ପିଏମ୍ କେୟାର୍ସ ପାଣ୍ଠିର ହିସାବ ଦିଅ: ମୋଦିଙ୍କୁ ଚିଠି ଲେଖିଲେ ୧୦୦ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ
ନୂଆଦିଲ୍ଲୀ,୧୭।୧: ପିଏମ୍ କେୟାର୍ସ ପାଣ୍ଠିର ହିସାବ ମାଗିଛନ୍ତି ୧୦୦ ଜଣ ପ୍ରଶାସନିକ ଅଧିକାରୀ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖିଛନ୍ତି। ପାଣ୍ଠିର ହିସାବରେ ସ୍ବଚ୍ଛତା ଉପରେ ସେମାନେ ପ୍ରଶ୍ନ କରିଛନ୍ତି। କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚରେ ପିଏମ୍…
ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଚାଲିବ ୮ଟ୍ରେନ୍
ନୂଆଦିଲ୍ଲୀ,୧୭ ।୧: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆକାଶଛୁଆଁ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବା ଏବେ ସହଜ ହେବ । ଗୁଜରାଟର କେବଡିୟା ଗାଁକୁ ନୂଆଦିଲ୍ଲୀରୁ ସିଧାସଳଖ ଟ୍ରେନ୍ ଚଳାଚଳ କରିବ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ…
ଦିଲ୍ଲୀରେ ଟିକା ନେବାର କିଛି ଘଣ୍ଟା ପରେ ୫୧ ଅସୁସ୍ଥ ଜଣେ ଗୁରୁତର
ନୂଆଦିଲ୍ଲୀ,୧୭।୧: ଭାରତରେ ଶନିବାରଠାରୁ ସାର୍ବଜନୀକ କରୋନା ପ୍ରତିଷେଧକ ଟିକାକରଣ ଆରମ୍ଭ ହୋଇଛି। ଟିକା ନେବାର କିଛି ଘଣ୍ଟା ପରେ ଦିଲ୍ଲୀରେ ୫୧ ଜଣଙ୍କଠାରେ ଆଲର୍ଜି ଦେଖା ଦେବାରୁ ସେମାନେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇଥିବା ପ୍ରଶାସନ…
୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କଲା ବିଆର୍ଓ
ଶ୍ରୀନଗର,୧୭।୧: ମାତ୍ର ୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କରି ଭାରତୀୟ ବର୍ଡର ରୋଡ୍ ଅର୍ଗାନାଇଜେଶନ (ବିଆର୍ଓ) ଏବେ ପ୍ରଶଂସା ସାଉଁଟିବାରେ ଲାଗିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରାମ୍ବନର କେଲା ମୋରହଠାରେ ଥିବା ବାଲେ ପୋଲ ଜାନୁୟାରୀ ୧୦ରେ…
୨ ଚାଇନା ନାଗରିକଙ୍କୁ ଗିରଫ କଲା ଇଡ଼ି
ନୂଆଦିଲ୍ଲୀ,୧୭।୧: ବେଆଇନ ଭାବେ ଟଙ୍କା ଠୁଳ କରିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୨ ଜଣ ଚାଇନା ନାଗରିକଙ୍କୁ ଗିରଫ କରାଯାଇଛି। ଚାର୍ଲି ପେଙ୍ଗ୍ ଏବଂ କାର୍ଟର ଲିଙ୍କ ନାମରେ ଅଭିଯୋଗ ଆସିବା ପରେ ଇଡ଼ି ପକ୍ଷରୁ ଏହାର ତଦନ୍ତ…
ଅର୍ଣ୍ଣବ-ବିଏଆର୍ସି ପୂର୍ବତନ ସିଇଓଙ୍କ ଚାଟ୍ ଭାଇରାଲ
ମୁମ୍ବାଇ, ୧୭।୧: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଗିରଫ ହୋଇଥିବା ଟିଭି ରେଟିଂ ସଂସ୍ଥା ବିଏଆର୍ସିର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହ୍ବାଟ୍ସଆପ୍ ଚାଟ୍ର ସ୍କ୍ରିନ୍ଶଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଅର୍ଣ୍ଣବଙ୍କ ଅଡ଼ୁଆ…
ବିଶ୍ୱଜିତ୍ ଚାଟାର୍ଜୀ ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ
ପଣଜୀ, ୧୭ା୧: ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ (ଆଇଏଫଏଫଆଇ)ର ୫୧ତମ ସଂସ୍କରଣ ଆୟୋଜିତ ହୋଇଛି। ମହୋତ୍ସବରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା, ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଗାୟକ ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ ଭାରତୀୟ…
ଦ୍ୱିତୀୟ ଲହର ରୋକିବ ଟିକା
ନୂଆଦିଲ୍ଲୀ, ୧୭।୧: ଭାରତରେ କରୋନା ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଥିବାବେଳେ ଶନିବାର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବ୍ରିଟେନର ନୂଆ ଷ୍ଟ୍ରେନ୍କୁ ନେଇ ସାରା ବିଶ୍ୱରେ ଉଦ୍ବେଗ ପ୍ରକାଶ ପାଇଥିବାବେଳେ ସମସ୍ତେ ଟିକା ନେବା ଜରୁରୀ ଏବଂ ଏହା ସଂକ୍ରମଣର…
ସୁପ୍ରିମକୋର୍ଟ ଗଲା ବିକେୟୁ
ନୂଆଦିଲ୍ଲୀ, ୧୭।୧(ପି.ଟି.): ବିବାଦୀୟ କୃଷି ଆଇନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ଏହାର ସମାଧାନ ସୂତ୍ର ବାହାର କରିବା ଲାଗି ସୁପ୍ରିମକୋର୍ଟ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଉକ୍ତ କମିଟିରୁ ଭୂପିନ୍ଦର ସିଂ ମାନ୍ ଓହରିଯାଇଥିବାବେଳେ ଅନ୍ୟ ୩…
୧.୯ ଲକ୍ଷ ନେଲେ
ନୂଆଦିଲ୍ଲୀ, ୧୭।୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶରେ ବିଶ୍ୱର ସର୍ବବୃହତ୍ କୋଭିଡ୍ ଟିକାକରଣ ଅଭିଯାନ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ ଜଣଙ୍କୁ ଟିକା ଦେବା ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ଅପରାହ୍ନ ୫ଟା ୩୦ ସୁଦ୍ଧା ୧,୯୧,୧୮୧…
ପ୍ରବଳ ତୁଷାରପାତ: ଘୋଡ଼ା ଚଢ଼ି ପାର୍ସଲ ବାଣ୍ଟୁଛନ୍ତି ଡେଲିଭରୀ ବୟ
ଶ୍ରୀନଗର,୧୬।୧: ଆଜିକାଲି ଜମ୍ମୁ-କଶ୍ମୀରରେ ପ୍ରବଳ ତୁଷାରପାତ ହେଉଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି। ଏପରି ସ୍ଥିତିରେ ଲୋକେ ଅନ୍ଲାଇନ୍ରେ ଜିନିଷ ମଗାଉଛନ୍ତି। ମାତ୍ର ସବୁଠୁ ବଡ଼ କଥା ହେଲା ମଗାଇଥିବା ସାମଗ୍ରୀ କିପରି ପାଇବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ପ୍ରବଳ…
ପ୍ରଥମ କରୋନା ଟିକା ନେଲେ ଏମ୍ପି ମହେଶ ଶର୍ମା, ବିଧାୟକ ରବୀନ୍ଦ୍ରନାଥ ଚାଟାର୍ଜୀ
ନୂଆଦିଲ୍ଲୀ,୧୬।୧: ଭାରତରେ ପ୍ରଥମ ଏମ୍ପିଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଏମ୍ପି ଭାଜପା ନେତା ମହେଶ ଶର୍ମା ସ୍ବାସ୍ଥ୍ୟ କର୍ମୀ ଭାବେ କରୋନା ଟିକା ନେଇଛନ୍ତି। ଡ.ଶର୍ମା ନୋଏଡା ସେକ୍ଟର ୨୭ର ଏକ ଡାକ୍ତରଖାନାରେ ପୂର୍ବାହ୍ନରେ ଟିକା ନେଇଥିବା ସୂଚନା ଦିଆଯାଇଛି। ଟିକା…
Archives


