ଜାତୀୟ

ଚିଠି ସହ ଚୋର ଫେରାଇଲା କୋଭିଡ୍‌ ଟିକା ଭର୍ତ୍ତି ବ୍ୟାଗ୍‌

ଚଣ୍ଡିଗଡ଼,୨୨।୪ : ହରିୟାଣର ରାଜଧାନୀ ଚଣ୍ଡିଗଡ଼ରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ଗୁରୁବାର ୧୭୦୦ କୋଭିଡ୍‌-୧୯ ଟିକା ଭର୍ତ୍ତି ଥିବା ଏକ ବ୍ୟାଗ ଚୋରି କରିଥିଲା। କିନ୍ତୁ ବ୍ୟାଗରେ କ’ଣ ଅଛି ଜାଣିବା ପରେ ବଦଳି ଯାଇଥିଲା ତା’ର…

ମାଗଣା ବିଅର ପାଇଲେ କରୋନା କଥା ଚିନ୍ତା କରୁଛି କିଏ

ବାଙ୍ଗାଲୋର,୨୨।୪ : କରୋନାର ଦ୍ୱିତୀୟ ଲହର ଯୋଗୁ ଦେଶରେ ଦୈନିକ ସଂକ୍ରମଣ ପ୍ରତ୍ୟେକ ଦିନ ରେକର୍ଡ କରୁଛି। ଏହା ସତ୍ତ୍ୱେ ବଦଳି ନାହିଁ ଲୋକଙ୍କ ମାନସିକତା। ଏବେ ମଧ୍ୟ ଲୋକେ କରୋନାଠୁ ସୁରକ୍ଷିତ ରହିବା ବଦଳରେ ମାଗଣା ବିଅରକୁ ପ୍ରଧାନ୍ୟ ଦେଉଛନ୍ତି।…

ଅକ୍ସିଜେନ ନ ଥିବା ହସ୍ପିଟାଲର ତାଲିକା ପ୍ରକାଶ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ୨୨।୪: ଦିଲ୍ଲୀରେ କରୋନା ସଂକ୍ରମଣ ଉଗ୍ରରୂପ ଧାରଣ କରିଛି। ଏଭଳି ସ୍ଥିତିରେ ଦିଲ୍ଲୀର ୬ଟି ଘରୋଇ ଡାକ୍ତରଖାନାରେ ଅମ୍ଳଜାନ ଷ୍ଟକ ନ ଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅମ୍ଳଜାନ ନ ଥିବା ୬ଟି ଘରୋଇ…

ଅକ୍ସିଜେନ ସମ୍ପର୍କରେ ପଚାରିବାରୁ କ୍ୟାମେରା ଆଗରେ ଧମକ ଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪ : କୋଭିଡ୍‌ ଆକ୍ରାନ୍ତଙ୍କ ପରିବାରବର୍ଗ ଅକ୍ସିଜେନ ସମ୍ପର୍କରେ ପଚାରିବାରୁ କ୍ୟାମେରା ଆଗରେ ୨ ଚାପୁଡ଼ା ମାରିବାକୁ ଧମକ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହଲାଦ ପଟେଲ। ଆମେ ହତାଶ ହୋଇପଡ଼ିଲୁଣି। ଆମକୁ ଅକ୍ସିଜେନ ସିଲିଣ୍ଡର ମିଳି ନାହିଁ। ସେମାନେ ଯଦି ଅକ୍ସିଜେନ…

କେହି ଶୁଣୁ ନାହାନ୍ତି, ଦିଲ୍ଲୀ ମେଡିକାଲ ବାହାରେ କାନ୍ଦୁଥିବା ଅସଲମଙ୍କ ଦୁଃଖ

ନୂଆଦିଲ୍ଲୀ,୨୨।୪: ମେଡିକାଲ ଅକ୍ସିଜେନ, ଭାକ୍ସିନ ଓ ବେଡ୍‌ ପାଇଁ ସରକାରଙ୍କ ଆଶ୍ୱାସନା ସତ୍ତ୍ୱେ କୋଭିଡ୍‌ ଆକ୍ରାନ୍ତ ଓ ସେମାନଙ୍କ ପରିବାରବର୍ଗଙ୍କ ଦୁଃଖ କମ୍‌ ହେଉନାହିଁ। ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ (ଏଲ୍‌ଏନ୍‌ଜେପି)…

ପଞ୍ଚିମବଙ୍ଗ ନିର୍ବାଚନୀ ପ୍ରଚାର ବାତିଲ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪: କୋଭିଡ ସ୍ଥିତିର ସମୀକ୍ଷା ପାଇଁ ଶୁକ୍ରବାର ବସିବାକୁ ଯାଉଛି ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ପଞ୍ଚିମବଙ୍ଗ ଗସ୍ତ ସହ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ବାତିଲ କରିଥିବା ଗୁରୁବାର ଟୁଇଟ…

ଅକ୍ସିଜେନ୍‌ ପରିବହନକୁ ତ୍ୱରାନ୍ବିତ ଲାଗି କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବ ଯୋଗୁ ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀମାନଙ୍କ ସ୍ଥିତି ମଧ୍ୟ ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ…

ଭିତରେ କରୋନା-ସୀମାରେ ଚାଇନା: ଭାରତ ଲଢୁଛି ଦୋହରା ଯୁଦ୍ଧ…

ଲଦାଖ, ୨୨।୪: ଭାରତ ଏବେ ଦୋହରା ଯୁଦ୍ଧ ଜାରି ରଖିଛି। ଦେଶ ଭିତରେ କରୋନା ସଂକ୍ରମଣ ସହିତ ଲଢ଼େଇ ହେଉଥିବାବେଳେ ପୂର୍ବ ଲଦାଖର ଭାରତ ସୀମାରେ ଚାଇନା ସହିତ ବିବାଦ ଥମିବାର ନାଁ ଧରୁନି। ଫଳରେ ଭାରତ ଦୋହରା ଲଢ଼େଇ ଜାରି…

କରୋନା ନିୟନ୍ତ୍ରଣ ହେବ କିପରି: କେନ୍ଦ୍ର ସରକାରଙ୍କୁ ୪ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ ଅଭାବ ସୃଷ୍ଟି ହୋଇଛି। ସେହିପରି ଟିକା ଡୋଜ୍‌ ନ ଥିବାରୁ କେତେକ ଟିକାଦାନ କେନ୍ଦ୍ର ବନ୍ଦ ହୋଇ ଯାଇଛି। ଏନେଇ ସୁପ୍ରିମ୍‌କୋର୍ଟ ଦେଶରେ ଅକ୍ସିଜେନ…

ଚାଷ ଜମିରେ ହେବ ଅନ୍ତିମ ସଂସ୍କାର: ସରକାରଙ୍କ ନିର୍ଦ୍ଦେଶ…

ବେଙ୍ଗାଲୁରୁ,୨୨।୪: କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏତେ ସଂଖ୍ୟକ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ, କବରସ୍ତାନରେ ସମସ୍ୟା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି କର୍ନାଟକ ସରକାର ଚାଷ ଜମିରେ ମୃତକଙ୍କ…

ଶ୍ମଶାନ ବାହାରେ ମୃତଦେହର ଲମ୍ବା ଲାଇନ୍‌: ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଅଭିଯୋଗ…

ନୋଏଡା,୨୨।୪: କରୋନା ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ନୋଏଡ଼ାରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ବାହାରେ ମୃତଦେହର ଲମ୍ବା ଲାଇନ୍‌ ଲାଗିଛି। ଶ୍ମଶାନରେ ଜୁଇ ଲିଭୁନି। ତେବେ ସରକାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହୋଇଛି।…

ହସ୍ପିଟାଲରୁ ୧୭୧୦ କରୋନା ଡୋଜ୍‌ ଚୋରି…

ଜିନ୍ଦ,୨୨।୪: କରୋନା ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କଳାବଜାର, କରୋନା ଟିକା ଚୋରି ଏବଂ ନକଲି ଇଞ୍ଜେକଶନ୍‌ ବିକ୍ରି ଘଟଣା ବୃଦ୍ଧି ପାଉଛି। ହରିୟାଣା ଜିନ୍ଦ ଅଞ୍ଚଳରେ ପି.ପି. ସେଣ୍ଟରରୁ ୧୭୧୦ କରୋନା ଡୋଜ୍‌ ଚୋରି ହୋଇଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri