Posted inଜାତୀୟ

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର ଉପରକୁ ଆକ୍ରମଣ ଘଟଣା: ୩ ଆଇପିଏସ୍‌ଙ୍କୁ ଡେପୁଟେସନରେ ଡକାଇଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ,୧୨।୧୨-ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର ଉପରକୁ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡକାଇଛି। ସେମାନେ ହେଲେ ଭୋଲାନାଥ ପାଣ୍ଡେ, ପ୍ରବୀଣ ତ୍ରିପାଠୀ ଏବଂ ରାଜୀବ ମିଶ୍ରା। ଏହି ତିନି ଜଣ ଆଇପିଏସ୍‌ ଅଧିକାରୀ ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତବେଳେ ସୁରକ୍ଷା ଦାୟିତ୍ୱରେ ଥିଲେ।
ସୂଚନାଯୋଗ୍ୟ, ଜେପି ନଡ୍ଡାଙ୍କ କାରକେଡ ଉପରକୁ ଆକ୍ରମଣ ଘଟଣାରେ ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିକୁ ସମନ ଜାରି କରିଥିଲା। ଆସନ୍ତା ୧୪ ତାରିଖରେ ଉଭୟଙ୍କୁ ଦିଲ୍ଲୀ ଡାକାଯାଇ ଥିଲା। ପରେ ସେମାନେ ଦିଲ୍ଲୀ ଯିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶଙ୍କ ଆଧାରକାର୍ଡରେ ନିର୍ମିତ ହେଲା ପେଣ୍ଡାଲ

ରାଞ୍ଚି,୧।୯: ଗଣେଶ ପୂଜା ଅବସରରେ ଅନେକ ସ୍ଥାନରେ ଗଣେଶଙ୍କର ଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଇତିମଧ୍ୟରେ ଝାଡ଼ଖଣ୍ଡରେ ଏକ ନିଆରା ମୂର୍ତ୍ତି ତିଆରି କରାଯାଇଥିବା...

ଗଛରୁ ବାହାରିଲା କୋଟିଏ ଟଙ୍କା

ବେଙ୍ଗାଲୁରୁ,୩ା୫ : ଆୟକର ବିଭାଗ କର୍ନାଟକର ଜଣେ କଂଗ୍ରେସ ନେତାଙ୍କ ଭାଇ ଘରେ ବୁଧବାର ଚଢ଼ାଉ କରିଛି। ଚଢ଼ାଉ ବେଳେ ଗଛରେ ଲୁଚାଯାଇଥିବା ୧ କୋଟି...

ଭାଜପା ଟାର୍ଗେଟରେ ମୁକୁଲ

କୋଲକାତା,୧୮ା୬: ଭାଜପା ଛାଡ଼ି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗ ଦେଇଥିବା ବରିଷ୍ଠ ନେତା ମୁକୁଲ ରୟ ଏବେ ଭାଜପା ଟାର୍ଗେଟରେ। ତାଙ୍କ ବିଧାୟକ ପଦ ରଦ୍ଦ ଦାବିରେ...

ଥଣ୍ଡା ଲାଗୁଛି କି ନାହିଁ ପ୍ରଥମେ କୃଷକ-ଶ୍ରମିକଙ୍କୁ ପଚାର: ରାହୁଲଙ୍କ ଜବାବ…

ନୂଆଦିଲ୍ଲୀ,୨୪।୧୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିଛି। ଏହି ସମୟରେ ସେ ଲାଲ କିଲ୍ଲାରେ ଶ୍ରମିକ ଏବଂ...

ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

ନୂଆଦିଲ୍ଲୀ,୧୧।୮: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୁଧବାର ସ୍ଥଗିତ ରଖାଯାଇଛି। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହର ସାଧାରଣ କାର୍ଯ୍ୟରେ ବ୍ୟାଘାତ...

‘ପୁଲଓ୍ବାମା ଭଳି ଘଟଣା ହିଁ ମହାରାଷ୍ଟ୍ର ଭାବାବେଗ ବଦଳାଇପାରିବ’

ଔରଙ୍ଗାବାଦ,୨୧ା୯: ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରବଳ ଜନଅସନ୍ତୋଷ ଓ ଆକ୍ରୋଶ ରହିଛି। କେବଳ ପୁଲଓ୍ବାମା ଆକ୍ରମଣ ଭଳି ଘଟଣା ରାଜ୍ୟବାସୀଙ୍କ ଭାବାବେଗ ବଦଳାଇପାରେ...

ଖୁବଶୀଘ୍ର ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୧୦ ।୭: ଅମରନାଥ ଗୁମ୍ଫା ନିକଟରେ ହୋଇଥିବା ବାଦଲ ଫଟା ବର୍ଷାରେ ଏବେ ପର୍ଯ୍ୟନ୍ତ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୬୫ ଜଣଙ୍କ...

ରେକର୍ଡ ଭାଙ୍ଗିଲା ରାଜଧାନୀ

ନୂଆଦିଲ୍ଲୀ,୧୯।୧୧: ଦେଶର ରାଜଧାନୀ ଦିଲ୍ଲୀରେ କରୋନା କାୟା ବିସ୍ତାର ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪୮୬ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏହାସହ...

Advertisement
Archives

Model This Week