ଜାତୀୟ

ଏଏମ୍‌ୟୁରେ କରୋନା ତାଣ୍ଡବ: ୨୨ ଦିନରେ ୧୯ ପ୍ରଫେସରଙ୍କ ମୃତ୍ୟୁ…

ଅଲିଗଡ଼,୧୩।୫: କକରୋନା ମହାମାରୀ ସଂକ୍ରମଣ ଯୋଗୁ ଅଲିଗଡ଼ ମୁସଲିମ୍‌ ୟୁନିଭରସିଟି(ଏଏମ୍‌ୟୁ)ରେ ଆତଙ୍କ ସୃଷ୍ଟି ହୋଇଛି। ଗତ ୨୨ ଦିନମଧ୍ୟରେ ୧୯ ଜଣ ପ୍ରଫେସରଙ୍କ ମୃତ୍ୟୁ କରୋନାରେ ହୋଇଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୟୁନିଭରସିଟିର କେତେକ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା…

ଅନାଥ ପିଲାଙ୍କୁ ୫ହଜାର-ନିଶୁଳ୍କ ଶିକ୍ଷା ଦେବେ ଏହି ରାଜ୍ୟର ସରକାର

ଭୋପାଳ,୧୩।୫: କରୋନା ମହାମାରୀ ଆଉ କେତେ ତାଣ୍ଡବ ରଚିବ ତାହା କାହାକୁ ଜଣାନାହିଁ। ଏହି ମହାମାରୀ ଅନେକଙ୍କଠାରୁ ନିଜ ଆତ୍ମୀୟଙ୍କୁ ବି ଛଡ଼ାଇ ନେଇଛି। ତେବେ କରୋନା ସଙ୍କଟ ମଧ୍ୟରେ ମହାମାରୀର ସମ୍ମୁଖୀନ ହୋଇଥିବା ଗରିବ ଓ ଗରିବ ପରିବାରବର୍ଗଙ୍କୁ ସାହାଯ୍ୟ…

ବଢ଼ିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ସମୟ ସୀମା…

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ସେରମ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକା…

ପିଲାଙ୍କ ଉପରେ ହେବ କୋଭାକ୍ସିନ୍‌ ଟିକା ପରୀକ୍ଷା: ମିଳିଲା ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ୨ ବର୍ଷ…

ଭିଡିଓ କଲ୍‌ କରି ମା’ଙ୍କୁ ଶେଷ ବିଦାୟ ଦେଲେ ପୁଅ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ ଏହି ମହାମାରୀ କେତେକଙ୍କ ପରିବାରରୁ ନିଜ…

ମାଡିଆସୁଛି ବାତ୍ୟା ତାଉକ୍ତାଏ: ଏହି ରାଜ୍ୟରେ ରଚିପାରେ ତାଣ୍ଡବ

ଅହମ୍ମଦାବାଦ,୧୩।୫: ଭାରତରେ କରୋନା ମହାମାରୀ ମଧ୍ୟରେ ଗୁଜରାଟରେ ବାତ୍ୟା ଆଶଙ୍କା ରହିଛି। ଆଗାମୀ ଦିନରେ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ମେ ୧୭ ଏବଂ ୧୮ରେ ଗୁଜରାଟରେ ଏହି ବାତ୍ୟା ସୃଷ୍ଟି ହୋଇପାରେ ବୋଲି…

ଗଙ୍ଗାନଦୀ ବାଲିରେ ପୋତା ଯାଇଛି ମୃତଦେହ: ପ୍ରଶାସନର ଚିନ୍ତା ବଢ଼ିଲା…

ଉନ୍ନାଓ,୧୩।୫: ଗଙ୍ଗାନଦୀରେ ମୃତ ଦେହ ଭାସୁଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନ କରି ମୃତଦେହଗୁଡ଼ିକୁ ନଦୀରେ ଭସାଇ ଦିଆଯାଇଥିବା କୁହାଯାଉଛି। ଏବେ ଉତ୍ତରପ୍ରଦେଶର ଉନ୍ନାଓରେ ଗଙ୍ଗାନଦୀ…

ମୃତଦେହ ଧରିବାକୁ ଗଙ୍ଗାରେ ଜାଲ

ପାଟନା, ୧୩ା୫: କରୋନା ଆକ୍ରାନ୍ତଙ୍କ ମୃତଦେହ ଦାହ କରି ନ ପାରି ଏହାକୁ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଉଥିବା ଘଟଣା ଉତ୍ତର ଭାରତରେ ଭୟର ବାତାବରଣ ଖେଳାଇଦେଇଛି। ମୃତଦେହଗୁଡ଼ିକୁ ନଦୀରୁ କାଢ଼ିବା ପାଇଁ ବିହାର ପ୍ରଶାସନ ପକ୍ଷରୁ ଜାଲ ବିଛାଯାଇଛି। ଉତ୍ତରପ୍ରଦେଶ…

ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କୁ କରୋନା

ସୁପ୍ରିମକୋର୍ଟ ଜଜ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିସହ ଅନ୍ୟ ଜଣେ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କୋଭିଡ୍‌ ପରୀକ୍ଷା କରାଇନେବାକୁ ସେ ପରାମର୍ଶ…

୬ରୁ ୮ ସପ୍ତାହ ଲକ୍‌ଡାଉନ କର

ନୂଆଦିଲ୍ଲୀ,୧୩ା୫: କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକିବାକୁ ହେଲେ ଭାରତର ଅଧିକାଂଶ ଭାଗ ୬ରୁ ୮ ସପ୍ତାହ ପାଇଁ ଲକ୍‌ଡାଉନ୍‌ରେ ରହିବା ଉଚିତ। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ମୁଖ୍ୟ ଡକ୍ଟର ବଳରାମ ଭାର୍ଗବ ବୁଧବାର କେନ୍ଦ୍ର ସରକାରଙ୍କୁ…

ବ୍ଲାକ୍‌ ଫଙ୍ଗସ୍‌: ସରକାରଙ୍କୁ ଔଷଧ ଚିନ୍ତା

ନୂଆଦିଲ୍ଲୀ, ୧୩।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି ଫଙ୍ଗସ୍‌ ଆଖି, ସାଇନସସ୍‌, ମସ୍ତିଷ୍କ, ଫୁସ୍‌ଫୁସ୍‌କୁ ସଂକ୍ରମଣ କରି ନଷ୍ଟ କରିଦେବା ସହ ଜୀବନ…

ଅବ୍ୟବସ୍ଥା ଭାରତର କାଳ

ନୂଆଦିଲ୍ଲୀ,୧୩ା୫: ଭାରତ ପାଇଁ କାଳ ହୋଇଛି ଚରମ ଅବହେଳାରୁ ସୃଷ୍ଟ ଅବ୍ୟବସ୍ଥା। ଦେଶର ଅଢ଼େଇ ଲକ୍ଷ ଲୋକଙ୍କ ଜୀବନ ନେଇ କୋଟି କୋଟି ଭାରତୀୟଙ୍କୁ ଛଟପଟ କରୁଥିବା ଘାତକ କରୋନା ଭାଇରସ୍‌କୁ ରୋକିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri