କଂଗ୍ରେସର ନାଁ ପରିବର୍ତ୍ତନ କରିବାକୁ ରାହୁଲଙ୍କୁ ଚିଠି ଲେଖିଲା ହିନ୍ଦୁ ମହାସଭା!
ନୂଆଦିଲ୍ଲୀ,୨୮ ।୨: ହିନ୍ଦୁ ମହାସଭାର ନେତା କଂଗ୍ରେସର ସଦସ୍ୟତା ଗ୍ରହଣ କରିବା ପରେ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏବେ ହିନ୍ଦୁ ମହାସଭା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଳେଖିଥିବା ସୂଚନା ମିଳିଛି ।…
ଜଳ ପାରସ ମଣିଠାରୁ ବି ମୂଲ୍ୟବାନ: ମୋଦି
ନୂଆଦିଲ୍ଲୀ,୨୮।୨: ଦେଶରେ ଜଳ ସଂରକ୍ଷଣ ଜରୁରୀ। ଏହା ଜୀବନ ତଥା ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ପାରସ ମଣି ଲୁହାକୁ ମଧ୍ୟ ସୁନାରେ ପରିଣତ କରିଥାଏ ବୋଲି କୁହାଯାଇଥାଏ। ସେହିପରି ଜଳର ପ୍ରତି ବୁନ୍ଦାର ସ୍ପର୍ଶ ଜୀବନ ଲାଗି ମୂଲ୍ୟବାନ। ସରକାରଙ୍କ ପକ୍ଷରୁ…
‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପୂର୍ବରୁ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ
ନୂଆଦିଲ୍ଲୀ,୨୮ ।୨:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲଗାତାର ଭାବେ ଦୋଷ ଲଦି ଆସୁଥିବା ଦେଖାଯାଇଛି । ଏଥର ବି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ପ୍ରତି ରବିବାର…
ମାର୍ଚ୍ଚ-୧ରୁ କ୍ଷୀର ଲିଟର ୧୦୦ ଟଙ୍କା
ହିସାର,୨୮।୨: କୃଷି ଆଇନ ବିରୋଧରେ ଜାରି ରହିଥିବା ଆନ୍ଦୋଳନକୁ ହରିୟାଣା ଖାପ୍ ପଞ୍ଚାୟତର ସମର୍ଥନ ମିଳିଛି। ମାର୍ଚ୍ଚ ୧ରୁ କ୍ଷୀର ଲିଟର ପିଛା ୧୦୦ଟଙ୍କାରେ ବିକ୍ରି କରିବାକୁ ପଞ୍ଚାୟତ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସରକାରୀ ସମିତି ସମେତ ଡାଏରୀ କମ୍ପାନୀଗୁଡ଼ିକୁ…
ମହାକାଶ ମୁହାଁ ଆମାଜୋନିଆ-୧
ଶ୍ରୀହରିକୋଟା,୨୮।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ରବିବାର ପୂର୍ବାହ୍ନ ୧୦ଟା ୨୪ରେ ଉପଗ୍ରହ ଆମାଜୋନିଆ-୧ର ଉତ୍କ୍ଷେପଣ କରାଯାଇଛି। ୨୦୨୧ର ପ୍ରଥମ ମିଶନରେ ଇସ୍ରୋକୁ ସଫଳତା ମିଳିଛି। ପିଏସ୍ଏଲଭି-ସି-୫୧ ରକେଟ ସହାୟତାରେ ବ୍ରାଜିଲର ଏହି ଅପ୍ଟିକାଲ ଅବଜରଭେଶନ…
ଭିକ ମାଗି ଧନୀ: ମାସକୁ ରୋଜଗାର ୭୫ ହଜାର
ନୂଆଦିଲ୍ଲୀ,୨୮।୨: ଭିକ ମାଗି ମାସକୁ ରୋଜଗାର ୭୫ ହଜାର ଟଙ୍କା। ପାଖରେ ୭୦ ଟଙ୍କାର ଦୁଇ ଦୁଇଟି ଆପାର୍ଟମେଣ୍ଟ୍। ଏସବୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଭାରତର ୫ ଜଣ ଧନୀ ଭିକାରିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।…
ଗୋଗୋଇଙ୍କ ବିରୋଧରେ ମକଦ୍ଦମା ପାଇଁ ଅନୁମତି ଦେଲେନି ଏଜି
ନୂଆଦିଲ୍ଲୀ, ୨୮।୨: ସର୍ବୋଚ୍ଚ ନ୍ୟାୟାଳୟ ବିରୋଧରେ ମନ୍ତବ୍ୟ ଦେଇଥିବା ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ରାଜ୍ୟ ସଭା ସଦସ୍ୟ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଅଦାଲତ ଅବମାନନା ମକଦ୍ଦମା ଚଳାଇବା ପାଇଁ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଅନୁମତି ଦେବାକୁ ମନା…
ଟିକାକରଣ ଲାଗି ୨୦ ରୋଗ ଚିହ୍ନଟ
ନୂଆଦିଲ୍ଲୀ, ୨୮।୨: ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ବିଭିନ୍ନ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍ ଟିକା ଦିଆଯିବ। କେଉଁସବୁ ରୋଗ ଥିଲେ ଟିକା ପାଇଁ ଅନୁମତି ମିଳିବ ତାହା ସ୍ଥିର ହୋଇଛି। ସ୍ବାସ୍ଥ୍ୟ…
ନିଯୁକ୍ତି ମାଗୁଛନ୍ତି ଆଶାୟୀ
ନୂଆଦିଲ୍ଲୀ, ୨୮ା୨ : ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଟୁଇଟର୍ରେ ଏବେ ନମ୍ବର ଓ୍ବାନ ଟ୍ରେଣ୍ଡ ପାଲଟିଛି ହାଶଟ୍ୟାଗ୍ ମୋଦି ଜବ୍ ଦୋ, ହାଶଟ୍ୟାଗ୍ ମୋଦି ରୋଜଗାର ଦୋ। ୫୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ତଥା ଚାକିରି ଆଶାୟୀ ଏହି ହାଶଟ୍ୟାଗ୍ ବ୍ୟବହାର କରି…
କଂଗ୍ରେସରେ ବିରୋଧର ସ୍ବର
ନୂଆଦିଲ୍ଲୀ, ୨୮।୨: ବିଭିନ୍ନ ନିର୍ବାଚନରେ କଂଗ୍ରେସ କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିଆସୁଛି। ଏହାର ସମୀକ୍ଷା ପାଇଁ ଗତବର୍ଷ ଅଗଷ୍ଟରେ ଦଳର ୨୩ ଜଣ ଅସନ୍ତୁଷ୍ଟ ନେତା (ଜି-୨୩) ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ। ସେମାନେ ଦଳର ନେତୃତ୍ୱକୁ…
୨୫୦ରେ ଟିକା
ନୂଆଦିଲ୍ଲୀ, ୨୮।୨: ଘରୋଇ ହସ୍ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ଟିକା ଡୋଜ୍ ପିଛା ୨୫୦ ଟଙ୍କାରେ ଉପଲବ୍ଧ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହା ସ୍ଥିର ହୋଇଛି। ତେବେ ସରକାରୀ ହସ୍ପିଟାଲ ଓ ଟିକାଦାନ କେନ୍ଦ୍ରରେ ଟିକା ମାଗଣାରେ…
ସ୍ବାମୀଙ୍କର ଏହି ପଦିଏ କଥାରେ ଭିଡିଓ ପ୍ରସ୍ତୁତ କରି ଜୀବନ ହାରିଲେ ସ୍ତ୍ରୀ
ଅହମ୍ମଦାବାଦ,୨୭।୨: ଅହମ୍ମଦାବାଦର ଆୟେଶା ନାମକ ଜଣେ ମହିଳା ଆତ୍ମହତ୍ୟା ପୂର୍ବରୁ ଭିଡିଓ ଏକ ପ୍ରସ୍ତୁତ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ପରିବାରକୁ ମେସେଜ ଦେଇଛନ୍ତି। ଖାଲି ଏତିକି ନୁହେଁ ଆତ୍ମହତ୍ୟା ପୂର୍ବରୁ ନିଜ…
Archives


