ଜାତୀୟ

ଟୁଇଟ୍‌ ହଟାଇବାକୁ ସାକେତଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪ା୭: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସ୍ତ୍ରୀ ତଥା ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀଙ୍କ ବିରୋଧରେ କରିଥିବା ଅପମାନଜନକ ଟୁଇଟ୍‌ ହଟାଇବା ପାଇଁ ସାମାଜିକ କର୍ମୀ ସାକେତ ଗୋଖଲେଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ମୀ…

କ୍ୟାବିନେଟ କମିଟି ପୁନର୍ଗଠିତ

ନୂଆଦିଲ୍ଲୀ,୧୪ା୭: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ୬ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ କମିଟିଗୁଡ଼ିକୁ ପୁନର୍ଗଠନ କରିଛନ୍ତି। ମଙ୍ଗଳବାର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ)କୁ ଛୋଟ କରାଯାଇଥିବାବେଳେ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ)ରେ ନୂଆ ମୁହଁଙ୍କୁ…

ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ,୧୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଜୁଲାଇ ୧୨ରେ ନୂଆ…

ପୁଲଓ୍ବାମା ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୧୪।୭: ଜମ୍ମୁ-କଶ୍ମୀରରେ ଅତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ କମାଣ୍ଡର ଏଜାଜ୍‌ ଓରଫ୍‌ ଅବୁ…

ଓଡ଼ିଶାରେ ପଶିଛନ୍ତି ବାଂଲାଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୪ା୭: ବାଂଲାଦେଶର ୧୫ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗ ସୀମା ଦେଇ ଆସିବା ପରେ ସେମାନଙ୍କ ମଧ୍ୟରୁ ୧୦ ଜଣ ଓଡ଼ିଶା, ବିହାର ଓ ଜମ୍ମୁ-କଶ୍ମୀରରେ ରହିଛନ୍ତି। କୋଲକାତା ପୋଲିସ ସ୍ପେଶାଲ ଟାସ୍କଫୋର୍ସର ଜଣେ ଅଧିକାରୀ ସୋମବାର ଏହି…

ଦିଲ୍ଲୀ କୋର୍ଟରେ ଅଭିଯୁକ୍ତଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୩ା୭: ଦିଲ୍ଲୀର ଦ୍ୱାରକା କୋର୍ଟ ପରିସରରେ ସୋମବାର ରାତିରେ ଗୁଳିକାଣ୍ଡ ଘଟିଛି। ଶୁଣାଣି ପାଇଁ ଆସିଥିବା ଅଭିଯୁକ୍ତଙ୍କୁ କିଛି ଓକିଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ହତ୍ୟା କରାଯାଇଛି। ମୃତକଙ୍କ ନାମ ଉପକାର ବୋଲି ଜଣାପଡ଼ିଛି। କୋର୍ଟ ପରିସରରେ ଥିବା ଓକିଲ…

ଥମୁନି ମୁକୁଲ-ଶୁଭେନ୍ଦୁଙ୍କ କଳି

କୋଲକାତା,୧୩।୭: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟ ଭାଜପା ଛାଡ଼ି ତୃଣମୂଳକ କଂଗ୍ରେସରେ ଯୋଗଦେବା ପରଠୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା କଳି ଥମିବାର ନା ନେଉ ନାହିଁ। ରାଜ୍ୟପାଳ ଜଗଦୀପ ଧାନଖରଙ୍କୁ ମଙ୍ଗଳବାର ଭେଟିଛି ଶୁଭେନ୍ଦୁଙ୍କ…

୧ ଲକ୍ଷ ଜରିମାନା ଦେବେ ତାମିଲ ସୁପରଷ୍ଟାର ବିଜୟ

ଚେନ୍ନାଇ,୧୩।୭: ତାମିଲ ଫିଲ୍ମ ସୁପରଷ୍ଟାର ବିଜୟ ୨୦୧୨ରେ ରୟାଲ ରୋଏସ କାର୍‌ ବିଦେଶରୁ ଆଣିଥିଲେ। ଏହା ବାବଦକୁ ସେ ଏପର୍ଯ୍ୟନ୍ତ ଟ୍ୟାକ୍ସ ଦେଇନାହାନ୍ତି। ଏହି ମାମଲାର ଶୁଣାଣି କରି ମାଦ୍ରାସ ହାଇକୋର୍ଟ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଟ୍ୟାକ୍ସ ପୈଠ କରିବାକୁ…

କରୋନାର ତୃତୀୟ ଲହରକୁ ଲୋକେ ମୌସୁମୀ ଅପଡେଟ୍ ଭଳି ନେଉଛନ୍ତି: ଲଭ ଅଗ୍ରୱାଲ

ନୂଆଦିଲ୍ଲୀ,୧୩ ।୭: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ମଙ୍ଗଳବାର କହିଛନ୍ତି ଲୋକେ କରୋନାର ତୃତୀୟ ଲହରୀକୁ ମୌସୁମୀର ଅପଡେଟ୍ ଭଳି ଗ୍ରହଣ କରୁଛନ୍ତି । ଏହାକୁ କେହି ଗମ୍ଭିରତାର ସହ ଗ୍ରହଣ କରୁ ନାହାନ୍ତି । ଏହାପ୍ରତି…

କାଉଡ଼ି ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ପାଳନ-ଆରଟି ପିସିଆର ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଲକ୍ଷ୍ନୌ,୧୩।୭: ଜୁଲାଇ ୨୫ରୁ ଆରମ୍ଭ ହେବାକୁ ଥିବା ପାରମ୍ପରିକ କାଉଡ଼ି ଯାତ୍ରା ପାଇଁ ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତ ହେଲେଣି। ହେଲେ କରୋନାକୁ ଦୃଷ୍ଟିରେ ରଖି ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।…

ଜୁଲାଇ ୧୬ରେ ୬ରାଜ୍ୟର ମୁଖମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ,୧୩।୭: କରୋନାର ତୃତୀୟ ଲହର ବିପଦକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୬ ସକାଳ ୧୧ଟାରେ ୬ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଏହି ବୈଠକରେ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କର୍ନାଟକ, ଓଡ଼ିଶା, ମହାରାଷ୍ଟ୍ର ଓ କେରଳର…

ରାହୁଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୩ ।୭: ଦେଶରେ ଏବେ ଗୋଟିଏ ପଟେ କରୋନା ମହାମାରୀ ତାଣ୍ଡବ ରଚିଥିବା ବେଳେ ଆଉ କିଛି ରାଜ୍ୟରେ ଏବେ ରାଜନୀତି ହୋଇଛି ସରଗରମ । କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?