ଜାତୀୟ

ଜି-୨୩ ବା ୨୪ କିଛି ନାହିଁ, ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ଗୋଟିଏ: ବିରପ୍ପା ମୋଇଲି

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-୨୩କୁ ନେଇ ବରିଷ୍ଠ ନେତା ବିରପ୍ପା ମୋଇଲି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସରେ ଜି-୨୩ ବା ୨୪ ବୋଲି କିଛି ନାହିଁ । ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ…

ସମସ୍ତ ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମ୍‌ସି, ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବେ ମମତା

କୋଲାକାତା,୫ ।୩: ପଶ୍ଚିମବଙ୍ଗର ଶାସକ ଦଳ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ଶୁକ୍ରବାର ୨୯୧ ଆସନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ବାକି ୩ଟି ଆସନକୁ ସହଯୋଗୀ ଦଳ ପାଇଁ ଛାଡିଛି ଟିଏମ୍‌ସି…

ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଲେ ପ୍ରେମିକା, କାରଣ ଜାଣିଲେ…

ଲକ୍ଷ୍ନୌ,୫।୩: ଉତ୍ତରପ୍ରଦେଶର ବରେଲି ଜିଲାର ଜଣେ ପ୍ରେମିକା ପ୍ରେମିକଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ। ଅପ୍ରତ୍ୟାଶିତ ଘଟଣା କ୍ରମରୁ ହଡ଼ବଡ଼େଇ ଯାଇ ପ୍ରେମିକ ଜଣକ ପରିବାର ସଦସ୍ୟଙ୍କ ସହ ଘରେ ତାଲା ଦେଇ ଫେରାର ହୋଇଯାଇଥିଲେ। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ…

ମହଙ୍ଗା ମାଡକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମହଙ୍ଗା ମାଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଗାନ୍ଧୀ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।…

ସମସ୍ତଙ୍କୁ କରୋନା ଟିକା ମାଗଣା ଦେବାକୁ ମୋଦିଙ୍କୁ ପତ୍ର ଲେଖିଲେ ସିଦ୍ଧରମୈୟା

ବେଙ୍ଗାଲୁରୁ,୫ ।୩: କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ସେ ସମସ୍ତ ଭାରତୀୟଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବାକୁ ଅପିଲ କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର…

ପିଲା ସ୍କୁଲ ନ ଆସିବାରୁ ଶିକ୍ଷକ ପାଞ୍ଚିଲେ ଅନନ୍ୟ ଉପାୟ, ପରେ ଛୁଟିଲା ସୁଅ

ରାଞ୍ଚି,୫।୩: ଜାମସେଦପୁରରୁ ପ୍ରାୟ ୫୦ କିଲୋମିଟର ଦୂର ଟାଙ୍ଗରାଇନ ସ୍କୁଲକୁ ପିଲାମାନେ ଲକ୍‌ଡାଉନ୍‌ ପରେ ଆସିଲେ ନାହିଁ। ଫଳରେ ଶିକ୍ଷକ ପିଲାମାନଙ୍କୁ ସ୍କୁଲ ଆଣିବା ପାଇଁ ଏକ ଉପାୟ ପାଞ୍ଚିଲେ। ଫଳରେ ପିଲାମାନେ ସ୍କୁଲ ଆସିବାକୁ ମନ ବଳାଇଛନ୍ତି। ପ୍ରଧାନଶିକ୍ଷକ ସ୍କୁଲ…

ରେଷ୍ଟୁରାଣ୍ଟର ୧୦ ଷ୍ଟାଫ୍‌ କରୋନା ପଜିଟିଭ୍‌: ବଢିଲା ଚିନ୍ତା

ମୁମ୍ବାଇ,୫।୩: ଦେଶର ଆର୍ଥିିକ ରାଜଧାନୀ ମୁମ୍ବାଇ କରୋନା ଗ୍ରାଫ୍‌ ବଢିବାରେ ଲାଗିଛି। ଏବେ ମୁମ୍ବାଇର ଏକ ପ୍ରସିଦ୍ଧ ରାଧାକୃଷ୍ଣ ରେଷ୍ଟୁରାଣ୍ଟର ୧୦ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ରେଷ୍ଟୁରାଣ୍ଟକୁ ୨ ଦିନ ପାଇଁ ବନ୍ଦ କରିଦିଆଯାଇଥିବା ବିଏମ୍‌ସି ସୂଚନା…

ସୁଶାନ୍ତ ମାମଲାରେ ଡ୍ରଗ୍ସ କନେକ୍ସନ: ଆଜି ଦାଖଲ ହେବ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍‌

ମୁମ୍ବାଇ,୫।୩: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ ମାମଲାରେ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏନଡିପିଏସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିବ। ଏହି ମାମଲାରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ…

ଖଟ୍ଟର ସରକାର ଟଳମଳ: ଅବିଶ୍ୱାସ ପ୍ରସ୍ତାବ ଆଣିବ କଂଗ୍ରେସ

ଚଣ୍ଡିଗଡ,୫।୩: ଶୁକ୍ରବାର ଅପରାହ୍ନରେ ହରିୟାଣା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ବଜେଟ ଅଧିବେଶନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଖଟ୍ଟର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସରକାରଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ହୁଡ୍ଡା…

କର୍ମଚାରୀ ଏବଂ ତାଙ୍କ ପରିବାରର ଟିକା ଖର୍ଚ୍ଚ ବହନ କରିବେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୫।୩: ଇନଫୋସିସ, ଆସେଞ୍ଚର, ଟିିସିଏସ ପରେ ଏବେ ଦେଶର ସର୍ବବୃହତ କର୍ପୋରେଟ ହାଉସ ରିଲାଏନ୍ସ କମ୍ପାନୀ ତା’ର କର୍ମଚାରୀ ଓ କର୍ମଚାରୀଙ୍କ ପରିବାର ଲୋକଙ୍କ ଟିକା ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଛି। ରିଲାଏନ୍ସର ନିର୍ଦ୍ଦେଶକ ତଥା ମୁକେଶ ଅମ୍ବାନୀ…

୪୯୭ ଦିନ ପରେ ପ୍ରଥମଥର ବିଦେଶ ଯିବେ ପ୍ରଧାନମନ୍ତ୍ରୀ ମୋଦି

କୋଲକାତା,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୪୯୭ ଦିନ ପରେ ବିଦେଶ ଗସ୍ତରେ ଯିବେ। କରୋନା ସଂକ୍ରମଣ ସମୟ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ବାଂଲେଦେଶ ଗସ୍ତରେ ଯିବେ। ୨୬ ଏବଂ ୨୭ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ବାଂଲାଦେଶରେ ପହଞ୍ଚିବେ। ପଡୋଶୀ…

ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ

ନୂଆଦିଲ୍ଲୀ,୫।୩: ଟ୍ରେନ୍‌ ପ୍ଲାଟଫର୍ମ ଟିକେଟ୍‌ ଦାମ ବୃଦ୍ଧି ପାଇଛି। ରେଲଓ୍ବେ ପ୍ଲାଟଫର୍ମ ଟିକେଟ୍‌ ଦାମ ୩ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍‌ ପାଇଁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ଏବେ ୩୦ ଟଙ୍କା ଦେବାକୁ ପଡିବ। ସୂଚନାଯୋଗ୍ୟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri