Posted inଜାତୀୟ

ସୁଶାନ୍ତଙ୍କ ପରେ ଆତ୍ମହତ୍ୟା କଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୧୨।୧୧-ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ମନରୁ ନ ଯାଉଣୁ ବଲିଉଡର ଆଉ ଜଣେ ଖ୍ୟାତନାମା ଅଭିନେତା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ବଲିଉଡ ଅଭିନେତା ଆସିଫ ବସ୍ରା(୫୩) ଆତ୍ମହତ୍ୟା କରିଛନ୍ତି। ସେ ହିମାଚଳ ପ୍ରଦେଶର ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିଓ୍ବାରା ରୋଡରେ ଥିବା ଏକ କାଫେ ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଛାନଭିନ୍‌ ତଦନ୍ତ ଚଳାଇଛି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ପ୍ରକାଶ ଯେ, ଆସିଫ ବସ୍ରା ଜଣେ ବଲିଉଡର ଖ୍ୟାତନାମା ଅଭିନେତା। ସେ ବଲିଡଡ ଫିଲ୍ମ ବ୍ଲାକ ଫ୍ରାଇ ଡେ, ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ ଭଳି ହିଟ ଫିଲ୍ମରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ପରେ କଶ୍ମୀରରେ ଖୋଲିଲା ସ୍କୁଲ

ଶ୍ରୀନଗର, ୨୦ା୧୧(ପି.ଟି.) : ଦୀର୍ଘ ୩ ମାସ ପରେ ପୁଣି କଶ୍ମୀରରେ ମଙ୍ଗଳବାର ସ୍କୁଲ ଖୋଲିଛି। ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ପରିସ୍ଥିତିକୁ ଦେଖି...

ୟୁପିରେ ଏକକ ସଂଖ୍ୟାରେ ସୀମିତ ରହିବ କଂଗ୍ରେସ

ନୂଆଦିଲ୍ଲୀ,୩।୧: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଭାଜପା ସହଜରେ ଜିତିବ। ଆଉ ଲଗାତାର ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶ ଇତିହାସରେ ୧୯୮୫ଠାରୁ କୌଣସି...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୮।୯: ଜମ୍ମୁ-କଶ୍ମୀରର ସୁନ୍ଦରବନି ଓ ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳ ୧୦ଟାରେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରିବା ସହ ମୋର୍ଟାର...

କରୋନା ପୁଣି ବେକାବୁ

ନୂଆଦିଲ୍ଲୀ,୬।୩: ଭାରତରେ ପୁଣି କରୋନା ମହାମାରୀ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୩୨୭ ଜଣ ନୂଆ ଆକ୍ରାନ୍ତଙ୍କୁ...

ପ୍ରଥମଥର ପାଇଁ ଭୋଟ ମାଗିଲେ ଶହୀଦ ଭଗତ ସିଂଙ୍କ ପରିବାର ସଦସ୍ୟ

ପୁଣେ,୧୦।୧୦:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଛି। ରାଜ୍ୟରେ ଭାଜପା-ଶିବସେନା ଏବଂ କଂଗ୍ରେସ-ଏନସିପି ମେଣ୍ଟ ମଧ୍ୟରେ ଟକ୍କର ହେବାକୁ ଯାଉଛି। ଏଥର ପ୍ରଚାର ମୈଦାନକୁ...

‘କଂଗ୍ରେସ ଚୁପ୍‌ ବସିବ ନାହିଁ’

ନୂଆଦିଲ୍ଲୀ,୨୭।୯: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ସୋମବାର କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କମଲ...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ପଞ୍ଚମ ପର୍ଯ୍ୟାୟରେ ସବୁଠାରୁ ଅଧିକ ଅପରାଧି ପ୍ରାର୍ଥୀ

ଲକ୍ଷ୍ନୌ,୨୨ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଆଉ ଗୋଟିଏ ଦିନ...

Advertisement
Archives

Model This Week