ନୂଆ କୃଷି ଆଇନକୁ ସମର୍ଥନ କରି କୃଷିମନ୍ତ୍ରୀଙ୍କୁ ଭେଟିଲା କୃଷକ ସଙ୍ଘ
ନୂଆଦିଲ୍ଲୀ, ୧୨।୧୨- ନୂଆ କୃଷି ଆଇନକୁ ବିରୋଧରେ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଶନିବାର ୧୭ ଦିନରେ ପହଞ୍ଚିଛି। ପରିସ୍ଥିତି ଜଟିଳ ଆଡ଼େ ମୁହାଁଉଥିବାବେଳେ ସାମ୍ନାକୁ ଆସିଛି ଭିନ୍ନ ଖବର, ଯାହାକୁ ହଜମ କରିବା ସହଜ ନୁହେଁ। ହରିୟାଣାର...
ଦରମା ନ ମିଳିବାରୁ ଆଇଫୋନ ଫାକ୍ଟ୍ରିରେ ଭଙ୍ଗାରୁଜା
ବାଙ୍ଗାଲୋର, ୧୨।୧୨- କର୍ନାଟକର କୋଲାର ଜିଲାର ନରସାପୁର ଅଞ୍ଚଳରେ ଥିବା ଏପଲ ଆଇଫୋନ ଫାକ୍ଟ୍ରିରେ କର୍ମଚାରୀମାନେ ଭଙ୍ଗରୁଜା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଦରମା ନ ମିଳିବାରୁ ଉତ୍କ୍ଷିପ୍ତ ହୋଇ କମ୍ପାନୀର କର୍ମଚାରୀମାନେ ଏଭଳି କାଣ୍ଡ ଭିଆଇଛନ୍ତି।...
ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର ଉପରକୁ ଆକ୍ରମଣ ଘଟଣା: ୩ ଆଇପିଏସ୍ଙ୍କୁ ଡେପୁଟେସନରେ ଡକାଇଲା ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ,୧୨।୧୨-ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର ଉପରକୁ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡକାଇଛି। ସେମାନେ ହେଲେ ଭୋଲାନାଥ ପାଣ୍ଡେ, ପ୍ରବୀଣ ତ୍ରିପାଠୀ ଏବଂ ରାଜୀବ ମିଶ୍ରା।...
୨୫ ପ୍ରତିଶତ କାର୍ଯ୍ୟ କରୁଛି ଲାଲୁ ପ୍ରସାଦ ଯାଦବଙ୍କ କିଡ୍ନୀ
ରାଞ୍ଚି, ୧୨।୧୨- ଜେଲ ଦଣ୍ଡାଦେଶ ଭୋଗୁଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ବସ୍ଥ୍ୟବସ୍ଥା ଧିରେ ଧିରେ ଖରାପ ଆଡ଼କୁ ଗତି କରୁଛି। ମାତ୍ର ୨୫ ପ୍ରତିଶତ କାର୍ଯ୍ୟ କରୁଛି ତାଙ୍କ କିଡ୍ନୀ। ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ...
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ
ଲକ୍ଷ୍ନୌ,୧୨।୧୨-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ଉତ୍ତରପ୍ରଦେଶ ପୋଲିସ ସର୍ଭିସ ଡାଏଲ ୧୧୨ର ହୱାଟ୍ସଆପକୁ ମେସେଜ କରି କେହେ ଦୁର୍ବୃତ୍ତ ହତ୍ୟା ଧମକ ଦେଇଛି। ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର...
ଥାନାରେ ପଡ଼ି ରହିଛି କୋହଲିଙ୍କ ପ୍ରଥମ ଅଡି କାର
ନୂଆଦିଲ୍ଲୀ, ୧୨।୧୨- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ବହୁ ବିଳାଶପୂର୍ଣ୍ଣ କାର ରହିଛି। ସେ ଅଡି ଇଣ୍ଡିଆର ଜଣେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ। ପ୍ରତ୍ୟେକ ବର୍ଷ ମାର୍କେଟରେ ଲଞ୍ଚ ହେଉଥିବା କାରକୁ କିଣନ୍ତି କୋହଲି। ତେବେ ତାଙ୍କର ପ୍ରଥମ...
ବାପାଙ୍କ ମନ୍ତବ୍ୟରେ ଏକମତ ନୁହନ୍ତି ଯୁବରାଜ
ନୂଆଦିଲ୍ଲୀ, ୧୨।୧୨- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଶନିବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ବାପା ଯୋଗରାଜ ସିଂ ଦେଇଥିବା ମନ୍ତବ୍ୟ ସହ ଏକମତ ନ ଥିବା ସ୍ପଷ୍ଟ କରିଛନ୍ତି। କୃଷକଙ୍କ ପାଇଁ...
ହାଇଦ୍ରାବାଦ କେମିକାଲ ଫାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ
ହାଇଦ୍ରାବାଦ,୧୨।୧୨-ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବୋଲାରାମ ଶିଳ୍ପାଞ୍ଚଳରେ ଥିବା ରାସାୟନିକ କାରଖାନା ବିା ଅର୍ଗାନିକ୍ସରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୋଲିସ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନରେ...
ରେଳ ଟ୍ରାକ୍ରେ ପଡ଼ିଗଲେ ମହିଳା: ଜୀବନକୁ ବାଜି ଲଗାଇ ଏମିତି ବଞ୍ଚାଇଲେ ଯବାନ
ମୁମ୍ବାଇର ଆର୍ପିଏଫ ଯବାନ ନିଜ ଜୀବନକୁ ବାଜି ଲଗାଇ ଜଣେ ମହିଳାଙ୍କ ଜୀବନ ରକ୍ଷା କରିଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାନ୍ଧୃର୍ଷ୍ଟ ରୋଡ ଷ୍ଟେଶନର ପ୍ଲାଟଫର୍ମରେ ଏହି ଦୁର୍ଘଟଣା ଘଟିଛି। ଯେଉଁଠାରେ ଛିଡ଼ା...
ଏଲ୍ଏସିରେ ଚାଇନାର ଷଡ଼ଯନ୍ତ୍ର: ସୈନ୍ୟଙ୍କୁ ପିନ୍ଧିବାକୁ ଦେଉଛି ‘ଆଇରନ୍ ମ୍ୟାନ୍ ସୁଟ୍’
ଲଦାଖ,୧୨।୧୨: ପୂର୍ବ ଲଦାଖର ଏଲ୍ଏସିରେ ଚାଇନା ଲଗାତାର ଉତ୍ତେଜନା ସୃଷ୍ଟି କରିବା ଉଦ୍ୟମ କରୁଛି। ଏବେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା ଏଲ୍ଏସିରେ ମୁତୟନ କରାଯାଇଥିବା ସୈନ୍ୟଙ୍କୁ ‘ଆଇରନ୍ ମ୍ୟାନ୍ ଏକ୍ସୋସ୍କେଲିଟନ୍ ସୁଟ୍’ ପିନ୍ଧିବାକୁ...
ହସ୍ପିଟାଲରେ ବିଦ୍ୟୁତ୍ କାଟ୍: ଭେଣ୍ଟିଲେଟରରେ ଥିବା ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୋପାଳ,୧୨।୧୨: ହସ୍ପିଟାଲରେ ବିଦ୍ୟୁତ୍ କାଟ୍ ଯୋଗୁ ଚିକିତ୍ସିତ ହେଉଥିବା ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ହାମିଦିଆ ହସ୍ପିଟାଲରେ ଘଟିଛି। ଏଠାରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ହଠାତ୍ ବିଦ୍ୟୁତ୍ କାଟ୍ ହୋଇଥିଲା। ହସ୍ପିଟାଲରେ...
ଏହି ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ଲେଖାଯାଇଛି ପ୍ରଭୁ ରାମଙ୍କ ନାଁର ଟାଟୁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭାରତରେ ବିଶ୍ୱାସର ବଡ଼ ମହତ୍ତ୍ୱ ରହିଛି। ଲୋକେ ବିଶ୍ୱାସ ଯୋଗୁ କିଛି ବି କରିବାକୁ ରାଜି ହୋଇଥାନ୍ତି। ଭାରତରେ ଏମିତି ଅନେକ ସମ୍ପ୍ରଦାୟ ରହିଛି, ଯେଉଁମାନେ ପୁରୁଣା କାଳରୁ ଧର୍ମ ନାମରେ କିଛି ରୀତିନୀତି ଅନୁସରଣ କରିଆସୁଛନ୍ତି। ବର୍ତ୍ତମାନ ସମୟରେ...
Archives


