ଜାତୀୟ

ଖୁସି ଖବର: କରୋନାରୁ ସୁସ୍ଥ ହେବା ସଂଖ୍ୟା ୨ କୋଟିରେ ପହଞ୍ଚିଲା; ସଂକ୍ରିୟ ମାମଲା କମିଲା

ନୂଆଦିଲ୍ଲୀ,୧୪।୫: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଶୁକ୍ରବାର ଆଉ ୩,୪୩,୧୪୪ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୦,୪୬,୮୦୯କୁ ବୃଦ୍ଧି ପାଇଛି। ସେହିଭଳି ୪୦୦୦ ଲୋକଙ୍କ ମୃତ୍ୟୁ ପରେ ମୋଟ ମୃତକ ସଂଖ୍ୟା…

କରୋନା ଯୋଦ୍ଧାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

ଭୋପାଳ,୧୪।୫: କରୋନା ଭାଇରସ୍‌ ମହାମାରୀ ଭିତରେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରି ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ସାମ୍ବାଦିକଙ୍କ ଚିନ୍ତା ଏବେ ସରକାରଙ୍କୁ ଘାରିଛି। ଏହି ସମୟରେ ଅନେକ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ଆଉ…

ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି ଭାରତ: ମୋଦି

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାଢ଼େ ୯କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ୧୯,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି କିଶାନ ସମ୍ମାନ ନିଧି ଯୋଜନାର…

ପିଲା-ବୃଦ୍ଧଙ୍କୁ ସହାୟତା କରିବେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ସରକାର ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ସବୁ…

ବାଲି ତଳେ ଲୁଚିଛି ସତ…

କାନପୁର,୧୪।୫: କରୋନାର ଦ୍ୱିତୀୟ ଲହର ଦେଶରେ ତାଣ୍ଡବ ରଚୁଥିବା ବେଳେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟୁଛି। ଫଳରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ଜାଗା ମିଳୁ ନ ଥିବା ବେଳେ ମୃତଦେହଗୁଡ଼ିକୁ ଏଣେତେଣେ ପୋତାଯାଉଥିବା ଘଟଣା ବହୁଥର ସାମ୍ନାକୁ…

ଆଗାମୀ ସପ୍ତାହରେ ବଜାରକୁ ଆସିବ ସ୍ପୁଟନିକ-ଭି ଟିକା: ଏତିକି ଟଙ୍କାରେ ମିଳିବ

ନୂଆଦିଲ୍ଲୀ,୧୪।୫: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣ ଅଭିଯାନ ଦ୍ରୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ କୋଭାକ୍ସିନ ଏବଂ କୋଭିଶିଲ୍ଡ ପରେ ଦେଶରେ ରୁଷିଆ ଟିକା ସ୍ପୁଟନିକ-ଭିକୁ ମଞ୍ଜୁରୀ ମିଳିଛି। ଏହି ଟିକା ଆସନ୍ତା ସପ୍ତାହରେ…

୧୦ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି ଫଙ୍ଗସ୍‌ ଆଖି, ସାଇନସସ୍‌, ମସ୍ତିଷ୍କ, ଫୁସ୍‌ଫୁସ୍‌କୁ ସଂକ୍ରମଣ କରି ନଷ୍ଟ କରିଦେବା ସହ ଜୀବନ ପ୍ରତି…

କୃଷକଙ୍କୁ ଖୁସି ଖବର ଦେଲେ ସରକାର: ୯.୫ କୋଟି ଲୋକଙ୍କୁ ପଠାଇଲେ ଟଙ୍କା

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ କୃଷକଙ୍କୁ ୨ ହଜାର ପ୍ରଦାନ କରିଛନ୍ତି। ଏହି ଯୋଜନା ଏହା ଅଷ୍ଟମ କିସ୍ତି ସ୍ବରୂପ ୯.୫ କୋଟି କୃଷକଙ୍କ ପରିବାର ପାଇଁ ୧୯,୦୦୦ କୋଟି ଟଙ୍କା…

ରାଗିଗଲେ କେନ୍ଦ୍ରମନ୍ତ୍ରୀ: କହିଲେ, ଟିକା ନ ମିଳିଲେ କ’ଣ ଆମେ ଫାଶୀ ଖୁଣ୍ଟରେ ଝୁଲିବୁ

ବେଙ୍ଗାଲୁରୁ,୧୪।୫: ଦେଶରେ କରୋନା ମାଡି ଚାଲିଥିବାବେଳେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଧିମା ପଡିଯାଇଛି। ଟିକା ପର୍ଯ୍ୟାପ୍ତ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ରସାୟନ ବିଜ୍ଞାନ ଏବଂ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା…

ପୁଣି ଅକ୍ସିଜେନ ଅଭାବ ନେଲା ୧୩ ଜୀବନ

ପାଣାଜି,୧୪।୫: ଦେଶରେ କରୋନା ଭାଇରସ୍‌ ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ଅଧିକ ସମସ୍ୟା ସୃଷ୍ଟି କରୁଛି ଅକ୍ସିଜେନ ଅଭାବ। ଅକ୍ସିଜେନ ଅଭାବ ଯୋଗୁ ଦେଶରେ ଅନେକ ଲୋକଙ୍କ ଜୀବନ ଗଲାଣି। ସରକାର ସବୁ ରାଜ୍ୟରେ ଅକ୍ସିଜେନ ପହଞ୍ଚାଇବା ପାଇଁ ଯଥାସମ୍ଭବ…

ଆଜି କୃଷକଙ୍କ ଖାତାକୁ ଯିବ ୨ ହଜାର ଟଙ୍କା: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୪ ଅର୍ଥାତ୍‌ ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ କୃଷକଙ୍କୁ ୨ ହଜାର ପ୍ରଦାନ କରିବେ। ଏହି ଯୋଜନା ଏହା ଅଷ୍ଟମ କିସ୍ତି ସ୍ବରୂପ ୯.୫ କୋଟି କୃଷକଙ୍କ ପରିବାର ପାଇଁ…

ଅନ୍ୟକୁ ବଞ୍ଚିବା ଶିଖାଉଥିବା ଯୁବତୀ ନିଜେ ଜୀବନ ଯୁଦ୍ଧରେ ହାରିଗଲେ

ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ କରୋନାରେ ସଂକ୍ରମିତ ହେଉଛନ୍ତି। ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଅନେକ ଲୋକ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରୁଛନ୍ତି। ନିକଟରେ ହସ୍ପିଟାଲରେ ଅକ୍ସିଜେନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri