ଥର୍‌ ମରୁଭୂମିରେ ନଦୀର ସନ୍ଧାନ: ଲକ୍ଷେ ୭୨ ହଜାର ବର୍ଷ ତଳେ ହେଉଥିଲା ପ୍ରବାହିତ

ଜୟପୁର, ୨୨।୧୦: ରାଜସ୍ଥାନ ଥର୍‌ ମରୁଭୂମିରେ ପ୍ରବାହିତ ହେଉଥିବା ଏକ ନଦୀର ସନ୍ଧାନ ମିଳିଛି। ବିକାନେର୍‌ ନିକଟରେ ଷ୍ଟୋନ୍‌ ଏଜ୍‌ ସମୟରେ ନଦୀ ପ୍ରବାହିତ ହେଉଥିଲା। ଏସମ୍ପର୍କିତ ରିପୋର୍ଟ କ୍ୱାର୍ଟେନାରୀ ସାଇନ୍ସ୍‌ ରିଭ୍ୟୁ ପତ୍ରିକାରେ ପ୍ରକାଶ ପାଇଛି। ପୂର୍ବରୁ ଜର୍ମାନୀର ମାକ୍ସ୍‌ ପ୍ଲାଙ୍କ୍‌ ଇନଷ୍ଟିଚ୍ୟୁଟର ଗବେଷକଙ୍କ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୮୦ ହଜାର ବର୍ଷ ତଳେ ଏଠାରେ ନଦୀ ପ୍ରବାହିତ ହେଉଥିଲା। ସେହିପରି ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟ ଏବଂ କୋଲକାତାର ଆଇଆଇଏସ୍‌ଇଆର୍‌ ପକ୍ଷରୁ ବିକାନେର୍‌ର ନାଲ୍‌ ଗାଁରେ ଗବେଷଣା କରାଯାଇ ଏସମ୍ପର୍କିତ ତଥ୍ୟ ହାସଲ କରାଯାଇଥିଲା। ୨୦୧୪ରୁ ୨୦୧୯ ମଧ୍ୟରେ ଏହି ଗବେଷଣା କରାଯାଇଥିଲା। ଆନ୍ନା ବିଶ୍ୱବିଦ୍ୟାଳୟର ପ୍ରଫେସର ହେମା ଅଚ୍ୟୁଥାନ୍‌ଙ୍କ ଅନୁସାରେ ଏଠାରେ ପ୍ରବାହିତ ହେଉଥିବା ନଦୀ କାଳକ୍ରମେ ବାଲୁକା ସ୍ତୁପ ଦ୍ୱାରା ପୋତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ବର ତାଲିବାନ୍‌, ବିବ୍ରତ ଆଫଗାନ୍‌

କାବୁଲ/ଓ୍ବାଶିଂଟନ/ ନୂଆଦିଲ୍ଲୀ,୨୧।୮: ଅଗଷ୍ଟ ୧୫ରେ କାବୁଲ ଦଖଲ ପରଠାରୁ ତାଲିବାନ୍‌ ଆଫଗାନ୍‌ ଜାତୀୟ ପତାକାକୁ ଅଚଳ କରିଦେଇଛି। ହେଲେ ୧ଫ ତାରିଖରେ ୧୦୨ତମ ସ୍ବାଧୀନତା ଦିବସ...

କୋଇଲାରୁ କେମିତି ବିଦ୍ୟୁତ୍‌ ଉତ୍ପାଦନ ହୁଏ ଜାଣନ୍ତି କି

ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଇଲା ଅଭାବ ପରିଲକ୍ଷିତ ହୋଇଛି। ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖାଯାଉଛି। ଦେଶର ଅନେକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ମାତ୍ର ଅଳ୍ପ...

୨୮ ସ୍ତ୍ରୀ, ୧୩୫ ପିଲାଙ୍କ ସାମ୍ନାରେ ୩୭ତମ ବିବାହ କଲେ ଏହି ବ୍ୟକ୍ତି

ଆପଣ ନିଶ୍ଚିତ ପୁରାତନ ସମୟର ରାଜାରାଜୁଡ଼ାଙ୍କ ବିଷୟରେ ଶୁଣିଥିବେ, ଯେଉଁମାନଙ୍କର ଏକାଧିକ ସ୍ତ୍ରୀ ଥିଲେ। ସେହି ସମୟରେ ଏହି ଧାରା ସାଧାରଣ ଥିଲା। କିନ୍ତୁ ଆଜି...

ସ୍କୁଲ ବନ୍ଦକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୬ା୧: କରୋନା ମହାମାରୀ ମଧ୍ୟରେ ସ୍କୁଲ ବନ୍ଦକୁ ନେଇ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ ଜେମ୍‌ ସାଭେଦ୍ରା ଅନେକ ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ ସେ...

୧୬୫ ଯାତ୍ରୀଙ୍କୁ ନେଇ ଅଟକି ରହିଛି ଥର୍‌ ଏକ୍ସପ୍ରେସ୍‌

ଜୟପୁର,୧୦।୮: ଗତ ଶୁକ୍ରବାର ପାକିସ୍ତାନ ଥର୍‌ ଏକ୍ସପ୍ରେସ୍‌ ଚଳାଚଳକୁ ବନ୍ଦ କରିବା ପରେ ଏବେ ଏଥିରେ ୧୬୫ ଯାତ୍ରୀ ଅଟକି ରହିଥିବା ସୂଚନା ମିଳିଛି। ଏମାନଙ୍କ...

ହାଥରସ ବଳାତ୍କାର ପୀଡ଼ିତାଙ୍କ ପରିବାରର ଦୁଃଖ ଦେଖୁଛି ଦେଶ: ରାହୁଲ

ଚଣ୍ଡିଗଡ଼,୬ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍କଳବାର ହାଥରସ ବଳାତ୍କାର ଘଟଣାକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏକ...

ଭାରତୀୟ ରାଜନୀତିରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଭଳି ନେତାଙ୍କର ରହିଛି ଆବଶ୍ୟକତା: ଜୟରାମ ରମେଶ…

ନୂଆଦିଲ୍ଲୀ,୧୯।୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନଙ୍କ ପରି ଭାରତୀୟ ରାଜନୀତିରେ ନେତାଙ୍କ ଆବଶ୍ୟକତା ରହିଛି।...

ମାଙ୍କଡ଼ ପାଇଁ ପୋଲିସକୁ କୋର୍ଟ ନୋଟିସ

ଜୟପୁର,୭।୫: ରାଜସ୍ଥାନ ରାଜଧାନୀ ଜୟପୁରର ଚାନ୍ଦଓ୍ବାଜିରୁ ମାଙ୍କଡ଼କୁ ନେଇ ଅଜବ ଘଟଣା ସାମ୍‌ନାକୁ ଆସିଛି। ଏକ ହତ୍ୟାକଣ୍ଡର ଶୁଣାଣି ହେବାକୁ ଥିବାବେଳେ ଗୋଟିଏ ମାଙ୍କଡ଼ ପ୍ରମାଣ...

Advertisement
Archives

Model This Week