଲା। ଇତିମଧ୍ୟରେ ଏହାକୁ ବହୁ ବିତର୍କ ଜାରି ରହିଛି। ତେବେ ଭାଜପା ନେତା ପି.ଭି.ଏସ୍ ଶର୍ମାଙ୍କ ପକ୍ଷରୁ ସୋସିଆଲ ମିଡ଼ିଆରେ ଏସମ୍ପର୍କରେ କରାଯାଇଥିବା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ...
ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ: ୭୩ ବର୍ଷ ତଳେ ପାକିସ୍ତାନ କରିଥିଲା ଆକ୍ରମଣ
ଶ୍ରୀନଗର, ୨୨।୧୦: ଗୁରୁବାର ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ କରାଯାଉଛି। ୭୩ ବର୍ଷ ତଳେ ୧୯୪୭ ଅକ୍ଟୋବର ୨୨ରେ ପାକିସ୍ତାନ ସୈନ୍ୟ କବାୟଲିଙ୍କ ସହିତ ମିଳିତ ହୋଇ ଏଠାରେ ଅବୈଧ ଭାବେ ପ୍ରବେଶ କରି ଲୁଟପାଟ କରିବା ସହିତ ହଣାକଟା...
ନିବେଶ ବୃଦ୍ଧି ପାଇଁ ୧୫ ଗ୍ଲୋବାଲ୍ ଫଣ୍ଡ୍ ହାଉସ୍ ସହିତ ଆଲୋଚନା କରିବେ ମୋଦି
ନୂଆଦିଲ୍ଲୀ, ୨୨।୧୦: ଦେଶରେ ବିବେଶ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ୧୫ ଗ୍ଲୋବାଲ ଫଣ୍ଡ୍ ସାଉସ୍ର ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ। ଏସମ୍ପର୍କରେ ଅର୍ଥ ବ୍ୟାପାର ବିଭାଗ ସଚିବ ତରୁଣ ବଜାଜ ସୂଚନା ଦେଇଛନ୍ତି। ଦେଶର...
Archives


