ଜାତୀୟ

କୁକୁଡା ଲଢ଼େଇରେ ପ୍ରାଣ ହରାଇଲେ ମାଲିକ

ନୂଆଦିଲ୍ଲୀ,୨୮।୨ : ବେଆଇନ କୁକୁଡା ଲଢ଼େଇବେଳେ ଜଣେ ମାଲିକଙ୍କ ମୃତ୍ୟୁ ଘଟଛି। ଏଭଳି ଏକ ଅସାଧାରଣ ଘଟଣା ସାମ୍ନାକୁ ଆସିଛି ତେଲେଗାନାରୁ। ଲଢ଼େଇ ପାଇଁ ପ୍ରତିଦ୍ୱନ୍ଦ୍ୱୀକୁ ହରାଇବା ଲାଗି କୁକୁଡା ଗୋଡରେ ବନ୍ଧା ହୋଇଥାଏ ୩ ଇଞ୍ଚର ଛୁରୀ। ମୃତ୍ୟୁ ଭୟରେ…

ପୁଡୁଚେରୀ ବାଚସ୍ପତିଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୨୧: ପୁଡୁଚେରୀ ବିଧାନସଭା ବାଚସ୍ପତି ଭି.ପି ସିଭାକୋଲୁଣ୍ଡୁ ରବିବାର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୨୦୧୬ ବିଧାନସଭା ର୍ନିବାଚନରେ ସିଭାକୋଲୁନ୍ଧୁ ଲସ୍‌ପେଟ ର୍ନିବାଚନମଣ୍ଡଳୀରୁ କଂଗ୍ରେସ ଟିକେଟ ପାଇ ବିଜୟୀ ହୋଇଥିଲେ। ସୂଚନା ଯୋଗ୍ୟ, ଏକାଧିକ କଂଗ୍ରେସ…

୧୦ହଜାର ଟଙ୍କା ପାଇଁ ପୋଲିସ ମଧ୍ୟରେ ଝଗଡା

ପାଟନା,୨୮।୨: ବିହାରର ବକ୍ସରରେ କିଛି ପୋଲିସ କର୍ମଚାରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୧୦ ହଜାର ଟଙ୍କାକୁ ନେଇ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖାଯାଇଛି। ରାଜପୁର ଥାନାର ପୋଲିସଙ୍କ ମଧ୍ୟରେ ଏହି ଝଗଡା ହୋଇଥିବା ଜଣାପଡିଛି।…

ପଶ୍ଚିମବଙ୍ଗରେ ଭାଜପା କର୍ମୀଙ୍କୁ ଘରେ ପଶି ଆକ୍ରମଣ

କୋଲକତା,୨୮।୨: ପଶ୍ଚିମବଙ୍ଗ ନିର୍ବାଚନରେ ରକ୍ତପାତ ହେବାର ସମ୍ଭାବନା ସତ ପ୍ରମାଣିତ ହେବାରେ ଲାଗିଛି। ରାଜ୍ୟର ଉତ୍ତର ୨୪ ପରଗଣା ଜିଲାରେ ଜଣେ ଭାଜପା ନେତାଙ୍କୁ ଘରେ ପଶି ଆକ୍ରମଣ କରାଯାଇଛି। ଭାଜପା କାର୍ଯ୍ୟକର୍ତ୍ତା ଗୋପାଳ ମଜୁମଦାର ଅଭିଯୋଗ କରିଛନ୍ତି ଯେ ତିନିଜଣ…

ଟିକ୍‌ଟକ୍‌ ଷ୍ଟାର୍‌ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ଦେଲେ ଇସ୍ତଫା

ପୁଣେ,୨୮।୨: ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ତଥା ଶିବସେନା ନେତା ସଞ୍ଜୟ ରାଠୋର ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୁଣେର ଜଣେ ଟିକ୍‌ଟକ୍‌ ଷ୍ଟାର୍‌ଙ୍କ ମୃତ୍ୟୁ ମାମଲାରେ ତାଙ୍କ ନାଁ ଆସିବା ପରେ ସେ ଇସ୍ତଫା ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ,…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୮।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଜମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଜରାଟ ସମ୍ପ୍ରଦାୟକୁ ସମ୍ବୋଧିତ କରି ଆଜାଦ କହିଛନ୍ତି, ନରେନ୍ଦ୍ର ମୋଦିଙ୍କଠାରୁ ଲୋକମାନେ ଶିଖିବା ଆବଶ୍ୟକ, ଯିଏ ପ୍ରଧାନମନ୍ତ୍ରୀ…

କେନ୍ଦ୍ରମନ୍ତ୍ରୀ କହିଲେ, ‘ଝିଅ ପରଧନ, ବିଦା କରିଦେବୁ’: ଉଠିଲା ବିବାଦ

କୋଲକତା, ୨୮।୨: ପଶ୍ଚିମବଙ୍ଗ ବିଧାନସଭା ପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ତୃତଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ବାକ୍‌ଯୁଦ୍ଧ ଜୋରଦାର ହେଉଛି। ନିକଟରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ଏକ ଆପତ୍ତିଜନକ ଟୁଇଟ୍‌ କରିଛନ୍ତି। ଏହାକୁ…

ରାମ ମନ୍ଦିର ନିର୍ମାଣ ପାଇଁ ୨,୧୦୦ କୋଟି ଦାନ ସଂଗ୍ରହ

ଅଯୋଧ୍ୟା,୨୮।୨: ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କଠାରୁ ୨,୧୦୦ କୋଟି ଟଙ୍କାର ଦାନ ଇତିମଧ୍ୟରେ ସଂଗ୍ରହ କରାଯାଇଛି। ଏନେଇ ଟ୍ରଷ୍ଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ୪୪ ଦିନିଆ ଦାନ ସଂଗ୍ରହ ଅଭିଯାନ ଶନିବାର ଶେଷ ହୋଇଛି। ଜାନୁୟାରୀ ୧୫ରେ ଅଭିଯାନ ଆରମ୍ଭ…

ଲକ୍‌ଡାଉନ ଯୋଗୁ କମିଛି ୯୬ ପ୍ରତିଶତଙ୍କ ରୋଜଗାର

ମୁମ୍ବାଇ,୨୮ ।୨: କରୋନା ମହାମାରୀ ପାଇଁ ଗତ ବର୍ଷ ଲଗାଯାଇଥିବା ଳକ୍‌ଡାଉନକୁ ଏବେ ବର୍ଷେ ପୂରଣ ହେବାକୁ ଯାଉଛି । ତେବେ କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଲକ୍ ଡାଉନ ଯୋଗୁ ପ୍ରାୟ ୯୬ ପ୍ରତିଶତ ଲୋକଙ୍କର…

ପଞ୍ଜାବୀ କହିବ ଏବଂ ବୁଝିବ ଏହି ରୋବଟ

ପଞ୍ଜାବରେ ଲୋକେ ପଞ୍ଜାବୀ ଭାଷାରେ କଥାବାର୍ତ୍ତା କରିଥାନ୍ତି। କିଛି ଦେଶରେ ମଧ୍ୟ ପଞ୍ଜାବୀ ଭାଷାରେ ଲୋକେ କଥା ହୁଅନ୍ତି। ବିଶ୍ୱର ଅନ୍ୟ ଭାଗରେ ଯେଉଁଠି ଭାରତୀୟମାନେ ବସବାସ କରୁଛନ୍ତି ସେଠାରେ ଅଧିକାଂଶ ଲୋକ ପଞ୍ଜାବୀ ଭାଷାରେ କଥା ହୁଅନ୍ତି। ଜଳନ୍ଧର ସରକାରୀ…

ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ

ପୁଣେ,୨୮।୨: ଦେଶରେ କରୋନା ଆତଙ୍କ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର କେତେକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପୁଣେରେ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜକୁ ବନ୍ଦ…

ସରକାରଙ୍କ ନୂଆ ରେକର୍ଡ: ୧୮ ଘଣ୍ଟାରୁ କମ୍‌ ସମୟରେ ୨୫.୫୪ କିଲୋମିଟର ରାଜରାସ୍ତା ନିର୍ମାଣ ଶେଷ

ହାଇଦ୍ରାବାଦ୍‌,୨୮।୨: ସଡ଼କ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ନୂଆ ରେକର୍ଡ କରିଛନ୍ତି। ମାତ୍ର ୧୭ ଘଣ୍ଟା ୪୫ ମିନିଟରେ ୨୫,୫୪ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏନେଇ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri