ଗ୍ଲେସିୟର ବିତ୍ପାତ ମୃତ୍ୟୁସଂଖ୍ୟା ୨୬
ଡେରାଡୁନ୍, ୯।୨(ପି.ଟି.): ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଗ୍ଲେସିୟରଜନିତ ବନ୍ୟାରେ ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚତ୍ଥିବାବେଳେ ୧୯୭ ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜି ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି। ବିଦ୍ୟୁତ୍ ପ୍ରକଳ୍ପ ନିକଟରେ ଥିବା ଏକ ସୁଡ଼ଙ୍ଗରେ…
ସ୍ବାମୀଙ୍କ ହତ୍ୟାକାରୀ ସ୍ତ୍ରୀର ଷଡ଼ଯନ୍ତ୍ର ଜାଣି ଚକିତ ହୋଇଗଲା ପୋଲିସ
ଫରିଦାବାଦ୍, ୮ା୨- ଏକ ସୁପରିକଳ୍ପିତ ହତ୍ୟାକାଣ୍ଡର ପର୍ଦ୍ଦା ଫାସ କରିଛି ଡାବୁଆ ପୋଲିସ। ଜାନୁୟାରୀ ୨୮ ତାରିଖରେ ଦିଲ୍ଲୀ ଏନ୍ସିଆର ସିଟିର ଡାବୁଆ ଅଞ୍ଚଳର ଡ୍ରେନରୁ ମିଳିଲା ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ। ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ଅଭିଯୋଗ ନ…
ଟନେଲରୁ ବାହାରିବା ପରେ କହିଲେ ‘ବଞ୍ଚିବାର ସବୁ ଆଶା ଛାଡ଼ି ସାରିଥିଲୁ’
ଡେରୁଡାନା, ୮ା୨- ହିମସ୍ଖଳନ ଯୋଗୁ ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଆସିଥିବା ବନ୍ୟା କାରଣରୁ ବହୁ ସଂଖ୍ୟାରେ ସ୍ଥାନୀୟ ପାଓ୍ବର ପ୍ଲାଣ୍ଟରେ କାମ କରୁଥିବା ଶ୍ରମିକ କାଦୁଅ ଆଚ୍ଛାଦିତ ଟନେଲରେ ଫଶି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଏକ ଟନେଲରୁ ଉଦ୍ଧାର…
‘ମନମୋହନ ସିଂ କହିଥିଲେ, ମୁଁ କରିକି ଦେଖେଇଲି’
ନୂଆଦିଲ୍ଲୀ,୮।୨: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ ଘେରିବାକୁ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ କୃଷି ଉତ୍ପାଦନର ବିକ୍ରି ସଂକ୍ରାନ୍ତ ସମସ୍ୟାକୁ ଦୂର କରିବା ପାଇଁ ସଂସଦରେ…
ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ ପରେ ଆଲୋଚନା ପାଇଁ ପ୍ରସ୍ତୁତ କୃଷକ ନେତା
ନୂଆଦିଲ୍ଲୀ, ୮ା୨- ଆନ୍ଦୋଳନ ଶେଷ କରିବା ନିମନ୍ତେ ରାଜ୍ୟ ସଭାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିବା ସହ ଆଲୋଚନା ପୁଣି ଥରେ ଆରମ୍ଭ କରିବାକୁ ଆମନ୍ତ୍ରଣ କରିଥିଲେ। ଏହାକୁ ସ୍ବୀକାର କରିଛନ୍ତି ଆନ୍ଦୋଳନକାରୀ। ତିନି ନୂଆ କୃଷି ଆଇନ…
କୃଷକ ଆନ୍ଦୋଳନ ଉପରେ ପ୍ରିୟଙ୍କା ଚୋପ୍ରା ଚୁପ କ’ଣ ପାଇଁ : ମିଆ ଖଲିଫା
ନୂଆଦିଲ୍ଲୀ, ୮ା୨- ଭାରତରେ ପ୍ରାୟ ଅଢ଼େଇ ମାସ ହେଲା ଚାଲିଥିବା କୃଷକ ଆନ୍ଦୋଳନ ଉପରେ ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ କାହିଁକି ଚୁପ ବସିଛନ୍ତି। ଏଭଳି ପ୍ରଶ୍ନ କରିଛନ୍ତି ଅନ୍ତର୍ଜାତୀୟ ପର୍ନ ଷ୍ଟାର ମିଆ ଖଲିଫା। ନୂଆ…
ସଚିନ, ଲତା, କୋହଲିଙ୍କ ଟୁଇଟ ଯାଞ୍ଚ୍ କରିବେ ଉଦ୍ଧବ ସରକାର
ମୁମ୍ବାଇ,୮।୨: କୃଷକ ଆନ୍ଦୋଳନ ଉପରେ ପପ୍ ଗାୟିକା ରିହାନ୍ନାଙ୍କ ଟୁଇଟର ଜବାବ ଦେଇଛନ୍ତି ଅନେକ ଭାରତୀୟ ସେଲିବ୍ରିଟି। କଂଗ୍ରେସ ନେତାମାନେ ଲତା ମଙ୍ଗେଶକର, ସଚିନ ତେନ୍ଦୁଲକର ଏବଂ ଅକ୍ଷୟ କୁମାରଙ୍କ ଭଳି ସେଲିବ୍ରିଟି ଭାଜପା ସରକାରଙ୍କ ଚାପରେ ଏଭଳି ଟୁଇଟ୍ କରିଥିବା…
ମୁଁ ବନ୍ଦ କୋଠରୀରେ ରାଜନୀତି କରେ ନାହିଁ: ଶାହା
ମୁମ୍ବାଇ,୮ ।୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାରକୁ ତିନି ଚକିଆ ଅଟୋରିକ୍ସା ବୋଲି କହିଛନ୍ତି । ଏହାସହ ସବୁକ୍ଷେତ୍ରରେ ଏମାନେ ବିଫଳ ବୋଲି ମଧ୍ୟ ଶାହା କହିଛନ୍ତି । ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାର କଂକାବଳିରେ…
ବାର୍ରେ ମଦ ପିଇବା ସମୟରେ ହେଲା ଝଗଡ଼ା, ରାଗରେ ଜଣଙ୍କ ଗୁପ୍ତାଙ୍ଗ କାମୁଡ଼ିଦେଲେ ଅନ୍ୟ ଜଣେ
ଥିରୁଭାନନ୍ତପୁରମ୍,୮।୨: କେରଳର ଏକ ବାର୍ରେ ଅଜବ ଘଟଣା ଘଟିଛି। ଜଣେ ଯୁବକ ଆଉ ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଦେଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଏହି ଘଟଣା କୁନ୍ନାଥୁରରେ ଘଟିଛି। ଏଠାରେ ଥିବା ବାର୍ ମଧ୍ୟକୁ ଜଣେ ୨୮ ବର୍ଷୀୟ ଯୁବକ…
ସୋନିଆଙ୍କୁ ଭେଟିବାକୁ ଗଲେ ସିଦ୍ଧୁ
ନୂଆଦିଲ୍ଲୀ,୮ ।୨: କୃଷକ ଆନ୍ଦୋଳନ ମଧ୍ୟରେ ସୋମବାର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀସ୍ଥିତ ତାଙ୍କ ଘରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ କୃଷକ ଆନ୍ଦୋଳନକୁ ନେଇ…
ଫେବୃୟାରୀ ୧୩ରେ ‘ମହିଳା ଘେରା’ ଆନ୍ଦୋଳନ କରିବେ ଅଖିଳେଶ
ଲକ୍ଷ୍ନୌ, ୮।୨: ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଫେବୃୟାରୀ ୧୩ରେ ଉତ୍ତରପ୍ରଦେଶରେ ‘ମହିଳା ଘେରା’ ଆନ୍ଦୋଳନ କରିବେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସେ ସୋମବାର ରାଜ୍ୟର ସମସ୍ତଙ୍କ ମହିଳାଙ୍କଠାରୁ ସହାୟତା ଲୋଡିଛନ୍ତି। ଏହା ଦ୍ୱାରା ମହଳା ସଶକ୍ତିକରଣ ସମ୍ଭବ…
ଗୁଲାମ ନବୀଙ୍କୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ, ୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍ଙ୍କୁ ପ୍ରଶଂସା କରିଛନ୍ତି। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ହୋଇଥିବା ଚର୍ଚ୍ଚାରେ ନିଜର ଉତ୍ତର ପ୍ରଦାନ ଅବସରରେ ମୋଦି ଏଭଳି କରିଛନ୍ତି। ଗୁଲାମ…
Archives


