ଏନ୍ଡିଏ ସ୍ଥିର କରିବ କିଏ ହେବ ମୁଖ୍ୟମନ୍ତ୍ରୀ: ନୀତୀଶ
ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ଗୁରୁବାର ପ୍ରଥମ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖବରଦାତାଙ୍କ ସହ କଥା ହୋଇଛନ୍ତି । ଜନତା ଦଳ ୟୁନାଇଟେଡ(ଜେଡିୟୁ) ପ୍ରଦେଶ କାର୍ଯ୍ୟାଳୟରେ ସେ ଖବରଦାତାଙ୍କ ସହ କଥା ହୋଇଛନ୍ତି...
ପାଞ୍ଚ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଅଯୋଧ୍ୟା
ଲକ୍ଷ୍ନୌ,୧୩ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି । ମର୍ଯ୍ୟାଦା ପୁରୁଷ ରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଦୀପ ଜାଳି ଏହି ପର୍ବକୁ ପାଳନ କରାଯିବା ଲାଗି ପ୍ରସ୍ତୁତି ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ ।...
ଛେଳି ଚୋରି କରୁଥିଲେ ଦୁଇ ଭାଇ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଚେନ୍ନାଇ,୧୩।୧୧: ପିତାଙ୍କ ଫିଲ୍ମରେ ଲିଡ୍ ରୋଲ କରିବା ପାଇଁ ଦୁଇ ଭାଇ ଅଜବ ପଦକ୍ଷେପ ଗ୍ରହଣ କରିଛନ୍ତି। ଫିଲ୍ମ ନିର୍ମାଣ ପାଇଁ ଟଙ୍କା ନ ଥିବାରୁ ଦୁଇ ଭାଇ ୩ ବର୍ଷ ହେଲା ଛେଲି ଚୋରି କରୁଥିଲେ। ପୋଲିସ ଉଭୟଙ୍କ...
ବାରାକ ଓବାମାଙ୍କ ପୁସ୍ତକରେ ରାହୁଲ, ମନମୋହନଙ୍କ ବିଷୟରେ ଆଲୋଚନା
ଓ୍ବାଶିଂଟନ,୧୩।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ ‘ଏ ପ୍ରମିଜଡ୍ ଲ୍ୟାଣ୍ଡ୍’ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଓବାମାଙ୍କ ନୂତନ ପୁସ୍ତକରେ କେରଳର ୱାୟାନାଡର ଲୋକସଭା ଏମ୍ପି ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ...
ଅରୁନ୍ଧତୀ ରାୟଙ୍କ ପୁସ୍ତକକୁ ବିରୋଧ
ଚେନ୍ନାଇ,୧୩।୧୧:ଲେଖିକା ଅରୁନ୍ଧତୀ ରାୟଙ୍କ ପୁସ୍ତକ ‘ଓ୍ବାକିଂ ଓ୍ବିଥ୍ ଦ କମ୍ରେଡ୍ସ’କୁ ତାମିଲନାଡୁ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରୁ ହଟାଇ ଦିଆଯାଇଛି। ଆର୍ଏସ୍ଏସ୍ର ଛାତ୍ର ଶାଖା ଏବିଭିପିର ବିରୋଧ ପରେ ତିରୁନେଲ୍ଭେଲି ସ୍ଥିତ ମନୋନ୍ମାନିଆମ୍ ସୁନ୍ଦରନର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାକୁ ହଟାଯାଇ ପିଜି ଇଂରାଜୀ...
୨୩ରେ ଅର୍ଣ୍ଣବ ଗୋସ୍ବାମୀଙ୍କ ଆଗୁଆ ଜାମିନ ଶୁଣାଣିି
ମୁମ୍ବାଇ,୧୩।୧୧:‘ମୁମ୍ବାଇର ସେସନ୍ସ କୋର୍ଟ ପକ୍ଷରୁ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ, ତାଙ୍କ ସ୍ତ୍ରୀ ସମ୍ୟାବ୍ରତ ରାୟଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣିକୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ନଭେମ୍ବର ୪ରେ ଗିରଫ କରିବାକୁ ଯାଇଥିବା ଜଣେ...
ତେଜସ୍ବୀ ଭଲ ପିଲା, କିନ୍ତୁ…
ନୂଆଦିଲ୍ଲୀ,୧୩।୧୧:ତେଜସ୍ବୀ ଜଣେ ଭଲ ପିଲା। କିନ୍ତୁ ସେ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ ବିହାରକୁ ଚଳାଇପାରି ନ ଥାନ୍ତେ ବୋଲି ବରିଷ୍ଠ ଭାଜପା ନେତ୍ରୀ ଉମା ଭାରତୀ ତାଚ୍ଛଲ୍ୟ କରିଛନ୍ତି। ଗଣମାଧ୍ୟମକୁ ଉମା ଭାରତୀ କହିଛନ୍ତି, ଆର୍ଜେଡି ଅଧ୍ୟକ୍ଷ ଲାଲୁ...
ଦେଓଘର ସତ୍ସଙ୍ଗ ଆଶ୍ରମକୁ ମିଳିଲା ରାଷ୍ଟ୍ରୀୟ ଜଳ ପୁରସ୍କାର
ଦେଓଘର, ୧୨ା୧୧: ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଝାଡ଼ଖଣ୍ଡର ଦେଓଘର ସତ୍ସଙ୍ଗ ଆଶ୍ରମକୁ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର’ ପ୍ରଦାନ କରାଯାଇଛି। ଭର୍ଚୁଆଲ କାଯର୍ର୍ୟକ୍ରମ ମାଧ୍ୟମରେ ଜଳଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ...
ସଚିନଙ୍କୁ କରୋନା
ଜୟପୁର,୧୨।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ଏ ନେଇ ସଚିନ ନିଜେ ଗୁରୁବାର ଟୁଇଟ ଜରିଆରେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ ଆଇସୋଲେଶନରେ ରହିଥିବା କହିଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି...
ଭାରତୀୟ ନୌସେନାରେ ସାମିଲ ହେଲା ଓ୍ବାଗିର
ମୁମ୍ବାଇ,୧୨।୧୧-ଭାରତୀୟ ନୌସେନାରେ ଗୁରୁବାର ସାମିଲ ହୋଇଛି ବୁଡାଜାହଜ ଓ୍ବାଗିର। ଦକ୍ଷିଣ ମୁମ୍ବାଇ ସ୍ଥିତ ମାଜାଗାଓଁ ଡକ୍ ସମୁଦ୍ରତଟରେ ଏହି ବୁଡାଜାହଜ ଜଳାବତରଣ କରିଛି। ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ...
ସୁଶାନ୍ତଙ୍କ ପରେ ଆତ୍ମହତ୍ୟା କଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା
ମୁମ୍ବାଇ,୧୨।୧୧-ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ମନରୁ ନ ଯାଉଣୁ ବଲିଉଡର ଆଉ ଜଣେ ଖ୍ୟାତନାମା ଅଭିନେତା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ବଲିଉଡ ଅଭିନେତା ଆସିଫ ବସ୍ରା(୫୩) ଆତ୍ମହତ୍ୟା କରିଛନ୍ତି। ସେ ହିମାଚଳ ପ୍ରଦେଶର ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିଓ୍ବାରା ରୋଡରେ ଥିବା ଏକ...
ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ଦେଖି ଆଇପିଏସ୍ ଅଫିସର ଅରୁଣ ବୋଥ୍ରା କହିଲେ ଏମିତି
ନୂଆଦିଲ୍ଲୀ,୧୨ା୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ଗୁରୁବାର ଏହା ଅଧିକ ଉଗ୍ର ରୂପ ଧାରଣ କରିଛି। ସୋସିଆଲ ମିଡିଆରେ ଏଠାକାର ପ୍ରଦୂଷିତ ଜଳବାୟୁର ଫଟୋ ଭାଇରାଲ ହେଉଛି। ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ମଧ୍ୟ ଏହାର ଏକ...
Archives


