ଟୁଇଟର ଇଣ୍ଡିଆର ମୁଖ୍ୟ ମନିଷ ମାହେଶ୍ୱରୀଙ୍କ ବଦଳି
ନୂଆଦିଲ୍ଲୀ,୧୩ ।୮: ଟୁଇଟର ଇଣ୍ଡିଆର ମୁଖ୍ୟ ମନିଷ ମାହେଶ୍ୱରୀଙ୍କୁ ଭାରତରୁ ବଦଳି କରି ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ପୁଣିଥରେ ଆମେରିକା ଡାକିଛି । ତାଙ୍କ ବଦଳି ଏମିତି ସମୟରେ ହୋଇଛି ଯେତେବେଳେ କଂଗ୍ରେସ ଓ ଟୁଇଟର ମଧ୍ୟରେ ଟଣାଭିଡା ଚାଲିଛି ।…
ସ୍କୁଲ ଖୋଲୁ ଖୋଲୁ ୩୩ପିଲା କରୋନାରେ ଆକ୍ରାନ୍ତ
ଚଣ୍ଡିଗଡ଼,୧୩।୮: କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ହ୍ରାସ ପାଇବା ପରେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ବର୍ତ୍ତମାନ ସ୍କୁଲ ଖୋଲାଯାଇଛି। ତେବେ ସ୍କୁଲ ଖୋଲିବା ମାତ୍ରେ ଛୋଟ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କର୍ନାଟକ,…
କଂଗ୍ରେସକୁ ଝଟ୍କା: ଏଏପିରେ ସାମିଲ ହେଲେ ପ୍ରଦୀପ ଛାବ୍ରା
ଚଣ୍ଡିଗଡ଼,୧୩।୮: ସରକାର ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଥିବା କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ଚଣ୍ଡିଗଡ଼ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ପ୍ରଦୀପ ଛାବ୍ରା ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗଦେଇଛନ୍ତି। ଶୁକ୍ରବାର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିିୱାଲଙ୍କ…
ପ୍ରଧାନମନ୍ତ୍ରୀଙ୍କୁ ତେଜସ୍ୱୀ ଯାଦବଙ୍କ ଖୋଲା ଚିଠି
ପାଟନା,୧୩ ।୮: ବିହାର ବିଧାନସଭାରେ ବିରୋଧିଦଳ ନେତା ତେଜସ୍ୱୀ ଯାଦବ ଜାତିଗତ ଜନଗଣନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଖୋଲା ପତ୍ର ଲେଖିଛନ୍ତି । ଏଥିରେ ସେ ଏହାର ପୁର୍ନବିଚାର କରିବାକୁ ଉଲ୍ଲେଖ କରିଛନ୍ତି । ତେଜସ୍ୱୀ ଅଭିଯୋଗ…
ବିରୋଧୀଙ୍କୁ ଏକଜୁଟ କରିବା ପାଇଁ କଂଗ୍ରେସର ନୂଆ ଅଭିଯାନ: ଆସନ୍ତା ୨୦ରେ ବୈଠକ ଡକାଇଲେ ସୋନିଆ
ନୂଆଦିଲ୍ଲୀ,୧୩।୮: ଭାଜପା ସରକାର ବିରୋଧରେ ବିରୋଧୀ ଦଳ ଲଗାତର ଭାବେ ଏକଜୁଟ ହେଉଥିବାର ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧୀ ଦଳକୁ ଏକଜୁଟ କରିବା ପାଇଁ ବିଭିନ୍ନ ଦଳକୁ ସକାଳ ଜଳଖିଆରେ ନିମନ୍ତ୍ରଣ କରିଥିଲେ।…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ନିର୍ମାଣ, ବିକ୍ରି, ବ୍ୟବହାର ହେବ ବ୍ୟାନ୍
ନୂଆଦିଲ୍ଲୀ,୧୩।୮: ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ଲେଟ, କପ୍, ଷ୍ଟ୍ର, ଟ୍ରେ, ପଲିଷ୍ଟାଇନିନ୍ ଭଳି ଚିହ୍ନିତ ଏକକ ବ୍ୟବହାର ପ୍ଲାଷ୍ଟିକ ସାମଗ୍ରୀର ଉତ୍ପାଦନ, ବିକ୍ରୟ ଏବଂ ବ୍ୟବହାର ଉପରେ ୨୦୨୨ ଜୁଲାଇ…
କରୋନାରେ ଅନାଥ ହୋଇଥିବା ଯୁବତୀଙ୍କ ବିବାହ କରାଇବେ ଉତ୍ତରପ୍ରଦେଶ ସରକାର
ଲକ୍ଷ୍ନୌ,୧୩ ।୮: କରୋନା ମହାମାରୀ ଅନେକ ହସଖୁସିର ସଂସାରରେ ଦୁଃଖର ପାହାଡ ଲଦିଦେଇଛି । ସାରା ବିଶ୍ୱରେ ଅନେକ ଶିଶୁ, ଯୁବକ, ଯୁବତୀ ସେମାନଙ୍କ ମାତାପିତାଙ୍କୁ ହରାଇଛନ୍ତି । ତେବେ ଉତ୍ତର ପ୍ରଦେଶରେ କରୋନାରେ ଯେଉଁ ଯୁବତୀମାନେ ସେମାନଙ୍କ ମାତାପିତାଙ୍କୁ ହରାଇଛନ୍ତି…
ବାରମୂଳା ସୋପୋରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ
ବାରମୂଳା,୧୩।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀମାନେ ଦେଶରେ ବଡ଼ ଧରଣର ଆକ୍ରମଣ ପାଇଁ ଲଗାତର ଭାବେ ଷଡ଼ଯନ୍ତ୍ର ଚଳାଇଛନ୍ତି। କେଉଁଠାରେ ଗେନେଡ ମାଡ଼ ତ କେଉଁଠାରେ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିଚାଳନା କରୁଛନ୍ତି ଆତଙ୍କବାଦୀ। ହେଲେ ସୁରକ୍ଷାକର୍ମୀ ସେମାନଙ୍କର ସମସ୍ତ ଯୋଜନାକୁ…
ଦିଲ୍ଲୀ-ନଏଡା ସୀମାରେ ଟ୍ରାଫିକ୍ ଜାମ୍: ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ହଜାର ହଜାର ଗାଡ଼ି
ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ ଆଉ ଗୋଟିଏ ଦିନ ବାକି ରହିଲା। ଏହାପୂର୍ବରୁ ଦିଲ୍ଲୀର ପ୍ରତ୍ୟେକ ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି। ସ୍ବାଧୀନତା ଦିବସ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଫୁଲ୍ ଡ୍ରେସ ରିହର୍ସଲ ଅନୁଷ୍ଠିତ ହୋଇଥିଲା। ଏଥିଯୋଗୁ…
ଚଳିତ ବର୍ଷ ଶିଶୁଙ୍କୁ ଦିଆଯାଇ ପାରିବ ନାହିଁ କରୋନା ଟିକା
ନୂଆଦିଲ୍ଲୀ,୧୩ ।୮: ଚଳିତ ବର୍ଷ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଶିଶୁମାନଙ୍କୁ ଟିକା ଦିଆଯାଇ ପାରିବ ନାହିଁ ବୋଲି ଜଣାପଡିଛି । କୋଭିଡ ଟାସ୍କ ଫୋର୍ସର ରିସର୍ଚ୍ଚ ଟିମ୍ଙ୍କ ସୂଚନା ଅନୁଯାୟୀ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହରକୁ ନେଇ ଛୋଟ…
ତାମିଲନାଡୁ ବଜେଟ: ୩ ଟଙ୍କା ଶସ୍ତା ହେବ ପେଟ୍ରୋଲ, ମାତୃତ୍ୱ ଅବକାଶ ୧୨ ମାସ
ଚେନ୍ନାଇ,୧୩ ।୮: ତାମିଲନାଡୁ ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି । ରାଜ୍ୟର ଅର୍ଥମନ୍ତ୍ରୀ ପିଟିଆର୍ ପଲାନିବେଲ ତ୍ୟାଗରାଜନ ରାଜ୍ୟର ଇତିହାସରେ ପ୍ରଥମ କରି ନିଜର ଇ-ବଜେଟ ଉପସ୍ଥାପନ କରିଛନ୍ତି । ଏଥର ତାମିଲନାଡୁ ସରକାର ପେଟ୍ରୋଲ ଟ୍ୟାକ୍ସରେ ୩ଟଙ୍କା…
‘ସ୍ତ୍ରୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୁହେଁ’
ମୁମ୍ବାଇ,୧୩।୮: ବିବାହ ପରେ ସ୍ତ୍ରୀଙ୍କ ସହ ସ୍ବାମୀ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୁହେଁ ବୋଲି ମୁମ୍ବାଇ ଆଡିସନାଲ ସେସନ ଜଜ୍ଜ ସଜ୍ଞାଶ୍ରୀ ଜେ ଘରାଟ କହିଛନ୍ତି। ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିବା ନେଇ ଜଣେ ମହିଳା ସ୍ବାମୀ…

