Posted inଜାତୀୟ

ସଚିନଙ୍କୁ କରୋନା

ଜୟପୁର,୧୨।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ଏ ନେଇ ସଚିନ ନିଜେ ଗୁରୁବାର ଟୁଇଟ ଜରିଆରେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ ଆଇସୋଲେଶନରେ ରହିଥିବା କହିଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ସେ କୋଭିଡ ପରୀକ୍ଷା କରିନେବାକୁ ପରାମର୍ଶ ଦେଇଛନ୍ତି। ପାଇଲଟଙ୍କ ଟୁଇଟ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଅଖିଳେଶଙ୍କ ନିର୍ଦ୍ଦେଶ: ଇଭିଏମର ପିଛା କର

ଲକ୍ଷ୍ନୌ,୧୯ ।୨: ଉତ୍ତର ପ୍ରଦେଶରେ ରାଜନୀତିର ପାରା ବେଳକୁ ବେଳ ଉପରକୁ ଯିବାରେ ଲାଗିଛି । ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ୧୧୩ ଆସନ ପାଇଁ...

ପଶ୍ଚିମବଙ୍ଗରେ ପୋଷ୍ଟର ୱାର

କୋଲକାତା,୨୭ ।୨: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା ହେବା ପରେ ଶନିବାର ଏଠାରେ ଦେଖିବାକୁ ମିଳିଛି ପୋଷ୍ଟର...

୨୫ ପ୍ରତିଶତ କାର୍ଯ୍ୟ କରୁଛି ଲାଲୁ ପ୍ରସାଦ ଯାଦବଙ୍କ କିଡ୍‌ନୀ

ରାଞ୍ଚି, ୧୨।୧୨- ଜେଲ ଦଣ୍ଡାଦେଶ ଭୋଗୁଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ବସ୍ଥ୍ୟବସ୍ଥା ଧିରେ ଧିରେ ଖରାପ ଆଡ଼କୁ ଗତି କରୁଛି। ମାତ୍ର ୨୫ ପ୍ରତିଶତ କାର୍ଯ୍ୟ...

‘ପଞ୍ଜାବରେ ୧୦୧% ଜିତିବୁ’

ଚଣ୍ଡିଗଡ଼,୧୭।୧୨: ଆଗାମୀ ବର୍ଷ ହେବାକୁ ଥିବା ପଞ୍ଜାବର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ସହ ମେଣ୍ଟ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ।...

କୋଟିପତି ବେକେରି ମାଲିକାଣୀ ‘ଯଶମିନ୍‌’: ଯାହାଙ୍କ ପାଖରେ ହାର୍‌ ମାନିଛି କ୍ୟାନ୍‌ସର

ଇନ୍ଦୋର: ନୂଆ କରି ଆରମ୍ଭ କରିଥିଲେ ଛୋଟିଆ କେକ୍‌ ଦୋକାନଟିଏ। ୨ଜଣ ସହକର୍ମୀଙ୍କୁ ନେଇ ଆଗକୁ ବଢ଼ିବା ବେଳକୁ ଦାରୁଣ ହେଲା ସମୟ। ମାଡ଼ିବସିଲା ଦୁରାରୋଗ୍ୟ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ୩ ସରପଞ୍ଚ ସ୍ବାମୀଙ୍କୁ ହତ୍ୟା

ପାଟନା,୨୧।୮: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିହାରରେ ରାଜନୈତିକ ହିସାଂକାଣ୍ଡ ଆରମ୍ଭ ହୋଇଯାଇଛି। ଶନିବାର ୩ଟି ଅଲଗା ଘଟଣାରେ ୩ ଜଣ ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି।...

ରାଜ୍ୟ ସଭାରେ ତିନି ତଲାକ୍‌ ତାତି: ଜେଡିୟୁ କଲା ଗୃହତ୍ୟାଗ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ମଙ୍ଗଳବାର ତିନି ତଲାକ୍‌ ବିଲ୍‌ ଉପରେ ତର୍କ ବିତର୍କ ଜାରି ରହିଛି। ଏହାକୁ ବିରୋଧ କରି ଜେଡିୟୁ ସଦସ୍ୟ ଗୃହତ୍ୟାଗ କରିଛନ୍ତି।...

ଆର୍‌. ମାଧବନ କରୋନା ପଜିଟିଭ୍‌

ମୁମ୍ବାଇ,୨୫।୩: ରାଞ୍ଚୋଙ୍କ ପରେ ଏବେ ଫରହାନ୍‌ଙ୍କ ପାଳି ପଡ଼ିଛି। ବଲିଉଡ୍‌ ଅଭିନେତା ଆମୀର ଖାଁ ବୁଧବାର କରୋନା ପଜିଟିଭ୍‌ ହୋଇଥିଲେ। ହିନ୍ଦୀ ଫିଲ୍ମ ଥ୍ରୀ ଇଡିୟଟ୍‌ରେ...

Advertisement
Archives

Model This Week